ଜନସେବାରେ ୨୫ ବର୍ଷ

Above Post Content

ଓଡ଼ିଆଙ୍କ ଅସ୍ଥିତ୍ୱ ଓ ଭବିଷ୍ୟତର ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମର ଦୃଢ଼ ସଂକଳ୍ପ

After 2nd paragraph post ads
Middle post content

1997 ଏପ୍ରିଲ 17ରେ ଓଡ଼ିଶା ରାଜନୀତି ଇତିହାସରେ ହେଲା ବିରାଟ ଶୂନ୍ୟତାଯୋଗଜନ୍ମା ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦେହାନ୍ତ ପରେ ଉଙ୍କି ମାରିଥିଲା ଅନେକ ଅସମାହିତ ପ୍ରଶ୍ନ। ଆଶଙ୍କାର କଳାବାଦଲକୁ ଏଡ଼ାଇ ବାହାରି ଆସୁଥିବା ସକଳ ସମ୍ଭାବନାର ସୂର୍ଯ୍ୟ ପରି ହଠାତ୍ ମିଳିଲା ଉତ୍ତର। ଇଛା ନଥାଇ ରାଜନୀତିରେ ପାଦ ଥାପିଥିଲେ କିମ୍ବଦନ୍ତୀ ବିଜୁ ବାବୁଙ୍କ ପୁତ୍ର ନବୀନ୍ ୨୫ ବର୍ଷ ତଳେ ଶୁଭାରମ୍ଭ ହୋଇଥିବା ଜନସେବାର ସେହି ଶୁଦ୍ଧ ସଂକଳ୍ପଟି ଏବେ ପାଞ୍ଚ କୋଟି ଓଡ଼ିଆଙ୍କ ପାଇଁ ପାଲଟିଛି ବିଶ୍ୱସନୀୟତାର ନିର୍ଭରଯୋଗ୍ୟ ମହାଦ୍ରୁମ। ଲୋକଙ୍କ ପାଇଁ ବିଜୁ ପୁତ୍ର ନବୀନଙ୍କ ଜନସେବା ପ୍ରବେଶର ନିଃସ୍ୱାର୍ଥପର ନିଷ୍ପତ୍ତି ଏକବିଂଶ ଶତାବ୍ଦୀରେ ସଂପୂର୍ଣ୍ଣ ବଦାଳି ଦେଇଛି ଓଡ଼ିଶାର ବିକାଶ ଦିଗ ଓ ମୋଡ ଆକୁମାରୀ ଭାରତ ଟପି ସାରା ବିଶ୍ୱରେ ମିଳିଛି ଓଡ଼ିଶାକୁ ନୂଆ ପରିଚୟ। ନବୀନ୍ ପଟ୍ଟନାୟକ କ୍ଷମତାକୁ ଆସିବା ପରେ ରାଜ୍ୟରେ ବଦଳି ଯାଇଛି ଶାସନ ଓ ସରକାରର କାର୍ଯ୍ୟଶୈଳୀ।ତିଆରି ହୋଇଛି ବିକାଶର ନିଆରା ଧାରା, ଏକ ନିଆରା ଉନ୍ନତିର ପରିଭାଷା ଯାହା ସମସ୍ତଙ୍କ ଆଖି ଆମ୍ନାରେ ସ୍ପଷ୍ଟ ଭାବେ ଦିଶୁଛି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami