Baba Ramdev

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କ୍ଷମା ମାଗିଲା ପତଞ୍ଜଳି

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସର୍ତ୍ତମୂଳକ ଭାବେ କ୍ଷମା ମାଗିଛି ପତଞ୍ଜଳି ଆୟୁର୍ବେଦ । ଏଥିସହ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ମଧ୍ୟ ଦାଖଲ କରିଛି । ଅବମାନନା ନୋଟିସର ଜବାବ ନ ଦେଇଥିବାରୁ ଉଭୟ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ଏପ୍ରିଲ ୨ ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର ସୁପ୍ରିମକୋର୍ଟ । ଏକ ସଂକ୍ଷିପ୍ତ ସତ୍ୟପାଠ ଦାଖଲ କରି ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଛନ୍ତି …

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କ୍ଷମା ମାଗିଲା ପତଞ୍ଜଳି Read More »

ବଢିଲା ବାବା ରାମଦେବଙ୍କ ଅଡୁଆ, କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ: ବଢିଲା ବାବା ରାମଦେବଙ୍କ ଅଡୁଆ । ଅବମାନନା ବିଜ୍ଞପ୍ତିର ଉତ୍ତର ନ ଦେବାରୁ ଆୟୁର୍ବେଦିକ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ଓ ବାବା ରାମଦେବଙ୍କୁ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତକାରି ବିଜ୍ଞାପନକୁ ନେଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ତାଙ୍କ ବିରୋଧରେ ଅବମାନନା କାର୍ଯ୍ୟ କାହିଁକି ଆରମ୍ଭ ହେବ ନାହିଁ ବୋଲି କୋର୍ଟ ବାବା ରାମଦେବଙ୍କୁ ପଚାରିଛନ୍ତି? …

ବଢିଲା ବାବା ରାମଦେବଙ୍କ ଅଡୁଆ, କୋର୍ଟରେ ହେବେ ହାଜର Read More »

ନ୍ୟୁୟର୍କରେ ସ୍ଥାନ ପାଇବ ରାମଦେବ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ନ୍ୟୁୟର୍କର ମ୍ୟାଡାମ୍ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇବ ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି । ଦିଲ୍ଲୀର ଏକ ହୋଟେଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନିଜେ ବାବା ରାମଦେବ ଉପସ୍ଥିତ ରହି ନିଜ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି । ରାମଦେବ ପ୍ରଥମ ଭାରତୀୟ ସନ୍ନ୍ୟାସୀ ଭାବେ ଏଥିରେ ସ୍ଥାନ ପାଇବେ । ସ୍ୱାମୀ ରାମଦେବ ଯୋଗ ଗୁରୁ ଭାବେ ସାରା ବିଶ୍ୱରେ ବେଶ୍ ପରିଚିତ …

ନ୍ୟୁୟର୍କରେ ସ୍ଥାନ ପାଇବ ରାମଦେବ ପ୍ରତିମୂର୍ତ୍ତି Read More »

allopathy, allopathic treatments, history of allopathy, IMA, Baba ramdev vs IMA, Allopathy vs Ayurveda, Ayurveda vs Allopathy, Modern science

ଏଲୋପାଥିର ଜନକ କିଏ ? କେବେଠାରୁ ଆରମ୍ଭ ହେଲା ଏଲୋପାଥି ଚିକିତ୍ସା ?

ଏଲୋପାଥି ନା ଆର୍ୟୁବେଦ ବାବା ରାମଦେବ ଓ ଆଇଏମଏ ଏବେ ପରସ୍ପର ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ପ୍ରତିଦିନ ବାବା ଓ ଆଇଏମଏ (ଇଣ୍ଡିଆନ୍ ମେଡିକାଲ  ଆସୋସିଏସନ୍) ମଧ୍ୟରେ ଚାଲିଛି ବାକଯୁଦ୍ଧ । ବାବା କହୁଛନ୍ତି ଏଲୋପାଥି ନୁହେଁ ଆର୍ୟୁବେଦ କରୋନା ସଂକ୍ରମିତଙ୍କ ଜୀବନ ରକ୍ଷା କରିଛି । ଆଇଏମଏ କହୁଛି ବାବା ଏମିତି କହି ଏଲୋପାଥୀର ବିଶ୍ୱସନୀୟତାକୁ ପ୍ରଶ୍ନଘେରକୁ ଆଣୁଛନ୍ତି । ଏମିତିରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ଏଲୋପାଥୀର ଜନ୍ମ କେବେ ଓ …

ଏଲୋପାଥିର ଜନକ କିଏ ? କେବେଠାରୁ ଆରମ୍ଭ ହେଲା ଏଲୋପାଥି ଚିକିତ୍ସା ? Read More »

Scroll to Top
Close Bitnami banner
Bitnami