Indian Army

pak pm, imran khan, indian missile attack on pakistan, indian missile hit pak, odia blog, rising odisha

ପାକିସ୍ତାନରେ ଭାରତୀୟ କ୍ଷେପଣାସ୍ତ୍ର : ଇସଲାମାବାଦ ମିଳିତ ଯାଂଚ ପାଇଁ କଲା ଦାବି

ଭୂଲବଶତଃ ପାକିସ୍ତାନରେ ପଡିଥିବା ଭାରତୀୟ କ୍ଷେପଣାସ୍ତ୍ରକୁ ନେଇ ଇସଲାମାବାଦ ତରଫରୁ କଠୋର ପ୍ରତିକ୍ରିୟା ଆସିଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ଏନେଇ ଦୁଃଖପ୍ରକାଶ କରାଯାଇଥିଲେ ମଧ୍ୟ ପାକିସ୍ତାନ ଏହାକୁ ସହଜରେ ନେଇ ନାହିଁ । ପାକିସ୍ତାନ ଏହି ଘଟଣାର ମିଳିତ ଯାଂଚ ପାଇଁ ଦାବି କରିଛି । ଏହା ସହିତ ପାକିସ୍ତାନ ପଚାରିଛି ଯେ, ତା’ ସୀମା ଭିତରେ ପଡିଥିବା ଭାରତୀୟ କ୍ଷେପଣାସ୍ତ୍ର କେଉଁ ଶ୍ରେଣୀର । ସୂଚନାଯୋଗ୍ୟ ଯେ, ଏକ କ୍ଷେପଣାସ୍ତ୍ର ଭୁଲବଶଃତ ପାକିସ୍ତାନ …

ପାକିସ୍ତାନରେ ଭାରତୀୟ କ୍ଷେପଣାସ୍ତ୍ର : ଇସଲାମାବାଦ ମିଳିତ ଯାଂଚ ପାଇଁ କଲା ଦାବି Read More »

bum la, bum la pass, indian army, chinese army, india china standoff, odia blog, rising odisha

ଅରୁଣାଚଳ ପ୍ରଦେଶରେ ଚୀନ୍ ଅନୁପ୍ରବେଶକୁ ପୁଣି ବିଫଳ କଲା ଭାରତୀୟ ସେନା

ଅରୁଣାଚଳ ପ୍ରଦେଶକୁ ଲାଗିଥିବା ସୀମାରେ ଚୀନ୍ ସେନାର ଗତିବିଧି ପୁଣି ବଢିବାରେ ଲାଗିଛି । ନିକଟରେ ବୁମ ଲା’ ଖାଇ ନିକଟରେ ଚୀନ୍ ସେନା ଓ ଭାରତୀୟ ସୈନିକ ମୁହାଁମୁହିଁ ହୋଇଥିବା ଜଣା ପଡିଛି । ବୁମ୍ ଲା’ ମଧ୍ୟକୁ ଅନୁପ୍ରବେଶ କରିଥିବା ଚୀନ୍ ସେନାର ଏକ ଦଳକୁ ଭାରତୀୟ ସେନା ପଛକୁ ଫେରିବାକୁ ବାଧ୍ୟ କରିଥିଲେ । ଏହି ଘଟଣାର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭାରତୀୟ ସେନା …

ଅରୁଣାଚଳ ପ୍ରଦେଶରେ ଚୀନ୍ ଅନୁପ୍ରବେଶକୁ ପୁଣି ବିଫଳ କଲା ଭାରତୀୟ ସେନା Read More »

bipin rawat, cds bipin rawat, general bipin rawat died, IAF chopper crash, helicopter crash, bipin rawat died, tamil nadu helicopter crash, rising odisha

ବିପିନ୍ ରାୱତ : ଜଣେ ଯୋଦ୍ଧାଙ୍କ କାହାଣୀ ଯାହାଙ୍କ ପଦେ କଥାରେ ଥରୁଥିଲା ପାକିସ୍ତାନ, ବ୍ୟସ୍ତ ହେଉଥିଲା ଚୀନ

ପରଲୋକରେ ଭାରତର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ । ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟ ବରଣ କରିଛନ୍ତି ସିଡିଏସ ବିପିନ୍ ରାଓ୍ୱତ । ତାମିଲନାଡୁର କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ବିପିନ ରାଓ୍ୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତ ମୃତ୍ୟୁ ବରଣ କରିଛନ୍ତି । ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେନା ହେଲିକପ୍ଟର MI-17V5ରେ ସିଡିଏସ ବିପିନ୍ ରାଓ୍ୱତଙ୍କ ସହ ୧୪ ଜଣ ଥିଲେ । ତେବେ ଏହି …

ବିପିନ୍ ରାୱତ : ଜଣେ ଯୋଦ୍ଧାଙ୍କ କାହାଣୀ ଯାହାଙ୍କ ପଦେ କଥାରେ ଥରୁଥିଲା ପାକିସ୍ତାନ, ବ୍ୟସ୍ତ ହେଉଥିଲା ଚୀନ Read More »

kashmir terrorists, jammu and kashmir, taliban terrorists, pakistan, imran khan, narendra modi, India pakistan, kashmir violence, america weapons in afghanistan, rising odisha

ଲୁଟ୍ ଆମେରିକା ଅସ୍ତ୍ର ପାକିସ୍ତାନ ଦେଇ କାଶ୍ମୀରରେ ପହଞ୍ଚିବ !

ତରବରିଆ ଭାବେ ଆଫଗାନିସ୍ତାନ ଛାଡିବା ସହ ଆମେରିକା ପଛରେ ଛାଡି ଯାଇଥିଲା ଢେର ଆଧୁନିକ ଅସ୍ତ୍ର । ସେହି ସବୁ ଛୋଟ ଅସ୍ତ୍ରଠାରୁ ଆରମ୍ଭ କରି ବଡ ସାଞ୍ଜୁଆ ଗାଡି ଏବେ ତାଲିବାନ ହାତରେ ପଡିଛି । ଏହି ସବୁ ଅସ୍ତ୍ର କେବଳ ତାଲିବାନର ଶକ୍ତି ବଢାଇନାହିଁ ଏହା ମଧ୍ୟ ତାକୁ ଅର୍ଥ ରୋଜଗାରର ସୁଯୋଗ ଦେଇଛି । ତାଲିବାନ ଏବେ ସେହି ସବୁ ଅସ୍ତ୍ର ମଧ୍ୟରୁ ଯଥେଷ୍ଟ ନିଜ ପାଇଁ ରଖି ବଳକା ଅସ୍ତ୍ରକୁ ପାକିସ୍ତାନକୁ …

ଲୁଟ୍ ଆମେରିକା ଅସ୍ତ୍ର ପାକିସ୍ତାନ ଦେଇ କାଶ୍ମୀରରେ ପହଞ୍ଚିବ ! Read More »

brahmaputra river, tunnel under brahmaputra river, Indian army, india china faceoff, Atal tunnel, rising odisha

ବ୍ରହ୍ମପୁତ୍ର ନଦୀ ତଳେ ଭାରତୀୟ ସେନା ତିଆରି କରୁଛି ଗୁପ୍ତ ସୁଡ଼଼ଙ୍ଗ, ଯୁଦ୍ଧ ବେଳେ ଏମିତି ଆସିବ କାମରେ

ଡ୍ରାଗନକୁ ଘେରିବା ପାଇଁ ଭାରତୀୟ ସେନାର ଜବରଦସ୍ତ ପ୍ଲାନ୍ । ବ୍ରହ୍ମପୁତ୍ର ନଦୀ ତଳେ ସେନା ତିଆରି କରିବ ଗୁପ୍ତ ସୁଡ଼ଙ୍ଗ । ଚୀନ ସହିତ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରେ ଏହି ସୁଡ଼ଙ୍ଗ ସେନାକୁ ରଣନୈତିକ ଲାଭ ଦେବ । ମନାଲୀର ଅଟଳ ଟନେଲ ଭଳି ଏହି ସୁଡ଼ଙ୍ଗ ହେବ । ଅରୁଣାଚଳ ପ୍ରଦେଶକୁ ଲାଗିଥିବା ସୀମାରେ ଚୀନ୍ ସେନାର ଆକ୍ରାମକ ନୀତି କାରଣରୁ ଏହି ସୁଡ଼ଙ୍ଗର ସାମରିକ ମହତ୍ୱ ବହୁତ ଅଧିକ । ୫ ହଜାର …

ବ୍ରହ୍ମପୁତ୍ର ନଦୀ ତଳେ ଭାରତୀୟ ସେନା ତିଆରି କରୁଛି ଗୁପ୍ତ ସୁଡ଼଼ଙ୍ଗ, ଯୁଦ୍ଧ ବେଳେ ଏମିତି ଆସିବ କାମରେ Read More »

neeraj chopra, gold medal, tokyo olympics, neeraj chopras ancestors, panipat war, panipat battle, javelin event, rising odisha

ଭାରତ ପାଇଁ ସ୍ୱର୍ଣ୍ଣ ଆଣିଥିବା ନୀରଜଙ୍କ ପୂର୍ବଜ ପାନିପଥ ଯୁଦ୍ଧରେ ଦେଶ ପାଇଁ ଦେଇଥିଲେ ପ୍ରାଣବଳୀ

ନୀରଜ ଚୋପ୍ରା ଏବେ ଦେଶର ଏକ ପରିଚିତ ନାମ । ସେନାର ଏହି ଜୁନିଅର କମିଶନଡ୍ ଅଫିସର ଟୋକିଓ ଅଲମ୍ପିକ୍ସରେ ଭାରତକୁ ଦେଇଛନ୍ତି ତା’ର ପ୍ରଥମ ଟ୍ରାକ୍ ଆଣ୍ଡ୍ ଆଥଲେଟିକ୍ସ ମେଡାଲ । ନୀରଜଙ୍କ ବାପା ଜଣେ କୃଷକ । ନୀରଜଙ୍କ ପ୍ରାରମ୍ଭିକ ଜୀବନ ଥିଲା ବେସ ସଂଘର୍ଷପୂର୍ଣ୍ଣ । ନୀରଜଙ୍କ ଜୀବନକୁ ନେଇ ଏବେ ଅନେକ କଥା ସାମ୍ନାକୁ ଆସୁଛି । ତାହାରି ଭିତରୁ ଗୋଟିଏ ଭାରତ ଇତିହାସର ଏକ ମୋଡ ପରିବର୍ତ୍ତନାକାରୀ ଘଟଣା ସହିତ …

ଭାରତ ପାଇଁ ସ୍ୱର୍ଣ୍ଣ ଆଣିଥିବା ନୀରଜଙ୍କ ପୂର୍ବଜ ପାନିପଥ ଯୁଦ୍ଧରେ ଦେଶ ପାଇଁ ଦେଇଥିଲେ ପ୍ରାଣବଳୀ Read More »

silu nayak, nayak sir, silu sir, jagatsinghpur naugaon block, mahaguru battalion, free training to youths, indian army, odisha police, BSF, CISF, Navy, rising odisha

ନିଜ କୌଶଳ, ଅନ୍ୟ ଭବିଷ୍ୟତ

ଭିଡ଼ ଭିତର ଚେହେରା ସିଲୁ ସାର୍‌ ଲକ୍ଷ୍ୟ ହାସଲ କରିବାର ରାସ୍ତା ଏତେ ସହଜ ହୋଇ ନଥାଏ । ଏଥିପାଇଁ ଲୋଡ଼ା ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ । ଦୃଢ଼ ସଂକଳ୍ପ ଯୋଗୁ ପଥ ତ ମିଳିଥାଏ । କିନ୍ତୁ ପଥ ସଳଖିବାର ସୂତ୍ର ହୋଇଥାଏ ପ୍ରେରଣା । ଏପରି ଜଣେ ପ୍ରେରଣାପ୍ରଦ ବ୍ୟକ୍ତି ହେଉଛି ଜଗତ୍‌ସିଂହପୁର ନାଉଗାଁ ବ୍ଲକ୍ ଅରଖକୁଦର ସିଲୁ ନାୟକ ଓରଫ ସିଲୁ ସାର୍ । ଏକ ମଧ୍ୟବିତ ପରିବାରରେ ସିଲୁଙ୍କ ଜନ୍ମ …

ନିଜ କୌଶଳ, ଅନ୍ୟ ଭବିଷ୍ୟତ Read More »

indian army, ladakh border, LAC, line of actual control, india china faceoff, india china border, rising odisha

ଚୀନକୁ ଯବାବ ଦେବ ଭାରତ, ଲଦ୍ଦାଖରେ ମୁତ୍ତୟନ ହେଲେ ବିଶେଷ ସୈନିକ

ପୂର୍ବ ଲଦ୍ଦାଖରେ ଚୀନର କୌଣସି ପ୍ରକାରର ଚାଲବାଜିର ଉତ୍ତର ଦେବାକୁ ଭାରତୀୟ ସେନା ସେଠାରେ ନିଜର ଏକ ବିଶେଷ ୟୁନିଟକୁ ମୁତ୍ତୟନ କରିଛି । ଚୀନ ସେନାକୁ ମୁହଁତୋଡ ଜବାବ ଦେବାକୁ ଭାରତୀୟ ସେନା କେଇ ମାସ ତଳେ ପୂର୍ବ ଲଦ୍ଦାଖ ଅଂଚଳର ବାସ୍ତବିକ ନିୟନ୍ତ୍ରଣ ରେଖା –ଏଲଏସିର ଉତ୍ତର କମାଣ୍ଡ ଅଂଚଳରେ ଆତଙ୍କବାଦ ବିରୋଧୀ ଅଭିଯାନର ନିୟୋଜିତ ଥିବା ୟୁନିଟକୁ ମୁତ୍ତୟନ କରିଛି । ଆତଙ୍କବାଦ ନିରୋଧୀ ୟୁନିଟକୁ ଆଭ୍ୟନ୍ତରୀଣ ଅଂଚଳରୁ ହଟାଇ ଲଦାଖ ସେକ୍ଟରରେ …

ଚୀନକୁ ଯବାବ ଦେବ ଭାରତ, ଲଦ୍ଦାଖରେ ମୁତ୍ତୟନ ହେଲେ ବିଶେଷ ସୈନିକ Read More »

indian air force, garuda commando, garuda commando force, garuda astra, rising odisha, bayusena

ବାୟୁସେନାର ଗରୁଡ଼ କମାଣ୍ଡୋ: ଜଳ, ସ୍ଥଳ ଓ ଆକାଶରେ କରିପାରନ୍ତି ଆକ୍ରମଣ

ପଠାଣକୋଟରେ ଆତଙ୍କବାଦୀଙ୍କୁ ସେମାନେ ବୁଝୁଥିବା ଭାଷାରେ ଉତ୍ତର ହେଉ କି କାଶ୍ମୀରରେ କୁପବାଡା । ସବୁ ସ୍ଥାନରେ ବାୟୁସେନାର ଗରୁଡ କମାଣ୍ଡୋ ନିଜ ଶକ୍ତି ଓ ସାମର୍ଥ୍ୟ ଦେଖାଇଛନ୍ତି । ତେଣୁ ସେମାନଙ୍କୁ ଦେଶର ଗୌରବ ବୋଲି ମଧ୍ୟ କୁହାଯାଇଥାଏ । ଆଜି ଗରୁଡ କମାଣ୍ଡୋଙ୍କ କଥା ଉଠିବାର କାରଣ ହେଉଛି ଏବେ ବାୟୁସେନାର ସ୍ପେଶାଲ ଫୋର୍ସେସର ୬୯ ଜଣ ନୂଆ ଗରୁଡ କମାଣ୍ଡୋ ନିଜ ଟ୍ରେନିଂ ସାରିଛନ୍ତି । ଗରୁଡ କମାଣ୍ଡୋଙ୍କୁ ଦୁନିଆର ହାତଗଣତି ସ୍ପେଶାଲ …

ବାୟୁସେନାର ଗରୁଡ଼ କମାଣ୍ଡୋ: ଜଳ, ସ୍ଥଳ ଓ ଆକାଶରେ କରିପାରନ୍ତି ଆକ୍ରମଣ Read More »

drone attack, jammu air base, indian air base, drone bomb attacks, jammu airport drone attack, jammu airport blast, NIA, rising odisha

ଲୋ’ କଷ୍ଟ୍ ଅସ୍ତ୍ର ଭାବେ ଉଭା ହେଉଛି ଡ୍ରୋନ୍ ବୋମା, ଜମ୍ମୁ ଆକ୍ରମଣ ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଜମ୍ମୁ ଘାଟି ଉପରେ ଡ୍ରୋନ୍ ଆକ୍ରମଣରେ ବଡ଼ ଧରଣର କ୍ଷତି ହୋଇନାହିଁ ସତ କିନ୍ତୁ ଏହା ସୁରକ୍ଷା ଏଜେନ୍ସୀଙ୍କ ନିଦ ଉଡାଇ ଦେଇଛି କିମ୍ବା ଡ୍ରୋନକୁ ନେଇ ସେମାନଙ୍କ ନିଦ ଭାଙ୍ଗି ଦେଇଛି । କାରଣ କିଛି ସମୟ ହେଲା କେବଳ ଭାରତ ନୁହେଁ ପୁରା ଦୁନିଆରେ ‘ଡ୍ରୋନ୍ ଆଟାକ’ ଆତଙ୍କବାଦୀଙ୍କ ନୂଆ ହତିଆର ପାଲଟିଛି । ଏଥିରେ ଖର୍ଚ୍ଚ କମ, ସଫଳତା ହାର ଅଧିକ ଥିବାରୁ ଆତଙ୍କବାଦୀ ଡ୍ରୋନକୁ ହତିଆର ଭାବେ …

ଲୋ’ କଷ୍ଟ୍ ଅସ୍ତ୍ର ଭାବେ ଉଭା ହେଉଛି ଡ୍ରୋନ୍ ବୋମା, ଜମ୍ମୁ ଆକ୍ରମଣ ଭାରତ ପାଇଁ ସତର୍କ ଘଣ୍ଟି Read More »

Scroll to Top
Close Bitnami banner
Bitnami