artist

krushna kumar basant, artist, sundarpada area, Odisha, useless papers, creative designs using paper, reuse papers, recycle papers, medicine shop, rising odisha

ଅଦରକାରୀରୁ ଅଟ୍ଟାଳିକା

ଡିଗ୍ରୀଧାରୀ ନ ହୋଇ ବି ଅତି ସୁନ୍ଦର କଳାକୃତି କରିବାରେ ସେ ମାହିର । ଟୁକୁଡ଼ା ଟୁକୁଡ଼ା ଅଦରକାରୀ କାଗଜକୁ ଦିଅନ୍ତି ଜୀବନ୍ୟାସ । ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନି । ସୁନ୍ଦର ସୃଷ୍ଟିର ଦକ୍ଷ ବିନ୍ଧାଣୀ ସିଏ । ସେ ସୁନ୍ଦରପଦା ଅଂଚଳର ୩୮ବର୍ଷୀୟ କୃଷ୍ଣ କୁମାର ବସନ୍ତ । କୃଷ୍ଣ ପେସାରେ ଜଣେ ଔଷଧ ଦୋକାନୀ । କିନ୍ତୁ ନିଶା ତାଙ୍କର ନୂଆ ସର୍ଜନା । ଅଦକାରୀ କଗଜରୁ ତିଆରି କରୁଛନ୍ତି ବଡ଼ …

ଅଦରକାରୀରୁ ଅଟ୍ଟାଳିକା Read More »

satyaranjan dash, satyaranjan das, canvas artist, corona awareness, covid third wave, Odisha, rising odisha

କାନ୍‌ଭାସ୍‌ରେ ସତ୍ୟଙ୍କ ସଚେତନତା

କରୋନାର ସମ୍ଭାବ୍ୟ ତୃତୀୟ ଲହର ଛୋଟ ପିଲାମାନଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି ଡାକ୍ତର ଏବଂ ବିଶେଷଜ୍ଞମାନେ ମତ ଦେଇଛନ୍ତି । ମହାମାରୀ କବଳରୁ ଛୋଟ ପିଲାମାନଙ୍କୁ ସୁରକ୍ଷିତ ରଖିବା ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ । ଏଥିପାଇଁ ପ୍ରତ୍ୟେକ ମା’ମାନଙ୍କର ପ୍ରମୁଖ ଦାୟିତ୍ୱ ହେବା ଉଚିତ୍ । ଏହି ସମୟରେ ମା’ ମାନେ ହିଁ ପିଲାମାନଙ୍କ ପ୍ରତି ଯତ୍ନବାନ ହେବା ଅତ୍ୟନ୍ତ ଜରୁରୀ ବୋଲି ଚିତ୍ର ମାଧ୍ୟମରେ ଦର୍ଶାଇଛନ୍ତି ଯୁବ ଚିତ୍ରଶିଳ୍ପୀ ସତ୍ୟରଞ୍ଜନ ଦାସ …

କାନ୍‌ଭାସ୍‌ରେ ସତ୍ୟଙ୍କ ସଚେତନତା Read More »

mona biswarupa mohanty, biswarupa mohanty, UAE golden visa, mayurbhanj district, Odisha girl gets uae golden visa, rising odisha

ସୁନା ଝିଅ ମୋନା ବିଶ୍ୱରୂପା

ଓଡ଼ିଆ ଝିଅ ମୋନା ବିଶ୍ୱରୂପା ମହାନ୍ତି । ଓଡ଼ିଶାର ଗୌରବକୁ ବଢ଼ାଇଛନ୍ତି ଏହି ମୟୂରଭଞ୍ଜର ସୁନା ଝିଅ । ୟୁଏଇର ଗୋଲ୍‌ଡେନ୍ ଭିସା ପାଇବାରେ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ଶିଳ୍ପୀ । କଳା, ସୃଜନଶୀଳ ଶିଳ୍ପ, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ଇତିହାସ ଓ ଜ୍ଞାନ ଅଧ୍ୟୟନ କ୍ଷେତ୍ରରେ ଦକ୍ଷ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଏ ୟୁଏଇ ଗୋଲଡେନ୍ ଭିସା । ଏହି ଭିସା ଦ୍ୱାରା ବିଶ୍ୱରୂପା ଜାତୀୟ ପ୍ରଯୋଜକଙ୍କ ସହାୟତା ବିନା ସଂଯୁକ୍ତ ରାଷ୍ଟ୍ରରେ ବ୍ୟବସାୟର ୧୦୦ …

ସୁନା ଝିଅ ମୋନା ବିଶ୍ୱରୂପା Read More »

sudarsan sahu, sudarshan sahoo, bhubaneswar, artworks, bamboo wood, plam leaves, chaat owner, chaat shop, rising odisha, handicrafts

କାଠ ବାଉଁଶରେ ଜୀବନ୍ୟାସ

ପାଶାଣ ଦେହରେ ନିହାଣ ଫୁଟାଇ ଜୀବନ୍ତ ପ୍ରତିମା ସୃଷ୍ଟିର ବିନ୍ଧାଣୀ ସେ ନୁହଁନ୍ତି, କିନ୍ତୁ କାଠ ବାଉଁଶରେ ଜୀବନ୍ୟାସ ଦେଉଥିବା ଜଣେ କାରିଗର । ପେସାରେ ଜଣେ ଚାଟ୍ ଦୋକାନୀ । ଯେଉଁ ହାତରେ ସୁସ୍ୱାଦୁ ଚାଟ୍ ପ୍ରସ୍ତୁତ କରି ଗ୍ରାହକଙ୍କୁ ପରଷି ଦିଅନ୍ତି । ସେହି ହାତ ଯେ ଏମିତି ସୁନ୍ଦର କଳାକୃତି ପ୍ରସ୍ତୁତି କରିପାରେ ତାହା ନ ଦେଖିଲେ ବିଶ୍ୱାସ କରିହେବନି । ସେ ହେଉଛନ୍ତି ପୁରୁଣା ଭୁବନେଶ୍ୱରର କପିଳପ୍ରସାଦପୁରର ସୁଦର୍ଶନ ସାହୁ । …

କାଠ ବାଉଁଶରେ ଜୀବନ୍ୟାସ Read More »

କାନ୍‌ଭାସ୍ କହୁଛି ସାମ୍ୟବାଦ କଥା

ତାଙ୍କ ହାତରେ ତୂଳୀ ପଡ଼ିଲେ ସେ ଆଙ୍କି ଚାଲନ୍ତି ସାମ୍ୟବାଦର ଚିତ୍ର । ତାଙ୍କ କାନ୍‌ଭାସ୍ ସବୁବେଳେ ସାମ୍ୟବାଦର କଥା କହେ । କେତେବେଳେ ଦଳିତ, ନିଷ୍ପେସିତଙ୍କ କଥାକୁ ରଙ୍ଗତୂଳୀରେ ତୋଳନ୍ତି ତ ଆଉ କେତେବେଳେ ମଣିଷର ମନକଥାକୁ କାନ୍‌ଭାସରେ ପ୍ରସ୍ଫୁଟିତ କରନ୍ତି । କିନ୍ତୁ ତାଙ୍କର ଏହି କାନ୍‌ଭାସ ଓ ରଙ୍ଗ ତୂଳୀର ଯାତ୍ରା ଆଜିକାଲିର ନୁହେଁ । ଦୀର୍ଘ ୩୦ ବର୍ଷ ହେଲା କାନ୍‌ଭାସ୍‌ରେ ସମାଜବାଦ ଚିନ୍ତାଧାରାର ଦୃଶ୍ୟପଟ୍ଟକୁ ଅତି ସୁନ୍ଦରଭାବେ ଆଙ୍କିଛନ୍ତି । …

କାନ୍‌ଭାସ୍ କହୁଛି ସାମ୍ୟବାଦ କଥା Read More »

Scroll to Top
Close Bitnami banner
Bitnami