Author name: user

indian army, ladakh border, LAC, line of actual control, india china faceoff, india china border, rising odisha

ଚୀନକୁ ଯବାବ ଦେବ ଭାରତ, ଲଦ୍ଦାଖରେ ମୁତ୍ତୟନ ହେଲେ ବିଶେଷ ସୈନିକ

ପୂର୍ବ ଲଦ୍ଦାଖରେ ଚୀନର କୌଣସି ପ୍ରକାରର ଚାଲବାଜିର ଉତ୍ତର ଦେବାକୁ ଭାରତୀୟ ସେନା ସେଠାରେ ନିଜର ଏକ ବିଶେଷ ୟୁନିଟକୁ ମୁତ୍ତୟନ କରିଛି । ଚୀନ ସେନାକୁ ମୁହଁତୋଡ ଜବାବ ଦେବାକୁ ଭାରତୀୟ ସେନା କେଇ ମାସ ତଳେ ପୂର୍ବ ଲଦ୍ଦାଖ ଅଂଚଳର ବାସ୍ତବିକ ନିୟନ୍ତ୍ରଣ ରେଖା –ଏଲଏସିର ଉତ୍ତର କମାଣ୍ଡ ଅଂଚଳରେ ଆତଙ୍କବାଦ ବିରୋଧୀ ଅଭିଯାନର ନିୟୋଜିତ ଥିବା ୟୁନିଟକୁ ମୁତ୍ତୟନ କରିଛି । ଆତଙ୍କବାଦ ନିରୋଧୀ ୟୁନିଟକୁ ଆଭ୍ୟନ୍ତରୀଣ ଅଂଚଳରୁ ହଟାଇ ଲଦାଖ ସେକ୍ଟରରେ …

ଚୀନକୁ ଯବାବ ଦେବ ଭାରତ, ଲଦ୍ଦାଖରେ ମୁତ୍ତୟନ ହେଲେ ବିଶେଷ ସୈନିକ Read More »

pegasus, spyware pegasus, hybrid war, hybrid warfare, cyber attack, India, rising odisha

ହାଇବ୍ରିଡ୍ ଯୁଦ୍ଧ କ’ଣ ?

ପେଗାସାସ ମଧ୍ୟ ହାଇବ୍ରିଡ୍ ଯୁଦ୍ଧର ଏକ ଅସ୍ତ୍ର, ଜାଣନ୍ତୁ କେମିତି ମାଉସ ଓ କି’ବୋର୍ଡରେ ଲଢାଯାଏ ଯୁଦ୍ଧ ଆମେରିକା ଓ ଅନ୍ୟ ଦେଶଙ୍କ ସରକାରୀ ତଥା ଘରୋଇ କମ୍ପାନୀଙ୍କ ଉପରେ ହୋଇଥିବା ରେମସୱେୟାର ଆକ୍ରମଣ ପରଠାରୁ ୱାଂସିଟନ ଓ ମସ୍କୋ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଜୋର ଧରିଲାଣି । ଦୁଇ ପକ୍ଷ ଏଥିପାଇଁ ପରସ୍ପର ଉପରେ ଦୋଷ ଲଦୁଛନ୍ତି । ବିଶେଷଜ୍ଞ ଏହିଭଳି ସାଇବର ଆଟାକକୁ ହାଇବ୍ରିଡ୍ ୱାର ବୋଲି କହିଥାନ୍ତି । ଏହି ହାଇବ୍ରିଡ୍ …

ହାଇବ୍ରିଡ୍ ଯୁଦ୍ଧ କ’ଣ ? Read More »

russia, checkmate fighter jet, su-75 stealth fighter jet, sukhmo series, russian fighter plane, rising odisha

ଚେକ୍ ମେଟ୍ : ଋଷର ଆଧୁନିକ ଲଢୁଆ ବିମାନ, ଯାହା ବଦଳାଇ ଦେଇପାରେ ଆକାଶର ନିୟମ

ଋଷ ଏବେ ବିଶ୍ୱର ସୁପରପାୱାର ନହୋଇପାରେ କିନ୍ତୁ ଅସ୍ତ୍ର ବଜାରରେ ଏହା ଏବେ ମଧ୍ୟ ଗୋଟିଏ ବଡ ନାଁ । ଆଧୁନିକ ଅସ୍ତ୍ର ବଜାରରେ ଆମେରିକାକୁ ଟକ୍ଚର ଦେବା ଭଳି ଏକ ମାତ୍ର ଦେଶ ହେଉଛି ଋଷ । ନିକଟରେ ଋଷ ତା’ର ସୁଖୋଇ ଜେଟ୍ ସିରିଜରେ ଗୋଟିଏ ନୂଆ ଫାଇଟର ଜେଟକୁ ଯୋଡିଛି । ଯାହାର ନାମ ହେଉଛି ଚେକ୍ ମେଟ୍ । ଏହି ଲଢୁଆ ବିମାନ ଆକାଶରେ ଆମେରିକାର ବାୟୁଶକ୍ତିକୁ ଚେକ୍ ମେଟ୍ କରିବ …

ଚେକ୍ ମେଟ୍ : ଋଷର ଆଧୁନିକ ଲଢୁଆ ବିମାନ, ଯାହା ବଦଳାଇ ଦେଇପାରେ ଆକାଶର ନିୟମ Read More »

krushna kumar basant, artist, sundarpada area, Odisha, useless papers, creative designs using paper, reuse papers, recycle papers, medicine shop, rising odisha

ଅଦରକାରୀରୁ ଅଟ୍ଟାଳିକା

ଡିଗ୍ରୀଧାରୀ ନ ହୋଇ ବି ଅତି ସୁନ୍ଦର କଳାକୃତି କରିବାରେ ସେ ମାହିର । ଟୁକୁଡ଼ା ଟୁକୁଡ଼ା ଅଦରକାରୀ କାଗଜକୁ ଦିଅନ୍ତି ଜୀବନ୍ୟାସ । ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନି । ସୁନ୍ଦର ସୃଷ୍ଟିର ଦକ୍ଷ ବିନ୍ଧାଣୀ ସିଏ । ସେ ସୁନ୍ଦରପଦା ଅଂଚଳର ୩୮ବର୍ଷୀୟ କୃଷ୍ଣ କୁମାର ବସନ୍ତ । କୃଷ୍ଣ ପେସାରେ ଜଣେ ଔଷଧ ଦୋକାନୀ । କିନ୍ତୁ ନିଶା ତାଙ୍କର ନୂଆ ସର୍ଜନା । ଅଦକାରୀ କଗଜରୁ ତିଆରି କରୁଛନ୍ତି ବଡ଼ …

ଅଦରକାରୀରୁ ଅଟ୍ଟାଳିକା Read More »

nuclear football, nuclear attack, USA, america president, vice president US, nuclear biscuit, nuclear code, nuclear briefcase, rising odisha

ଆମେରିକା ରାଷ୍ଟ୍ରପତିଙ୍କ ‘ନ୍ୟୁକ୍ଲିୟର ଫୁଟବଲ୍’ ଗାଏବ ହୋଇଗଲେ କ’ଣ ହେବ ?

ଆମେରିକାରେ ଏଇ କିଛିଦିନ ହେବ ରାଷ୍ଟ୍ରପତିଙ୍କ ସହିତ ସବୁବେଳେ ଥିବା କଳା ରଙ୍ଗର ସୁଟକେସ ନ୍ୟୁକ୍ଲିୟର ଫୁଟବଲର ସୁରକ୍ଷାକୁ ନେଇ ବେସ ଚର୍ଚ୍ଚା ହେଉଛି । ଏଭଳି ଚର୍ଚ୍ଚାର କାରଣ ହେଉଛି ନିକଟରେ ଏକ ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଜାନୁଆରୀ ୬, ୨୦୨୧ର ୟୁଏସ କ୍ୟାପିଟାଲ ହିଲ ଉପରେ ଟ୍ରମ୍ପ ସମର୍ଥକଙ୍କ ଆକ୍ରମଣ କାଳରେ ଏହି ସୁଟକେସ ଦଙ୍ଗାକାରୀଙ୍କ କବଜାକୁ ଆସୁ ଆସୁ ବଂଚିଥିଲା । କୁହାଯାଉଛି ଯେ, ଏହି ସୁଟକେସର ଗୋଟିଏ କପ …

ଆମେରିକା ରାଷ୍ଟ୍ରପତିଙ୍କ ‘ନ୍ୟୁକ୍ଲିୟର ଫୁଟବଲ୍’ ଗାଏବ ହୋଇଗଲେ କ’ଣ ହେବ ? Read More »

weather change, climatic change, natural disasters 2020, china flood, western europe rain, siberia temperature, asia, africa, america, europe, global warming, rising odisha

ଗୋଟିଏ ସମୟରେ ୪୦ ଦେଶରେ ପ୍ରକୃତିର ରୌଦ୍ର ରୂପ, କ’ଣ ସତ ହେଉଛି ଜଳବାୟୁ ପରିବର୍ତ୍ତନ ଆଶଙ୍କା ?

କରୋନା ଭୂତାଣୁ ଆକ୍ରମଣ ଭିତରେ ପୃଥିବୀ ଆଉ ଗୋଟିଏ ବିପଦ ସହ ମୁହାଁମୁହିଁ ହୋଇଛି । ଏବେ ବିଶ୍ୱର ବିଭିନ୍ନ ଦେଶଙ୍କୁ ପ୍ରକୃତିର ରୌଦ୍ରରୂପର ସମ୍ମୁଖୀନ ହେବାକୁ ପଡୁଛି । କରୋନାକୁ ଟିକା ହୁଏତ ନିପାତ କରିପାରେ କିନ୍ତୁ ପାଣିପାଗ ବିଜ୍ଞାନୀ ଏବେ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତିତ ଅଛନ୍ତି । ଏସିଆ, ୟୁରୋପ, ଆମେରିକା ଓ ଆଫ୍ରିକାରେ ଜଳବାୟୁର ରୌଦ୍ରରୂପ ବୈଜ୍ଞାନିକଙ୍କୁ ଚକିତ କରିଦେଇଛି । କେଉଁଠି ମରୁଡି, କେଉଁଠି ଭୀଷଣ ବର୍ଷାରୁ ବନ୍ୟା ପୁଣି …

ଗୋଟିଏ ସମୟରେ ୪୦ ଦେଶରେ ପ୍ରକୃତିର ରୌଦ୍ର ରୂପ, କ’ଣ ସତ ହେଉଛି ଜଳବାୟୁ ପରିବର୍ତ୍ତନ ଆଶଙ୍କା ? Read More »

police officer ranks, indian police officer, indian police system, indian police, odisha police, police officer badges, ASI, SP, DIG, Constable,rising odisha

ପୋଲିସ ଅଧିକାରୀଙ୍କ ବର୍ଦ୍ଦିରେ ଥିବା ଷ୍ଟାର ଦେଖି କେମିତି ଜାଣିବେ ତାଙ୍କ ରାଙ୍କ୍ କ’ଣ ?

ପୋଲିସ ଚାକିରିକୁ ନେଇ ଭାରତରେ ମିଶ୍ରିତ ମନୋଭାବ ରହିଛି । ପୋଲିସ ୟୁନିଫର୍ମ ସହିତ ବ୍ରିଟିଶ ଅମଳର ଭୟ ଜୋଡି ହୋଇ ରହିବା ସହିତ ଏହା ମଧ୍ୟ ଅନେକ ଯୁବକଯୁବତୀଙ୍କୁ ନିଜ ଆଡକୁ ଆକୃଷ୍ଠ କରିଥାଏ । କାରଣ ପୋଲିସ ସେବା ଦ୍ୱାରା ଜଣେ ସମାଜ ପ୍ରତି ନିଜ କର୍ତ୍ତବ୍ୟ ପୁରଣ କରିଥାନ୍ତି । ଭାରତୀୟ ପୋଲିସ ସିଷ୍ଟମ ବିଶ୍ୱର ସବୁଠାରୁ ବଡ ପୋଲିସ ସିଷ୍ଟମ । ଭାରତର ବିଭିନ୍ନ ପ୍ରଦେଶର ନିଜସ୍ୱ ପୋଲିସ ବିଭାଗ ରହିଛି …

ପୋଲିସ ଅଧିକାରୀଙ୍କ ବର୍ଦ୍ଦିରେ ଥିବା ଷ୍ଟାର ଦେଖି କେମିତି ଜାଣିବେ ତାଙ୍କ ରାଙ୍କ୍ କ’ଣ ? Read More »

puri boy, Saswat Ranjan Sahoo, Kumbharpada, olympics logo, match sticks, indian athletes, tokyo olympics, rising odisha

ଦିଆସିଲି କାଠିରେ ଅଲିମ୍ପିକ୍ସ ଲୋଗୋ

ବିଶ୍ୱର କୋଣ ଅନୁକୋଣରେ ଅଲିମ୍ପିକ୍ସ ମହାକୁମ୍ଭର ମାହୋଲ । ଟୋକିଓରେ ଆୟୋଜିତ ଏହି ମେଗା କ୍ରୀଡ଼ା ଇଭେଂଟକୁ ନେଇ ଚାରିଆଡେ ଚର୍ଚ୍ଚା । ତେବେ ଏହି ଚର୍ଚ୍ଚାରେ ଆଉ ଟିକେ ଘୃତ ଢ଼ାଳି ତେଜିୟାନ କରିଛନ୍ତି ଶାଶ୍ୱତ । ପୁରୀର କୁମ୍ଭାରପଡ଼ାରେ ରହୁଥିବା ଶାଶ୍ୱତ ରଞ୍ଜନ ସାହୁ ଏକ ସ୍ୱତନ୍ତ୍ର ଉପାୟରେ ତିଆରି କରିଛନ୍ତି ଅଲିମ୍ପିକ୍ସ ଲୋଗୋ । ଟୋକିଓରେ ଅଲିମ୍ପିକ୍ସର ବିଗ୍‌ଫାଇଟ୍ ଆରମ୍ଭ ପୂର୍ବରୁ ଦିଆସିଲି କାଠିରେ ସୁନ୍ଦର ଅଲିମ୍ପିକ୍ସ ଲୋଗୋ ତିଆରି କରି ସମସ୍ତଙ୍କ …

ଦିଆସିଲି କାଠିରେ ଅଲିମ୍ପିକ୍ସ ଲୋଗୋ Read More »

master card, visa card, debit card, credit card, prepaid card, rbi, reserve bank of india, rising odisha

ମାଷ୍ଟରକାର୍ଡ୍ ଓ ଭିଜା କେମିତି କାମ କରନ୍ତି, ଜାଣନ୍ତୁ କେମିତି ଗ୍ରାହକଙ୍କଠାରୁ ହୁଏ ଆୟ

ମାଷ୍ଟରକାର୍ଡ୍ ଉପରେ ନିକଟରେ ରିଜର୍ଭ ବ୍ୟାଙ୍କ ପ୍ରତିବନ୍ଧକ ଲଗାଇଛି । ମାଷ୍ଚରକାର୍ଡ୍ ଓ ଭିଜା ହେଉଛନ୍ତି ଭାରତରେ ଦେଣନେଣର ମୁଖ୍ୟ ସ୍ରୋତ । ଆପଣ ନିଜ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ୍ ଦେଖନ୍ତୁ, ସେଥିରେ ଭିଜା କିମ୍ବା ମାଷ୍ଚରକାର୍ଡ୍ ଲେଖା ହୋଇଥିବା ଦେଖିବେ । ଏହାକୁ ଦେଖି ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ, ପ୍ରାୟ ସବୁ ବ୍ୟାଙ୍କର କାର୍ଡରେ ଏହି ଦୁଇ କମ୍ପାନୀଙ୍କ ଲୋଗୋ କାହିଁକି ଦେଖିବାକୁ ମିଳେ ଓ ଏହି ଦୁଇ କମ୍ପାନୀ କେମିତି …

ମାଷ୍ଟରକାର୍ଡ୍ ଓ ଭିଜା କେମିତି କାମ କରନ୍ତି, ଜାଣନ୍ତୁ କେମିତି ଗ୍ରାହକଙ୍କଠାରୁ ହୁଏ ଆୟ Read More »

manas ranjan sahu, agriculture officer, wildlife photographer, wildlife photography, bhubaneswar, rising odisha, birds and animals photographs

ଫଟୋ ମନସ୍କ ମାନସ

ଭୁବନେଶ୍ୱର ଓୟୁଏଟି କଲୋନିରେ ରହନ୍ତି ୨୬ ବର୍ଷୀୟ ମାନସ ରଞ୍ଜନ ସାହୁ । କୃଷି ବିଭାଗରେ କାମ କରିବା ସହ ଜୀବଜନ୍ତୁଙ୍କ ଫଟୋ ଉତୋଳନ ପ୍ରତି ରହିଛି ତାଙ୍କର ଅହେତୁକ ଦୁର୍ବଳତା । ସେଥିପାଇଁ ତାଙ୍କ ପାଖରେ ସବୁବେଳେ ଥାଏ ଗୋଟିଏ କ୍ୟାମେରା । ଶନିବାର ଓ ରବିବାର ଛୁଟିଥିବାରୁ ସେଦିନ ତାଙ୍କର ଅଧିକାଂଶ ସମୟ ଜୀବଜନ୍ତୁଙ୍କ ଫଟୋ ଉଠଇବାରେ ଚାଲିଯାଏ । ଏପରିକି ତାଙ୍କର ଗୋଟିଏ ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫି ଗ୍ରୁପ୍ ବି ଅଛି । …

ଫଟୋ ମନସ୍କ ମାନସ Read More »

Scroll to Top
Close Bitnami banner
Bitnami