AAP supremo arvind kejriwal

କେଜ୍ରିୱାଲ୍‌ଙ୍କୁ ଗିରଫ ପରେ ବିରୋଧ କଲେ ଆପ୍ କର୍ମୀ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗତ ସଂଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗିରଫ ହୋଇଛନ୍ତି । ଗିରଫ ପରେ ତାତିଲେ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) କର୍ମୀ । ଆମ୍ ଆଦମୀ ପାର୍ଟି (ଏଏପି) ବିଜେପି ବିରୋଧରେ ଦେଶବ୍ୟାପୀ ବିରୋଧ କରିବାକୁ କହିଛି । କେଜ୍ରିୱାଲ୍‌ଙ୍କ ଗିରଫଦାରୀକୁ ଗଣତନ୍ତ୍ରର ହତ୍ୟା ଏବଂ ଏକଛତ୍ରବାଦୀ ଶାସନର ଘୋଷଣା ବୋଲି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି । ସେ କହିଛନ୍ତି ଯେ ଯିଏ ବିଜେପିର ଏକଛତ୍ରବାଦୀ …

କେଜ୍ରିୱାଲ୍‌ଙ୍କୁ ଗିରଫ ପରେ ବିରୋଧ କଲେ ଆପ୍ କର୍ମୀ Read More »

କେଜ୍ରିୱାଲ ଗିରଫ ପରେ ଜେଲରୁ ଚାଲିବ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ । ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ତାଙ୍କୁ ପଚରାଉଚରା କରିବା ସହ ଗିରଫ କରିଛନ୍ତି । ଭାରତରେ ଏହା ପ୍ରଥମ ଘଟଣା ଯେଉଁଠି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି । ଦିଲ୍ଲୀରେ କିଏ ଆପ ସରକାର ଚଲାଇବ ତାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏହାକୁ ନେଇ ଆମ ଆଦମୀ ପାର୍ଟିର ସ୍ପଷ୍ଟ ଉତ୍ତର ରଖିଛି । ଆପ୍ ପକ୍ଷରୁ କୁହାଯାଇଛି, କେଜ୍ରିୱାଲ ଇସ୍ତଫା …

କେଜ୍ରିୱାଲ ଗିରଫ ପରେ ଜେଲରୁ ଚାଲିବ ଦିଲ୍ଲୀ ସରକାର Read More »

ଇଡିର ଏପରି ଉତ୍ତର କେଜ୍‌ରିୱାଲଙ୍କ ସମସ୍ୟା ବଢ଼ିପାରେ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନ ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି । ଏହି ସମୟରେ, ମାମଲାର ଶୁଣାଣି କରୁଥିବା ବେଞ୍ଚ ଅନୁସନ୍ଧାନକାରୀ ଏଜେନ୍ସି ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି)କୁ କହିଛି ଯେ, ଆପଣ କୋର୍ଟକୁ ନିଶ୍ଚିତ କରିବେ ଯେ, ସେ ହାଜର ହେବା ପରେ ସେମାନେ କେଜ୍‌ରିୱାଲଙ୍କୁ ଗିରଫ କରିବେ ନାହିଁ କିମ୍ବା ଅନ୍ୟଥା କୁହନ୍ତୁ ଯେ ଗିରଫଦାରୀ ସମ୍ପର୍କରେ ତାଙ୍କ ବିରୋଧରେ ଆପଣଙ୍କର ଅଭିଯୋଗ ଅଛି । ଆପଣଙ୍କର …

ଇଡିର ଏପରି ଉତ୍ତର କେଜ୍‌ରିୱାଲଙ୍କ ସମସ୍ୟା ବଢ଼ିପାରେ Read More »

ଇଡିର ସମନ୍‌କୁ ବେଆଇନ କହିଲା ଆପ୍‌

ନୂଆଦିଲ୍ଲୀ: ଇଡିରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଇଡିରେ ହଜାର ହେବେ ନାହିଁ ବୋଲି ଆମ୍ ଆଦମୀ ପାର୍ଟି କହିଛି । ଯେତେବେଳେ ସେ କୋର୍ଟରୁ ଜାମିନରେ ଅଛନ୍ତି, ତେବେ କାହିଁକି ଇଡି ବାରମ୍ବାର ସମନ ପଠାଉଛି ? ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଡାକରା ବେଆଇନ ଅଟେ । ବିଜେପି କାହିଁକି ଇଡି ପଛରେ ଲୁଚି ନିର୍ବାଚନ ଲଢ଼ିବାକୁ ଚାହୁଁଛି? ବୋଲି ପାଲଟା ଆପ ପ୍ରଶ୍ନ କରିଛି । ଜଳ ବୋର୍ଡ ମାମଲାରେ …

ଇଡିର ସମନ୍‌କୁ ବେଆଇନ କହିଲା ଆପ୍‌ Read More »

କେଜ୍ରିିୱାଲଙ୍କୁ ନବମ ସମନ ପଠାଇଲା ଇଡି

ନୂଆଦିଲ୍ଲୀ: ପିଛା ଛାଡୁନି କେଜ୍ରିୱାଲଙ୍କ ସମସ୍ୟା । ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା ହ୍ରାସ ହେବାର ନାଁ ଧରୁନାହିଁ । ଦିଲ୍ଲୀର ରଦ୍ଦ ହୋଇଥିବା ଏକ୍ସାଇଜ ପଲିସିରେ ହୋଇଥିବା ଅନିୟମିତତା ଘଟଣାର ଅନୁସନ୍ଧାନ କରୁଥିବା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ନବମ ଥର ପାଇଁ ସମନ ପଠାଇଛି । ଅନୁସନ୍ଧାନକାରୀ ସଂସ୍ଥା ତାଙ୍କୁ ଆସନ୍ତା ୨୧ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଖିବା କଥା …

କେଜ୍ରିିୱାଲଙ୍କୁ ନବମ ସମନ ପଠାଇଲା ଇଡି Read More »

କୋର୍ଟରେ ହାଜର ହେଲେ କେଜ୍ରିିୱାଲ, ମିଳିଲା ଜାମିନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି । ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମିଳିଛି ଜାମିନ । ଇଡିର ସମନ ମାମଲାରେ ରାଉଜ୍ ଆଭେନ୍ୟୁ କୋର୍ଟରୁ ଜାମିନ ପ୍ରଦାନ କରିଛି । ୧୫ ହଜାର ଟଙ୍କା ମୁଚାଲିକାରେ ମିଳିଛି ଏହି ଜାମିନ । ଅବକାରୀ ଦୁର୍ନୀତି ମାମଲାରେ ଆଜି ରାଉଜ୍ ଆଭେନ୍ୟୁ କୋର୍ଟରେ ପହଞ୍ଚିଥିଲେ କେଜ୍ରିୱାଲ । ଯେଉଁଠାରେ ତାଙ୍କୁ ଜାମିନ ମିଳିଛି । ଦୁଇ ପକ୍ଷର ଦସ୍ତାବିଜ କୋର୍ଟରେ ଦାଖଲ କରିବାକୁ …

କୋର୍ଟରେ ହାଜର ହେଲେ କେଜ୍ରିିୱାଲ, ମିଳିଲା ଜାମିନ୍‌ Read More »

ଇଡି ଜେରାକୁ ସାମ୍ନା କରିବେ ସିଧାସଳଖ ନୁହେଁ, ଭିଡିଓ କନ୍‌ଫରେନ୍ସିଂରେ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅନିୟମିତତାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବରୁ ପଠାଇଥିବା ୮ ଥର ଯାକ ସମନକୁ ଏଡ଼େଇ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଇଡିର ଅଷ୍ଟମ ସମନ ଉପରେ କେଜ୍ରିୱାଲ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଇଡିର ଏହି ଡାକରାକୁ ବେଆଇନ ବୋଲି ବିବେଚନା କରିବା ସତ୍ତ୍ୱେ ଆସନ୍ତା ୧୨ ତାରିଖ ପରେ ସେ ଇଡିର ଜେରାକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ସିଧାସଳଖ ପଚରାଉଚରା …

ଇଡି ଜେରାକୁ ସାମ୍ନା କରିବେ ସିଧାସଳଖ ନୁହେଁ, ଭିଡିଓ କନ୍‌ଫରେନ୍ସିଂରେ Read More »

କେଜ୍ରିୱାଲଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବ ଜେଲରେ ଥିବା ମହାଠକ ସୁକେଶ !

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର । ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଙ୍ଗ ମାମଲାରେ ତିହାର ଜେଲରେ ଅଛନ୍ତି ମହାଠକ ସୁକେଶ । ସେ କେଜ୍ରିୱାଲଙ୍କୁ ଏକ ଚିଠି ଲେଖିଛନ୍ତି । ସୁକେଶ ଚିଠିରେ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ସ୍ୱାଧୀନପ୍ରାର୍ଥୀ ଭାବେ ଲଢିବେ ସୁକେଶ ଆମ୍ ଆଦମୀ ପାର୍ଟିର ମୁଖ୍ୟ କେଜ୍ରିୱାଲଙ୍କୁ …

କେଜ୍ରିୱାଲଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବ ଜେଲରେ ଥିବା ମହାଠକ ସୁକେଶ ! Read More »

ଦିଲ୍ଲୀକୁ ଯେମିତି ମୁଁ ଚଳାଉଛି, ସେଥିଲାଗି ନୋବେଲ୍ ମିଳିବା ଦରକାର

ନୂଆଦିଲ୍ଳୀ: ସର୍ବଦା ତାଙ୍କର କଥା ଓ କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାରେ ରହିଥାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ନିକଟରେ ତାଙ୍କର ଏକ ବୟାନ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି । ଅନେକ ଜଟିଳ ପରିସ୍ଥିତି ସତ୍ତ୍ୱେ ସେ ଯେଉଁଭଳି ଭାବେ ଦିଲ୍ଲୀକୁ ଚଳାଇଛନ୍ତି ସେଥିପାଇଁ ତାଙ୍କୁ ନୋବେଲ୍ ପୁରସ୍କାର ମିଳିବା ଉଚିତ ବୋଲି କହିଛନ୍ତି କେଜ୍ରିୱାଲ୍ । ତାଙ୍କର ଏପରି ମନ୍ତବ୍ୟ ପାଇଁ ଏବେ ତାଙ୍କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । …

ଦିଲ୍ଲୀକୁ ଯେମିତି ମୁଁ ଚଳାଉଛି, ସେଥିଲାଗି ନୋବେଲ୍ ମିଳିବା ଦରକାର Read More »

ଲୋକସଭା ନିର୍ବାଚନ ନେଇ ଆପ୍‌-କଂଗ୍ରେସ ଆସନ ଭାଗବଣ୍ଟା ଶେଷ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍‌) ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଛି । ଶନିବାର ଉଭୟ ଦଳ ଏହା ଘୋଷଣା କରିଛନ୍ତି । ଏହି ଦୁଇ ଦଳ ଦିଲ୍ଲୀ, ଗୁଜୁରାଟ, ହରିୟାଣା ଏବଂ ଗୋଆରେ ଏକାଠି ନିର୍ବାଚନ ଲଢ଼ିବେ । ଦିଲ୍ଲୀରେ ଏଏପି ସାତୋଟି ଲୋକସଭା ଆସନ ମଧ୍ୟରୁ ଚାରିଟି ଆସନ ପଶ୍ଚିମ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ନୂଆଦିଲ୍ଲୀ ଏବଂ ପୂର୍ବ ଦିଲ୍ଲୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଚାନ୍ଦନୀ ଚୌକ୍‌, …

ଲୋକସଭା ନିର୍ବାଚନ ନେଇ ଆପ୍‌-କଂଗ୍ରେସ ଆସନ ଭାଗବଣ୍ଟା ଶେଷ Read More »

Scroll to Top
Close Bitnami banner
Bitnami