congress crisis

ghulam nabi azad resignation, ghulam nabi azad on rahul gandhi, ghulam nabi azad on congress, ghulam nabi azad latest news, odia blog, rising odisha

ଗୁଲାମନବୀ ଆଜାଦଙ୍କ ଇସ୍ତଫା ପତ୍ରରେ ଯେଉଁ ସିକ୍ୟୁରିଟି ଗାର୍ଡଙ୍କ କଥା ଉଲ୍ଲେଖ ଅଛି ସେ କିଏ ?

ଗୁଲାମନବୀ ଆଜାଦ ନିକଟରେ କଂଗ୍ରେସ ସହିତ ନିଜର ୫ ଦଶକର ସମ୍ବନ୍ଧ ବିଛେଦ କରିଛନ୍ତି । କଂଗ୍ରେସ ଛାଡିବା ସହିତ ଆଜାଦ ଦଳର ପ୍ରଥମ ଫ୍ୟାମିଲିକୁ କାଠଗଡ଼ାରେ ଛିଡା କରିଛନ୍ତି । ସେ ଦାବି କରିଛନ୍ତି ଯେ, ଦେଶର ସର୍ବପୁରାତନ ଦଳ ସାମଗ୍ରିକ ଭାବେ ନଷ୍ଟ ହୋଇ ସାରିଛି । କଂଗ୍ରେସର ଶୀର୍ଷ ନେତୃତ୍ୱ ଆଭ୍ୟନ୍ତରୀଣ ନିର୍ବାଚନ ନାମରେ କର୍ମୀଙ୍କୁ ଧୋକା ଦେଉଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । କେବଳ ଏତିକିରେ ସେ ଅଟକି …

ଗୁଲାମନବୀ ଆଜାଦଙ୍କ ଇସ୍ତଫା ପତ୍ରରେ ଯେଉଁ ସିକ୍ୟୁରିଟି ଗାର୍ଡଙ୍କ କଥା ଉଲ୍ଲେଖ ଅଛି ସେ କିଏ ? Read More »

sonia gandhi, congress news, kapil sibal, congress crisis, rising odisha, odia blog

କଂଗ୍ରେସରେ ଗାନ୍ଧି ପରିବାରର ସବୁ କଣ୍ଟା କେମିତି ସଫା କଲେ ସୋନିଆ ?

କିଛି ଦିନ ତଳେ କଂଗ୍ରେସରେ ଝାଞ୍ଜି ବାତ୍ୟା ବହୁଥିଲା । ସେହି ଝାଞ୍ଜିର ନାମ ଥିଲା ଜି-୨୩ । ବିଦ୍ରୋହୀ କଂଗ୍ରେସ ନେତାଙ୍କ ଗୋଷ୍ଠୀ । ଯେଉଁଥିରେ କଂଗ୍ରେସର ଜଣାଶୁଣା ୨୩ ଜଣ ନେତା ଥିଲେ । ସେମାନେ ଗାନ୍ଧୀ ଫ୍ୟାମିଲି ବଦଳରେ ନୂଆ ନେତ୍ରୁତ୍ୱ ଚାହୁଁଥିଲେ । ଏମିତି ଲାଗୁଥିଲା କଂଗ୍ରେସ ଉପରୁ ଗାନ୍ଧି ପରିବାର ନିୟନ୍ତ୍ରଣ ଢିଲା ହେବାରେ ଲାଗିଛି । କିନ୍ତୁ ଯେମିତି କୁହାଯାଏ ଅସନ୍ତୁଷ୍ଠଙ୍କୁ ସନ୍ତୁଷ୍ଠ କରିବା ହେଉଛି ନେତୃତ୍ୱର ଦକ୍ଷତାର …

କଂଗ୍ରେସରେ ଗାନ୍ଧି ପରିବାରର ସବୁ କଣ୍ଟା କେମିତି ସଫା କଲେ ସୋନିଆ ? Read More »

rahul gandhi, congress crisis, congress party crisis, rpn singh, jeeten prasada, jyotiraditya scindhia, up elections 2022, rising odisha, odia blog

RPN ସିଂ, ଜିତେନା ପ୍ରସାଦ ଓ ସିନ୍ଧିଆ, ଭାଙ୍ଗିବାରେ ଲାଗିଛି ରାହୁଲଙ୍କ କୋର୍ ଟିମ୍

କଂଗ୍ରେସର ଅସ୍ଥିତ୍ୱ ପାଇଁ ଏହା ହେଉଛି ସବୁଠାରୁ ଆହ୍ୱାନମୁଳକ ସମୟ । ଦଳରୁ ନେତାଙ୍କ ପଳାୟନ ଥମିବାର ନାଁ ନେଉନାହିଁ । ଦଳଛାଡି ନେତା ଏମିତି ପଳାୟନ କରୁଛନ୍ତି ଯେମିତି ଡୁବୁଥିବା ଜାହାଜରୁ ମୁଷା ପଳାୟନ କରନ୍ତି । ଛୋଟମୋଟ ନେତା ଦଳ ଛାଡିବା ଅଲଗା କଥା କିନ୍ତୁ କଂଗ୍ରେସ ପାଇଁ ସମସ୍ୟା ହେଉଛି ଏହାର ବଡ଼ବଡ଼ ନେତା ଦଳ ଛାଡୁଛନ୍ତି । ପୁଣି ଏମିତି ନେତା ଦଳ ଛାଡୁଛନ୍ତି ଯେଉଁମାନେ କଂଗ୍ରେସର ପିଏମ୍ ଇନ୍ ୱେଟିଂ …

RPN ସିଂ, ଜିତେନା ପ୍ରସାଦ ଓ ସିନ୍ଧିଆ, ଭାଙ୍ଗିବାରେ ଲାଗିଛି ରାହୁଲଙ୍କ କୋର୍ ଟିମ୍ Read More »

congress mukt bharat, congress free india, bjp vs congress, bjp strategy, punjab congress crisis, sidhu vs captain amarinder, amit shah, ajit doval, BJP party, Indian politics, rising odisha

କାହିଁକି ବିଜେପିରେ ଏଣ୍ଟ୍ରି ନେଇ ପାରିଲେନି ଅମରିନ୍ଦର ସିଂହ ? ଜାଣନ୍ତୁ ଭିତରି କାରଣ..

ପଞ୍ଜାବ ରାଜନୀତି ଉପରେ ଏବେ ସିଦ୍ଧୁ ଗ୍ରହ ଦୋଷ ଚାଲିଛି । ସିଦ୍ଧୁଙ୍କ ପାଇଁ ଜଣେ ମୁଖ୍ୟମନ୍ତ୍ରୀ ପଦ ହରାଇଲେ । ଜଣେ ମୁଖ୍ୟମନ୍ତ୍ରୀ ହେଉ ହେଉ ତାଙ୍କ ଉପରେ ସିଦ୍ଧୁଙ୍କ ଚାପ ପଡିବାକୁ ଲାଗିଲା । ଚାପ ଭିତରେ କାମ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ସିଦ୍ଧୁଙ୍କ ମଧ୍ୟରେ ଟଣା ଓଟରା ଭିତରେ ସିଦ୍ଧୁ କଂଗ୍ରେସକୁ ବ୍ଲାକମେଲ୍ କରିବାକୁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଦେଲେ । ପଞ୍ଜାବ ରାଜନୀତିରେ ଏଭଳି ହଟଚମଟ ଚାଲିଥିବା ବେଳେ …

କାହିଁକି ବିଜେପିରେ ଏଣ୍ଟ୍ରି ନେଇ ପାରିଲେନି ଅମରିନ୍ଦର ସିଂହ ? ଜାଣନ୍ତୁ ଭିତରି କାରଣ.. Read More »

Scroll to Top
Close Bitnami banner
Bitnami