Bharatiya Janata Party

bihar political crisis, rcp singh bihar, bharatiya janata party, odia blog, rising odisha

ରାତି ଅଧରେ RCP ସିଂହଙ୍କ ଘରେ ହେଉଥିଲା ଷଡ଼ଯନ୍ତ୍ର ! ଘରୋଇ ସହାୟକ ବିଜେପି ପ୍ଲାନକୁ କରିଥିଲେ ବିଫଳ ?

ବିହାରରେ ଦାଦା-ପୁତୁରାଙ୍କ ପୁନଃମିଳନ ହୋଇ ସାରିଛି । ୨ ଦଶନ୍ଧୀ ମଧ୍ୟରେ ଅଷ୍ଟମ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ବିଜେପି ସହ ରାଜନୈତିକ ବିଛେଦ ପରେ ତେଜସ୍ୱୀଙ୍କୁ ଉପମୁଖ୍ୟମନ୍ତ୍ରୀ କରି ନୀତୀଶ ନିଜର ଆଉ ଗୋଟିଏ ଇନିଂସ ଆରମ୍ଭ କରିଛନ୍ତି । ଗତକାଲି ସେ ଆରଜେଡିର ବିଧାୟକଙ୍କୁ ସମ୍ବୋଧନ କରି ପୁରୁଣା କଥାକୁ ଭୁଲିଯିବାକୁ କହିଥିଲେ । ଆଉ ଆଜି ବିଜେପି ଉପରେ ଆରମ୍ଭ ହୋଇ ଯାଇଛି ଆକ୍ରମଣ । …

ରାତି ଅଧରେ RCP ସିଂହଙ୍କ ଘରେ ହେଉଥିଲା ଷଡ଼ଯନ୍ତ୍ର ! ଘରୋଇ ସହାୟକ ବିଜେପି ପ୍ଲାନକୁ କରିଥିଲେ ବିଫଳ ? Read More »

up exit poll 2022, up assembly elections 2022, yogi adityanath, bjp, odia blog, rising odisha

୨୦୧୭ରେ ଫେଲ୍ ମାରିଥିଲା ଏଗଜିଟ୍ ପୋଲ୍, ୨୦୨୨ରେ କ’ଣ ହେବ ?

ଦିଲ୍ଲୀ କ୍ଷମତାକୁ ରାସ୍ତା ହେଉଛି ଉତ୍ତର ପ୍ରଦେଶ । ଉତ୍ତର ପ୍ରଦେଶରେ କ୍ଷମତା ଦଖଲର ଅର୍ଥ ହେଉଛି ଦିଲ୍ଲୀ ଗାଦି ଉପରେ ଜବରଦସ୍ତ ଦାବିଦାରୀ । ଉତ୍ତରପ୍ରଦେଶ ହିଁ ଦେଶକୁ ସର୍ବାଧିକ ପ୍ରଧାନମନ୍ତ୍ରୀ ଦେଇଛି କାରଣ ହେଉଛି ଏହାର ସାଂସଦ ସଂଖ୍ୟା ବଳ । ସବୁ ରାଜନୈତିକ ଦଳଙ୍କ ଆଖି ତେଣୁ ସବୁବେଳେ ଉତ୍ତର ପ୍ରଦେଶ ଉପରେ ଥାଏ । ୨୦୧୪ରେ ଆଛେଦିନର ଘୋଡା ଉପରେ ସବାର ହୋଇ ମୋଦି ମହାଶୟ ଉତ୍ତରପ୍ରଦେଶକୁ ପଦ୍ମମୟ କରିଥିଲେ । …

୨୦୧୭ରେ ଫେଲ୍ ମାରିଥିଲା ଏଗଜିଟ୍ ପୋଲ୍, ୨୦୨୨ରେ କ’ଣ ହେବ ? Read More »

amit shah, mayavati, bsp, bjp, up elections 2022, rising odisha, odia blog

ଶାହାଙ୍କ ମାୟାବତୀଙ୍କୁ ପ୍ରଶଂସାର କାରଣ କ’ଣ ? ଭୋଟରଙ୍କୁ ବିଭ୍ରାନ୍ତ କରିବା ରଣନୀତି କି ?

ଭାରତୀୟ ରାଜନୀତିରେ ଏମିତି ଖୁବକମ ଉଦାହରଣ ରହିଛି ଯେତେବେଳେ ବଡ଼ ନିର୍ବାଚନୀ ମହାସମର ଭିତରେ ଗୋଟିଏ ଦଳର ମୁଖ୍ୟ ଆଉ ଗୋଟଏ ଦଳର ମୁଖ୍ୟଙ୍କୁ ପ୍ରଶଂସା କରିଛନ୍ତି । ସେହିଭଳି ଚକିତ କରିବା ଭଳି ଘଟଣା ଏବେ ଉତ୍ତରପ୍ରଦେଶ ନିର୍ବାଚନରେ ଦେଖିବାକୁ ମିଳିଛି । ବିଜେପିର ଚାଣକ୍ୟ ଭାବେ ପରିଚିତ ଅମିତ ଶାହା ଓ ବିଏସପି ମୁଖ୍ୟ ମାୟାବତୀ ଯେଉଁଭଳି ଭାବେ ପରସ୍ପରକୁ ପ୍ରଶଂସା କରିଛନ୍ତି ତାହା ବଡ଼ ବଡ଼ ରାଜନୈତିକ ପଣ୍ଡିତଙ୍କୁ କନଫ୍ୟୁଜ୍ କରିଦେଇଛି । …

ଶାହାଙ୍କ ମାୟାବତୀଙ୍କୁ ପ୍ରଶଂସାର କାରଣ କ’ଣ ? ଭୋଟରଙ୍କୁ ବିଭ୍ରାନ୍ତ କରିବା ରଣନୀତି କି ? Read More »

atal advani era, bs yediyurappa, shivraj singh chouhan, bjp leaders, karnataka chief minister, madhya pradesh cm, bjp veterans, cabinet expansion 2021, narendra modi government, BJP governement, cabinet ministers, rising odisha

ଅଟଳ-ଆଡଭାନୀ ଯୁଗର ନେତାଙ୍କୁ ହଟାଇବାକୁ ଚାହୁଁଛନ୍ତି ବିଜେପି ହାଇକମାଣ୍ଡ, ୟେଦିୟୁରପ୍ପାଙ୍କ ପରେ ’ମାମା’ଙ୍କ ପାଳି ?

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବି ଏସ ୟଦିୟୁରେପ୍ପା ସୋମବାର ଇସ୍ତଫା ଦେଇଛନ୍ତି । ଗତ ଦୁଇ ଦଶକ ଧରି ସେ କେବଳ କର୍ଣ୍ଣାଟକ ନୁହେଁ ପୁରା ଦକ୍ଷୀଣ ଭାରତରେ ଥିଲେ ବିଜେପିର ଚେହେରା । ରାଜ୍ୟ ରାଜନୀତି ଉପରେ ତାଙ୍କର କର୍ତ୍ତୁତ୍ୱ ଢେର ଥିଲା । ୨୦୨୩ରେ ରାଜ୍ୟରେ ନିର୍ବାଚନ ହେବାର ଅଛି । ଏମିତିରେ ତାଙ୍କୁ ହଟାଇବା ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଏହାକୁ ବିଜେପି ମଧ୍ୟ ଜାଣିଛି । ତେବେ ପ୍ରଶ୍ନ …

ଅଟଳ-ଆଡଭାନୀ ଯୁଗର ନେତାଙ୍କୁ ହଟାଇବାକୁ ଚାହୁଁଛନ୍ତି ବିଜେପି ହାଇକମାଣ୍ଡ, ୟେଦିୟୁରପ୍ପାଙ୍କ ପରେ ’ମାମା’ଙ୍କ ପାଳି ? Read More »

Scroll to Top
Close Bitnami banner
Bitnami