bada danda puri

ବଡ଼ଦାଣ୍ଡର ରଙ୍ଗ: ଥିଲା ହଳଦିଆ ହେବ ଗୋଲାପୀ

  ପୁରୀ: ବଦଳିଯିବ ପୁରୀ ବଡ଼ଦାଣ୍ଡର ରଙ୍ଗ । ଆଗକୁ ହୋଇଯିବ ଗୋଲାପୀ ରଙ୍ଗ । ରାଜ୍ୟ ସରକାର ପୁରୀ ବଡ଼ଦାଣ୍ଡରେ ଥିବା ସବୁ କୋଠାର ରଙ୍ଗ ବଦଳେଇ ଗୋଟିଏ ରଙ୍ଗ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତାହାପୁଣି ଫିକା ଗୋଲାପୀ ରଙ୍ଗ । ଖୁବଶିଘ୍ର ଏଥିପାଇଁ ନିର୍ଦ୍ଦେଶନାମା ଜାରି ହୋଇପାରେ । ତେବେ ନବକଳେବର ସମୟରୁ ଥିବା ନିୟମ ଅନୁଯାୟୀ । ଲୋକ ମାନେ ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନ ଓ ଘରେ ଫିକା ହଳଦୀ …

ବଡ଼ଦାଣ୍ଡର ରଙ୍ଗ: ଥିଲା ହଳଦିଆ ହେବ ଗୋଲାପୀ Read More »

puri, jagannath dham, lord jagannath, lord ram, bjp vs bjd, ayodhya, narendra modi, naveen patnaik, odisha cm, bjd, rising odisha

‘ରାମ’ ଯିଏ ‘କୃଷ୍ଣ’ ସିଏ କିନ୍ତୁ ବିଜେପି ନଜରରେ ରାମ-କୃଷ୍ଣ-ଜଗନ୍ନାଥ ଅଲଗା

ଅଯୋଧ୍ୟାରେ ସ୍ୱାଗତ, ପୁରୀରେ ବିରୋଧ ! *ପୁରୀରେ ବିଜେପିର ‘ସଂସ୍କାରୀ’ ଛାଡଖାଇ *ପୁରୀ ନାଁ ବଦଳାଇବାକୁ ଚାହୁଁଥିବା ଦଳର ଅସଲ ଚରିତ୍ର ପଦାରେ ପଡିଲା *ଜଗନ୍ନାଥ ମିଛ, କ୍ଷମତା ହାସଲ ଲୋଭ ସତ *ସଂସ୍କାର ସାର୍ଟିଫିକେଟ ବାଣ୍ଟୁଥିବା ଦଳର ସଂସ୍କାରୀ କାମ କାର୍ତ୍ତିକ ମାସରେ ଆମିଷ ନିଶେଦ୍ଧ। ଅନେକ ବାଧ୍ୟବାଧକତାରେ ଏହି ମାସରେ ଶାକାହାରୀ ପାଲଟିଯାନ୍ତି । କିନ୍ତୁ ଅପେକ୍ଷା ଛାଡଖାଇ କୁ ଥାଏ । ଛାଡଖାଇ ଦିନ ଏଭଳି ମାସିକିଆ ଭକ୍ତମାନେ ମାସକ ଯାକର ଭୋକ …

‘ରାମ’ ଯିଏ ‘କୃଷ୍ଣ’ ସିଏ କିନ୍ତୁ ବିଜେପି ନଜରରେ ରାମ-କୃଷ୍ଣ-ଜଗନ୍ନାଥ ଅଲଗା Read More »

Scroll to Top
Close Bitnami banner
Bitnami