AAP supremo arvind kejriwal

ଜାମିନ ପାଇଁ ଅଧିକ ମିଠା ଖାଉଛନ୍ତି କେଜ୍ରିୱାଲ, ଅଭିଯୋଗ କଲା ଇଡି

ନୂଆଦିଲ୍ଲୀ : ଜାମିନ ପାଇଁ ଜେଲରେ ଜାଣିଶୁଣି ଅଧିକ ମିଠା ଖାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କୋର୍ଟରେ ଏପରି ଅଭିଯୋଗ କରିଛି ଇଡ଼ି । କେଜ୍ରିୱାଲ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଅଛନ୍ତି । ଏହି ସମୟରେ କେଜ୍ରିୱାଲ ଭିଡିଓ କନଫରେନ୍ସ ଜରିଆରେ ଜେଲରେ ରହି ପୂର୍ବରୁ ନିୟମିତ ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କଠାରୁ ପରାମର୍ଶ ନେବାକୁ ଆବେଦନ କରିଥିଲେ । କେଜ୍ରିୱାଲଙ୍କ ଏହି ଆବେଦନ ଦିଲ୍ଲୀ କୋର୍ଟରେ ଶୁଣାଣି ହେବା ସମୟରେ …

ଜାମିନ ପାଇଁ ଅଧିକ ମିଠା ଖାଉଛନ୍ତି କେଜ୍ରିୱାଲ, ଅଭିଯୋଗ କଲା ଇଡି Read More »

‘ମୁଁ ଅରବିନ୍ଦ କେଜ୍ରିୱାଲ୍‌, ମୁଁ ଆତଙ୍କବାଦୀ ନୁହେଁ’

ନୂଆଦିଲ୍ଳୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଓ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ତିହାର ଜେଲ୍‌ରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ଫିଲ୍ଜ ଷ୍ଟାଇଲ୍‌ରେ ଦିଲ୍ଳୀବାସୀଙ୍କ ନିମନ୍ତେ ବାର୍ତ୍ତା ଦେଇଛନ୍ତି । କେଜ୍ରିୱାଲ୍‌ଙ୍କୁ ଆପ୍‌ର ସାଂସଦ ସଂଜୟ ସିଂହ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କେଜ୍ରିୱାଲ୍‌ଙ୍କ ବାର୍ତ୍ତା ହେଉଛି, ‘ତାଙ୍କ ନାମ ଅରବିନ୍ଦ କେଜ୍ରିୱାଲ୍ ଓ ସେ ଆତଙ୍କବାଦୀ ନୁହନ୍ତି’ । କେଜ୍ରିୱାଲ୍‌ଙ୍କ ଏହି ବାର୍ତ୍ତାକୁ ନେଇ ସାମାଜିକ ଗଣମାଧ୍ୟମରେ …

‘ମୁଁ ଅରବିନ୍ଦ କେଜ୍ରିୱାଲ୍‌, ମୁଁ ଆତଙ୍କବାଦୀ ନୁହେଁ’ Read More »

କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ପରବର୍ତ୍ତୀ ଶୁଣାଣି ୨୯ରେ

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରିଲିଫ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଇଡିଙ୍କୁ ନୋଟିସ ଜାରି କରିଛନ୍ତି । ଏପ୍ରିଲ ୨୪ ସୁଦ୍ଧା ଏହାର ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ କେଜ୍ରିୱାଲ ମାମଲାର ଶୁଣାଣି ଆସନ୍ତା ୨୯ରେ ହେବ । ଆସନ୍ତା ୨୪ ସୁଦ୍ଧା ଜବାବ ଦେବାକୁ ଇଡ଼ିକୁ ନିର୍ଦ୍ଦେଶ ସୁପ୍ରିମକୋର୍ଟରେ ଅରବିନ୍ଦ କେଜ୍ରିୱାଲଙ୍କ ନିକଟରେ ହାଜର …

କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ପରବର୍ତ୍ତୀ ଶୁଣାଣି ୨୯ରେ Read More »

ଜେଲରେ କେଜ୍ରିୱାଲଙ୍କୁ ଦିଆଯାଉଛି ନିର୍ଯାତନା: ସଞ୍ଜୟ ସିଂ

ନୂଆଦିଲ୍ଲୀ: ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଉଛି ନିର୍ଯାତନା । ଏପରି ଗୁରୁତର ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ଏଏପିର ରାଜ୍ୟ ସଭା ଏମପି ସଞ୍ଜୟ ସିଂ । ଶନିବାର ସକାଳେ ଏକ ଖବରଦାତା ସମ୍ମିଳନୀ କରି ଅନେକ ଗୁରୁତର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜେଲ ଭିତରେ ନିର୍ଯାତନା ଦିଆଯାଉଛି । ସେମାନଙ୍କ ମନୋବଳ ଭାଙ୍ଗିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି । ନିୟମ ଅନୁଯାୟୀ ଏବଂ …

ଜେଲରେ କେଜ୍ରିୱାଲଙ୍କୁ ଦିଆଯାଉଛି ନିର୍ଯାତନା: ସଞ୍ଜୟ ସିଂ Read More »

ହାଇକୋର୍ଟରୁ ଝଟ୍‌କା ମିଳିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହେବା ପରେ ସେ ଦିଲ୍ଲୀ ହାଇକୋର୍ଟରେ ଗିରଫଦାରୀ ବିରୋଧରେ ଆବେଦନ କରିଥିଲେ । ଚ୍ୟାଲେଞ୍ଜର ଗୋଟିଏ ଦିନ ପରେ ଦିଲ୍ଲୀ ହାଇକୋର୍ଟ ଏହାକୁ ଖାରଜ କରି କେଜ୍ରିୱାଲଙ୍କୁ ଏକ ବଡ଼ ଧରଣର ଝଟ୍‌କା ଦେଇଛନ୍ତି । ହାଇକୋର୍ଟରୁ ଝଟ୍‌କା ପାଇବା ପରେ କେଜ୍ରିୱାଲ୍ ଏବେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କେଜ୍ରିୱାଲଙ୍କ …

ହାଇକୋର୍ଟରୁ ଝଟ୍‌କା ମିଳିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜ୍ରିୱାଲ୍‌ Read More »

 କେଜ୍ରିୱାଲଙ୍କ ଗିରଫଦାରି ବୈଧ ବୋଲି କହିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲାଗିଛି ବଡ଼ ଝଟକା । ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଅର୍ଥାତ୍ ଏବେ କେଜ୍ରିୱାଲଙ୍କୁ ଜେଲରେ ରହିବାକୁ ପଡ଼ିବ । ହାଇକୋର୍ଟ ଇଡିର ଗିରଫଦାରୀକୁ ବୈଧ ବୋଲି କହିଛନ୍ତି । ଇଡି କେଜ୍ରିୱାଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରଖିଥିବା କହିଛନ୍ତି । ଆମ୍ ଆଦମୀ ପାର୍ଟି (ଆପ୍‌)ର ରାଷ୍ଟ୍ରୀୟ ସଂଯୋଜକଙ୍କ ଆବେଦନ ର ଶୁଣାଣି କରି ଜଷ୍ଟିସ୍ ସ୍ୱର୍ଣ୍ଣା …

 କେଜ୍ରିୱାଲଙ୍କ ଗିରଫଦାରି ବୈଧ ବୋଲି କହିଲେ ଦିଲ୍ଲୀ ହାଇକୋର୍ଟ Read More »

 କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ସାମୁହିକ ଉପବାସ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଦିନକୁ ଦିନ ଆନ୍ଦୋଳନକୁ ଜୋରଦାର ହେଉଛି । କେବଳ ଦେଶରେ ନୁହେଁ ଏବେ ବିଦେଶରେ ବି ଆନ୍ଦୋଳନ ଜୋର କରିଛନ୍ତି କର୍ମୀମାନେ । ତେବେ ରବିବାର ପୂର୍ବାହ୍ନ ୧୦ଟାରୁ କର୍ମୀମାନେ ସାମୁହିକ ଉପବାସ ଆରମ୍ଭ କରିଛନ୍ତି । ଜନ୍ତର ମନ୍ତର ଏବଂ ସହିଦ ଭଗତ ସିଂଙ୍କ ଗାଁ ପଞ୍ଜାବର ଖଟଖଡକାଲାଂରୁ ଆରମ୍ଭ ହୋଇଛି ଏହି ସାମୁହିକ ଉପବାସ । ଏଥିରେ ବିଧାୟକ, ମନ୍ତ୍ରୀ, ସାଂସଦ, କାଉନସିଲର ଏବଂ ଅଧିକାରୀମାନେ …

 କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ସାମୁହିକ ଉପବାସ Read More »

ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଆଶ୍ୱସ୍ତି । ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ମଦ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ତିହାର ଜେଲରେ ବନ୍ଦୀ ଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ହୋଇଥିଲା ଆବେଦନ । ଏହି ଆବେଦନର ଶୁଣାଣି କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟର ଏକ ଖଣ୍ଡପୀଠରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦରେ …

ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆବେଦନ ଖାରଜ Read More »

ଜେଲରୁ ମୁକୁଳି ପାରନ୍ତି କେଜ୍ରିୱାଲ !

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଆପ୍ ନେତା ତଥା ଏମପି ସଞ୍ଜୟ ସିଂହଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୬ ମାସ ପରେ ସଞ୍ଜୟ ଜେଲରୁ ବାହାରିଛନ୍ତି । ତେବେ ସେ ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ ମଧ୍ୟ ମୁକୁଳିବେ କି ନାହିଁ ପ୍ରଶ୍ନ ଉଠିଛି । ଯାହା ଉପରେ କୋର୍ଟ ଆଜି ନିଷ୍ପତ୍ତି ଶୁଣାଇପାରନ୍ତି । ଦିଲ୍ଲୀ ଲିକର ପଲିସି ମାମଲାରେ ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) …

ଜେଲରୁ ମୁକୁଳି ପାରନ୍ତି କେଜ୍ରିୱାଲ ! Read More »

 ତିହାର ଜେଲରେ କେମିତି ଥିଲା କେଜ୍ରିିୱାଲଙ୍କ ପ୍ରଥମ ରାତି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ ତିହାର ଜେଲରେ ପ୍ରଥମ ରାତି ବିତାଇଛନ୍ତି । ତିହାରରେ ମୁଖ୍ୟମନ୍ତ୍ରୀଙ୍କୁ ବିଚାରଧିନ କଏଦୀ ସଂଖ୍ୟା ୬୭୦ ଦିଆଯାଇଛି । ତାଙ୍କୁ ତିହାରର ଜେଲ ନମ୍ବର ୨ ର ୱାର୍ଡ ନମ୍ବର ୩ରେ ରଖାଯାଇଛି । ଏଠାରେ ଏକ ଛୋଟ ବ୍ୟାରେକ ଅଛି, ଯାହାର ଲମ୍ବ ପ୍ରାୟ ୧୪ଫୁଟ ଏବଂ ପ୍ରସ୍ଥ ୮ ଫୁଟ । ଏଥିରେ ଏକ ଶୌଚାଳୟ ମଧ୍ୟ ଅଛି । ଏପରି ପରିସ୍ଥିତିରେ ସେଠାରେ ରହିବା, ଖାଇବା …

 ତିହାର ଜେଲରେ କେମିତି ଥିଲା କେଜ୍ରିିୱାଲଙ୍କ ପ୍ରଥମ ରାତି Read More »

Scroll to Top
Close Bitnami banner
Bitnami