AAP supremo arvind kejriwal

ଜେଲରୁ ମୁକୁଳି ପାରନ୍ତି କେଜ୍ରିୱାଲ !

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଆପ୍ ନେତା ତଥା ଏମପି ସଞ୍ଜୟ ସିଂହଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୬ ମାସ ପରେ ସଞ୍ଜୟ ଜେଲରୁ ବାହାରିଛନ୍ତି । ତେବେ ସେ ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ ମଧ୍ୟ ମୁକୁଳିବେ କି ନାହିଁ ପ୍ରଶ୍ନ ଉଠିଛି । ଯାହା ଉପରେ କୋର୍ଟ ଆଜି ନିଷ୍ପତ୍ତି ଶୁଣାଇପାରନ୍ତି । ଦିଲ୍ଲୀ ଲିକର ପଲିସି ମାମଲାରେ ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) …

ଜେଲରୁ ମୁକୁଳି ପାରନ୍ତି କେଜ୍ରିୱାଲ ! Read More »

 ତିହାର ଜେଲରେ କେମିତି ଥିଲା କେଜ୍ରିିୱାଲଙ୍କ ପ୍ରଥମ ରାତି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ ତିହାର ଜେଲରେ ପ୍ରଥମ ରାତି ବିତାଇଛନ୍ତି । ତିହାରରେ ମୁଖ୍ୟମନ୍ତ୍ରୀଙ୍କୁ ବିଚାରଧିନ କଏଦୀ ସଂଖ୍ୟା ୬୭୦ ଦିଆଯାଇଛି । ତାଙ୍କୁ ତିହାରର ଜେଲ ନମ୍ବର ୨ ର ୱାର୍ଡ ନମ୍ବର ୩ରେ ରଖାଯାଇଛି । ଏଠାରେ ଏକ ଛୋଟ ବ୍ୟାରେକ ଅଛି, ଯାହାର ଲମ୍ବ ପ୍ରାୟ ୧୪ଫୁଟ ଏବଂ ପ୍ରସ୍ଥ ୮ ଫୁଟ । ଏଥିରେ ଏକ ଶୌଚାଳୟ ମଧ୍ୟ ଅଛି । ଏପରି ପରିସ୍ଥିତିରେ ସେଠାରେ ରହିବା, ଖାଇବା …

 ତିହାର ଜେଲରେ କେମିତି ଥିଲା କେଜ୍ରିିୱାଲଙ୍କ ପ୍ରଥମ ରାତି Read More »

ଏପ୍ରିଲ ୧୫ ଯାଏ ତିହାର ଜେଲରେ ରହିବେ କେଜ୍ରିୱାଲ

ନୂଆଦିଲ୍ଲୀ : ଇଡି ରିମାଣ୍ଡ ଅବଧି ଶେଷ ହେବାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଜେଲ ଯାଇଛନ୍ତି । ଆସନ୍ତା ୧୫ ତାରିଖ ଯାଏ ତିହାର ଜେଲରେ ରହିବେ କେଜ୍ରିୱାଲ । ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ହେପାଜତରେ ଥିବା ବେଳେ ଆଜି ତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଏହାପରେ କୋର୍ଟ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ …

ଏପ୍ରିଲ ୧୫ ଯାଏ ତିହାର ଜେଲରେ ରହିବେ କେଜ୍ରିୱାଲ Read More »

ଆଜି ଶେଷ ହେଉଛି କେଜ୍ରିୱାଲଙ୍କ ହେପାଜତ ଅବଧି

ନୂଆଦିଲ୍ଲୀ: ଆଜି ଶେଷ ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ହେପାଜତ ଅବଧି । ଆଜି କେଜରିୱାଲଙ୍କୁ ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟରେ ହାଜର କରିବ ଇଡି । ହାଜର କରିବା ସମୟରେ ଇଡି ଅଧିକ ରିମାଣ୍ଡ ମାଗିବ ନାହିଁ । ଏଭଳି ପରିସ୍ଥିତିରେ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲକୁ ପଠାଯିବ ନା ଜାମିନ୍ ମିଳିବ ସେନେଇ ଚର୍ଚ୍ଚା ହେଉଛି । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ୪ ଦିନ ପାଇଁ ଦ୍ୱିତୀୟ ଥର …

ଆଜି ଶେଷ ହେଉଛି କେଜ୍ରିୱାଲଙ୍କ ହେପାଜତ ଅବଧି Read More »

ଆଇଫୋନ୍ ବିଷୟରେ ସୂଚନା ମାଗିଲା ଇଡି

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା । ଆଇଫୋନ୍ ବିଷୟରେ କେଜ୍ରିୱାଲଙ୍କୁ ସୂଚନା ମାଗିଲା ଇଡି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଙ୍କ ନ୍ୟାୟିକ ହେପାଜତରେ ଅଛନ୍ତି କେଜ୍ରିୱାଲ । ଏବେ ଫୋନ୍ ପାସୱାର୍ଡକୁ ନେଇ କେଜ୍ରିୱାଲଙ୍କ ସମସ୍ୟା ବଢ଼ିପାରେ ବୋଲି କୁହାଯାଉଛି । ଇଡି ଆପଲରୁ କିଛି ନିର୍ଦ୍ଦିଷ୍ଟ ସୂଚନା ମାଗିଛି । ତାଙ୍କ ବ୍ୟକ୍ତିଗତ କମ୍ପ୍ୟୁଟର କିମ୍ବା ଡେସ୍କଟପ୍‌କୁ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ଇଡି ପାଖରେ …

ଆଇଫୋନ୍ ବିଷୟରେ ସୂଚନା ମାଗିଲା ଇଡି Read More »

କେଜ୍ରିୱାଲଙ୍କ ଜାମିନ ଆବେଦନର ହେବ ଶୁଣାଣି

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରିମାଣ୍ଡ ଗତ ବୁଧବାର ଶେଷ ହେଉଛି । ଗୁରୁବାର ତାଙ୍କୁ କୋର୍ଟରେ ହାଜର କରାଯିବ । କେଜ୍ରିୱାଲ ଜାମିନ ପାଇବେ ନା ତାଙ୍କୁ ପୁଣି ଇଡ଼ି ହେପାଜତକୁ ପଠାଯିବ ତାହା କୋର୍ଟରେ ନିଷ୍ପତ୍ତି ହେବ । ମଦ ଦୁର୍ନୀତି ମାମଲା ତଥା ମନି ଲଣ୍ଡରିଂ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଟିମ୍ ମାର୍ଚ୍ଚ ୨୧ ତାରିଖ …

କେଜ୍ରିୱାଲଙ୍କ ଜାମିନ ଆବେଦନର ହେବ ଶୁଣାଣି Read More »

ଇଡ଼ି ହେପାଜତରେ ବିଗିଡ଼ିଲା କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ଇଡ଼ି ହେପାଜତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ତାଙ୍କର ରକ୍ତ ଶର୍କରାସ୍ତର ସ୍ଥିର ରହୁ ନ ଥିବା କୁହାଯାଉଛି । କେଜ୍ରିୱାଲଙ୍କ ରକ୍ତ ଶର୍କରାସ୍ତର ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି । ରକ୍ତ ଶର୍କରାସ୍ତର କମିବାରେ ଲାଗିଛି । ଏହା ଯୋଗୁ ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ରହିଛି । ରକ୍ତ ଶର୍କରାସ୍ତର ଏତେ କମ୍ ରହିବା ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ ବୋଲି ଡାକ୍ତର କହିଛନ୍ତି । ମୁଁ …

ଇଡ଼ି ହେପାଜତରେ ବିଗିଡ଼ିଲା କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା Read More »

କେଜରିୱାଲଙ୍କୁ ପଚରାଉଚରା ଜାରି

ନୂଆଦିଲ୍ଲୀ: ରାତି ପାହିଲେ ରଙ୍ଗର ପର୍ବ ହୋଲି । ସମସ୍ତ ରାଜନୈତିକ ଦଳ ହୋଲି ପାଳନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ହେଲେ ଏଥର ହୋଲି ପାଳିବନି ଆମ୍ ଆଦ୍‌ମି ପାର୍ଟି (ଆପ୍‌) । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଲାଗି ହୋଲି ଫିକା ଏବଂ ବେରଂଗ ରହିବ । ସେପଟେ କେଜରିୱାଲଙ୍କୁ ଇଡି ଗିରଫ କରିଥିବାରୁ ଚଳିତ ଥର ଆମ ଆଦମୀ ପାର୍ଟି ପକ୍ଷରୁ ହୋଲି ପାଳନ ନ କରିବାକୁ ଘୋଷଣା କରାଯାଇଛି । ମିଳୁନି କେଜରିୱାଲଙ୍କ …

କେଜରିୱାଲଙ୍କୁ ପଚରାଉଚରା ଜାରି Read More »

ହାଜତରୁ ସରକାର ଚଳାଇବା ସହଜ ନୁହେଁ

ନୂଆଦିଲ୍ଳୀ: ଅବକାରୀ ଦୁର୍ନୀତି ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ଭାରତୀୟ ଇତିହାସରେ ଏଭଳି ଘଟଣା ପ୍ରଥମ ଥର ଘଟିଛି, ଯେଉଁଠି ଜଣେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଗିରଫ ହୋଇଛନ୍ତି । ସ୍ୱାଧୀନ ଭାରତର ଇତିହାସରେ ଏମିତି ବିଚିତ୍ର ପରିସ୍ଥିତି କେବେ ଦେଖିବାକୁ ମିଳି ନ ଥିଲା । କ୍ଷମତାରେ ଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବା ଏବଂ ଗିରଫ ହେବାର ୪୮ ଘଣ୍ଟା ପରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ …

ହାଜତରୁ ସରକାର ଚଳାଇବା ସହଜ ନୁହେଁ Read More »

କେଜ୍ରିୱାଲଙ୍କୁ ୭ ଦିନ ରିମାଣ୍ଡରେ ନେଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର ରାତିରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୭ ଦିନ ରିମାଣ୍ଡରେ ନେଲା ଇଡି । ଆସନ୍ତା ୨୮ ତାରିଖରେ କୋର୍ଟରେ ତାଙ୍କୁ ହାଜର କରିବା ଲାଗି ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ଦୁର୍ନୀତି ମାମଲାରେ କେଜ୍ରିୱାଲ ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ ହୋଇଥିବାରୁ ତାଙ୍କୁ ୧୦ ଦିନ ପାଇଁ ରିମାଣ୍ଡରେ ନେବାଲାଗି ଇଡି ପକ୍ଷରୁ ଯୁକ୍ତି କରାଯାଇଥିଲା । କୁହାଯାଇଥିଲା ଯେ ତାଙ୍କୁ ବ୍ୟାପକ ଜେରା …

କେଜ୍ରିୱାଲଙ୍କୁ ୭ ଦିନ ରିମାଣ୍ଡରେ ନେଲା ଇଡି Read More »

Scroll to Top
Close Bitnami banner
Bitnami