ଯୁବ ସଶକ୍ତୀକରଣ ଏବଂ ବିକାଶକୁ ଅଗ୍ରାଧିକାର

Above Post Content

ଭୁବନେଶ୍ୱର : ରାଜ୍ୟରେ ଯୁବ ସଶକ୍ତିକରଣ ଏବଂ ବିକାଶକୁ ଅଗ୍ରାଧିକାର । ଯୁବ ପିଢିର ବିକାଶ ପାଇଁ ବହୁ ପଦକ୍ଷେପ ନେଇଛନ୍ତି ନବୀନ ସରକାର । ୨୦୨୧ରେ ଯୁବପିଢ଼ିଙ୍କ ପାଇଁ ଏକାଧିକ ଯୋଜନା କରିଛନ୍ତି ସରକାର । ଏହାସହ ଯୁବପିଢ଼ିର ବିକାଶ ପାଇଁ ବହୁ ପଦକ୍ଷେପ ନେଇଛନ୍ତି । ଯେମିତିକି ଆଇଟି, ବିପିଓ କ୍ଷେତ୍ର ପାଇଁ ଯୋଜନା କରିଛନ୍ତି ସରକାର । ନାସକମ ଓ ଡିଲଏଟ ଭଳି ସଂସ୍ଥା ଭୁବନେଶ୍ୱରକୁ ବାଛିଛନ୍ତି । ବହୁ ବଡ଼ ବଡ଼ ଆଇଟି ଓ ବିପିଓ କମ୍ପାନୀ ଓଡ଼ିଶା ଆସିଛନ୍ତି ।

Middle post content

୫ଟିର ଗୋଟିଏ ଟି ହେଉଛି ଟେକ୍ନୋଲୋଜି

After 2nd paragraph post ads

୫ଟିର ଗୋଟିଏ ଟି ହେଉଛି ଟେକ୍ନୋଲୋଜି । ନୂଆ-ଓ ଛାତ୍ରବୃତ୍ତି ଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବେ । ନୂଆ-ଓ ଅଭିଳାଷାରେ ଯୁବପିଢ଼ି ଓ ପିଲାଙ୍କୁ ଉଦ୍ୟୋଗୀ କରାଇବାକୁ ଡ଼ବ୍ଲ୍ୟୁଏସସିରେ ଟ୍ରେନିଂ ଦିଆଯାଉଛି । ବିଭିନ୍ନ କମ୍ପାନୀ ସହଯୋଗରେ ଡିଜିଟାଲ ଟ୍ରେନିଂ ସୁବିଧା ଆରମ୍ଭ କରି ଭାରତ ବାହାରେ ଚାକିରି ପାଇଁ ମଧ୍ୟ ଓଡ଼ିଆ ପିଲା ଯାଇପାରିବେ । ଯୁବପିଢ଼ିଙ୍କ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ଏକାଧିକ ଷ୍ଟାଡିୟମ ନିର୍ମାଣ । ନୂଆ-ଓ ଜରିଆରେ ୫୫ହଜାର ଟିମ ପଞ୍ଜୀକରଣ କରିଥିବ ଶଂଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡି ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami