Author name: user

sridhar dash, phulnakhara, best out of waste, creatives from waste material, artificial waterfall

ଅଦରକାରୀକୁ ଆକର୍ଷଣୀୟ କରୁଛନ୍ତି ଶ୍ରୀଧର

ଯାହାକୁ ଆମେ ଅଦରକାରୀ ଭାବି ରାସ୍ତାକଡ଼ର ଡଷ୍ଟବିନ୍‌ରେ ପକାଇ ଦେଉ କିମ୍ବା ବାହାରେ ଫିଙ୍ଗି ପରିବେଶକୁ ପ୍ରଦୂଷିତ କରି ଜୀବଜଗତ ପ୍ରତି ବିପଦ ସୃଷ୍ଟି କରୁ । ସେଇ ଅଦରକାରୀ ଜିନିଷକୁ ନେଇ ଆକର୍ଷଣୀୟ କଳାକୃତି କରି ଘରସଜ୍ଜା ସାମଗ୍ରୀରେ ବଦଳାଇ ଦେଉଥିବା ମଣିଷ ହେଉଛନ୍ତି ଶ୍ରୀଧର । ଫୁଲନଖରା ନାଗବାଲି ଅଂଚଳରେ ଶ୍ରୀଧର ଦାଶଙ୍କ ଘର । ଘରସଜ୍ଜା ପାଇଁ ବର୍ଜ୍ୟବସ୍ତୁକୁ ବ୍ୟବହାର କରି କେବଳ ସହରରେ ନୁହେଁ ବରଂ ଗାଁରେ ମଧ୍ୟ ନିଜର ଭିନ୍ନ …

ଅଦରକାରୀକୁ ଆକର୍ଷଣୀୟ କରୁଛନ୍ତି ଶ୍ରୀଧର Read More »

bapun, bapun bhai, sushant kumar das, police constable mayurbhanj, one time health care solution bapun,

ସବୁଠି ଖୋଜା ପଡ଼ନ୍ତି ବାପୁନ

କରୋନାର କରୁଣ ପରିସ୍ଥିତିରେ ଜନମାନସ ଛଟପଟ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଶ୍ୱାସନାର ଠିକଣା ପାଲଟିଛନ୍ତି ବାପୁନ ଭାଇ ।  ପୂରା ନାମ ସୁଶାନ୍ତ କୁମାର ଦାସ । ସେ କୌଣସି ପ୍ରଶାସନିକ ଅଧିକାରୀ ନୁହଁନ୍ତି କି କୌଣସି ବରିଷ୍ଠ ପଦପଦବୀରେ ବି ନାହାନ୍ତି । ହେଲେ ଜିଲ୍ଲାରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାର ୱାନ୍‌ଟାଇମ୍ ସଲ୍ୟୁସନ୍ ହେଲେ ବାପୁନ୍ । ଯାହାଙ୍କ ଉପସ୍ଥିତି ବୁଦ୍ଧି ଓ କର୍ମନିଷ୍ଠ ଦକ୍ଷତା ଯୋଗୁ ଜିଲ୍ଲା କରୋନା ଭଳି ମହାମାରୀରେ ବି …

ସବୁଠି ଖୋଜା ପଡ଼ନ୍ତି ବାପୁନ Read More »

xi jinping, donald trump, america, USA lawmakers, chinese virus, xi jinping is a general secretary, xi jinping is not the president of china

ଚୀନର ରାଷ୍ଟ୍ରପତି କିଏ ? ସି ଜିନ୍ ପିଙ୍ଗଙ୍କୁ କାହିଁକି ରାଷ୍ଟ୍ରପତି ବୋଲି ମାନୁନି ଆମେରିକା ?

ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଛି ପ୍ରତିଦ୍ୱନ୍ଦ୍ୱିତା । ଆଗାମୀ ଦିନରେ କିଏ ବିଶ୍ୱ ମହାଶକ୍ତି ହେବ ତାକୁ ନେଇ ଏହି ପ୍ରତିଦ୍ୱନ୍ଦ୍ୱିତା । ଚୀନର ଅଭିଯୋଗ ଯେ, ପାଶ୍ଚାତ୍ୟ ଶକ୍ତି ଗତ ଦୁଇ ଶହ ବର୍ଷ ଧରି ଚୀନ ସହିତ ଅନ୍ୟାୟ କରିଛନ୍ତି । ଆଉ ବିଶ୍ୱଶକ୍ତି ଭାବେ ଉଭା ହୋଇ ଚୀନ୍ ଏହି ଅନ୍ୟାୟର ପ୍ରତିଶୋଧ ନେବାକୁ ଚାହୁଁଛି । କିନ୍ତୁ ବିଶ୍ୱର ଏକ ନମ୍ବର ଆର୍ଥିକ ଓ ସାମରିକ ଶକ୍ତି ଆମେରିକା ଏତେ …

ଚୀନର ରାଷ୍ଟ୍ରପତି କିଏ ? ସି ଜିନ୍ ପିଙ୍ଗଙ୍କୁ କାହିଁକି ରାଷ୍ଟ୍ରପତି ବୋଲି ମାନୁନି ଆମେରିକା ? Read More »

financial tasks, before june 30, pan adhaar card link, SBI card closure, pm kisan registration, fixed desposit scheme, income tax return, ITR filing

30 ଜୁନ୍ ପୂର୍ବରୁ ସାରି ଦିଅନ୍ତୁ ଏହି କାମ, ନହେଲେ ଦେବାକୁ ପଡିବ ଜରିମାନା

ନୂଆଦିଲ୍ଲୀ: ଏହା ଆପଣଙ୍କ କାମର ଖବର । ତେଣୁ ଧ୍ୟାନର ସହିତ ଏହି ତାରିଖକୁ ମନେ ରଖନ୍ତୁ । ଆୟକର, ଆଧାରକାର୍ଡକୁ ପ୍ୟାନ୍ ସହିତ ଲିଙ୍କ କରିବା ସମେତେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ କାମ ଆପଣଙ୍କୁ 30 ଜୁନ୍ ସୁଧା କରିବାକୁ ପଡିବ । ଅନ୍ୟଥା ଆପଣଙ୍କୁ ବଡ ଅଙ୍କର ଜରିମାନା ଦେବାକୁ ପଡିପାରେ । କେବଳ ଏତିକି ନୁହେଁ, ହୁଏତ ଆପଣ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ମଧ୍ୟ କରିପାରିବେ ନାହିଁ । ଏହା ମଧ୍ୟ ଆଶଙ୍କା ଯେ, …

30 ଜୁନ୍ ପୂର୍ବରୁ ସାରି ଦିଅନ୍ତୁ ଏହି କାମ, ନହେଲେ ଦେବାକୁ ପଡିବ ଜରିମାନା Read More »

jack ma, alibaba, ant group, vanishing billionaire, china, china cummunist party, jack ma company

ଆଉ ଏମିତି ହେଲା ଜ୍ୟାକ୍ ମା’ଙ୍କ ପତନ..

ଅଦୃଶ୍ୟ ବିଲିୟନେୟାର: ଜ୍ୟାକ୍ ମା ଜ୍ୟାକ୍ ମା’ କାଲି ପର୍ଯ୍ୟନ୍ତ ସେ ଥିଲେ ବିଜନେସ ଦୁନିଆର ଚମକୁଥିବା ତାରା । ଦୁନିଆ ସାରା ଜ୍ୟାକ୍ ମା’ଙ୍କୁ ନେଇଥିଲା ଚର୍ଚ୍ଚା । କେମିତି ଜଣେ ସାଧାରଣ ବ୍ୟକ୍ତି ରାସ୍ତାରୁ ଉଠି ସଫଳତାର ଶୀର୍ଷରେ ପହଂଚିପାରେ, ତା’ର ଉଦାହରଣ ଥିଲେ ଜ୍ୟାକ୍ । ବିଶ୍ୱର ଅନେକ ଯୁବକ ଜ୍ୟାକଙ୍କ କମ୍ପାନୀରେ ଚାକିରି କରିବାର ସ୍ୱପ୍ନ ଦେଖୁଥିଲେ । କିନ୍ତୁ ଏବେ ଜ୍ୟାକ୍ ଓ ତାଙ୍କ କମ୍ପାନୀ ଅତିତ ପାଲଟି ଯାଇଛନ୍ତି …

ଆଉ ଏମିତି ହେଲା ଜ୍ୟାକ୍ ମା’ଙ୍କ ପତନ.. Read More »

rajesh kumar agarwal, bimal agarwal, jagatpur cuttack, free oxygen cylinder, oxygen tanker, NGO in Odisha, Shree Bimal Oxygen and Minerals Private Limited, supplying oxygen free of cost, social organisations

ରାଜେଶ ଓ ବିମଳଙ୍କ ବଦାନ୍ୟତା

କରୋନା ମହାମାରୀର ମାୟାଜାଲରେ ଛନ୍ଦି ହୋଇପଡ଼ିଛି ସାରା ବିଶ୍ୱ । ଜୀବନ ମରଣର ଦୋଛକିରେ ମଣିଷ । ବଂଚିବା ପାଇଁ କରିଚାଲିଛି ଅହରହ ସଂଗ୍ରାମ । ସଂଗ୍ରାମର ମହାମୁକାବିଲାରେ ଅକ୍ସିଜେନ ନେଇଛି  ନିର୍ଣ୍ଣାୟକ ଭୂମିକା । ଏପରି ଏକ ଘଡ଼ିସନ୍ଧି ମୂହୂର୍ତରେ ଅକ୍ସିଜେନ ଯୋଗାଇ ଜୀବନ ବିକଳରେ ଛଟପଟ ହେଉଥିବା ରୋଗୀର ଶେଷ ସାହାରା ପାଲଟିଛନ୍ତି ରାଜେଶ ଓ ବିମଳ । ରାଜେଶ ଅଗ୍ରୱାଲ ଓ ବିମଳ ଅଗ୍ରୱାଲ ଦୁଇ ଭାଇ । ମାଗଣାରେ ଅକ୍ସିଜେନ ଯୋଗାଇ …

ରାଜେଶ ଓ ବିମଳଙ୍କ ବଦାନ୍ୟତା Read More »

ANM didi, Anganwadi didi, asha karmi, asha didi, sarojini kuanr, sonepur district

ଦୁର୍ଗମ ଅଂଚଳର ସାଥୀ ସରୋଜିନୀ

ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଜଉଁରାଭଉଁରା ପଂଚାୟତର ଏଏନ୍‌ଏମ୍ ଦିଦି ସରୋଜିନୀ କୁଅଁର । ଏ ପଂଚାୟତର ଅଧିକାଂଶ ଗାଁ ଜଙ୍ଗଲ ଅଂଚଳରେ । ଚାଲିଚାଲି ଯିବାକୁ ପଡ଼େ । ତଥାପି ସେ ଦିନେ ଥକିନାହାନ୍ତି । ଏମିତି ଦିନ ନାହିଁ ଯେଉଁଦିନ ସେ ଲୋକଙ୍କ ସ୍ୱାସ୍ଥ୍ୟ କଥା ବୁଝିବାକୁ ସେ ଗାଁକୁ ଯାଇନାହାନ୍ତି । ଏବେ କରୋନା ସମୟରେ ତାଙ୍କର ଦାୟିତ୍ୱ ଆହୁରି ବଢ଼ିଯାଇଛି । ଏ ଦୁର୍ଗମ ଅଂଚଳରେ ଲୋକଙ୍କ ସାଥୀ ପାଲଟିଯାଇଛନ୍ତି ସରୋଜିନୀ …

ଦୁର୍ଗମ ଅଂଚଳର ସାଥୀ ସରୋଜିନୀ Read More »

credit score, credit card, credit line, CUR, credit score check, loan offers, what is credit score

କ୍ରେଡିଟ୍ ସ୍କୋର କ’ଣ ? କେମିତି ଏହା ଆପଣଙ୍କ ଆର୍ଥିକ ଜୀବନକୁ ପ୍ରଭାବିତ କରିଥାଏ, ଜାଣନ୍ତୁ ସବୁକିଛି..

ଆପଣଙ୍କ କ୍ରେଡିଟ୍ ସ୍କୋର କେତେ ? ବ୍ୟାଙ୍କ, ଆର୍ଥିକ ସଂସ୍ଥା ଆପଣଙ୍କୁ କରଜ ଦେବା ବେଳେ ଆପଣଙ୍କ କ୍ରେଡିଟ୍ ସ୍କୋର ଚେକ୍ କରିଥାନ୍ତି । ଭଲ କ୍ରେଡିଟ୍ ସ୍କୋର ଅର୍ଥ ଆପଣଙ୍କୁ ଲୋନ୍ ମିଳିବାରେ ଟିକିଏ ସହଜ ହୋଇଥାଏ । ସତ ହେଲା ଆପଣଙ୍କ ସ୍କୋର ଉଧାର ଦେଉଥିବା ସଂସ୍ଥାଙ୍କ ପାଇଁ ମାପଦଣ୍ଡ ଭଳି କାମ କରିଥାଏ । ସେମାନେ ଏଥିରୁ ଆପଣଙ୍କ ଲୋନ୍ ଶୁଝିବା କ୍ଷମତାର ଆକଳନ କରିଥାନ୍ତି । ସବୁଠାରୁ ଭଲ କ୍ରେଡିଟ୍ କାର୍ଡ …

କ୍ରେଡିଟ୍ ସ୍କୋର କ’ଣ ? କେମିତି ଏହା ଆପଣଙ୍କ ଆର୍ଥିକ ଜୀବନକୁ ପ୍ରଭାବିତ କରିଥାଏ, ଜାଣନ୍ତୁ ସବୁକିଛି.. Read More »

hiv, hiv vaccines, aids, aids vaccine, hiv vaccine trials, hiv vaccine failure

ଗୋଟିଏ ବର୍ଷରେ କରୋନା ଟିକା କିନ୍ତୁ 40 ବର୍ଷ ପରେ ବି HIV ଟିକା ତିଆରି କରିବାରେ କାହିଁକି ବିଫଳ ବୈଜ୍ଞାନିକ ?

ଏଚ୍ଆଇଭି / ଏଡସ୍ ଟିକା : 40 ବର୍ଷ ପରେ ଆମ ପାଖରେ କାହିଁକି ନାହିଁ ? 2019ର ଶେଷ ବେଳକୁ ଚୀନରେ ଦେଖା ଦେଇଥିଲା କରୋନା । 2020 ମାର୍ଚ୍ଚ ବେଳକୁ ଏହା ବାକି ଦେଶରେ ଆତଙ୍କ ସୃଷ୍ଟି କରିଥିଲା । କରୋନାର କୌଣସି ଚିକିତ୍ସା ନଥିଲା କି ଟିକା । କିନ୍ତୁ ଜାନୁଆରୀ 2021 ବେଳକୁ ଭାରତ ଭଳି ଦେଶରେ ଟିକାକରଣ ଆରମ୍ଭ ହୋଇ ସାରିଥିଲା । ଗୋଟିଏ ବର୍ଷରୁ କମ ସମୟ ମଧ୍ୟରେ …

ଗୋଟିଏ ବର୍ଷରେ କରୋନା ଟିକା କିନ୍ତୁ 40 ବର୍ଷ ପରେ ବି HIV ଟିକା ତିଆରି କରିବାରେ କାହିଁକି ବିଫଳ ବୈଜ୍ଞାନିକ ? Read More »

Scroll to Top
Close Bitnami banner
Bitnami