୨୦୨୨ରେ ଏହି ୬ ଉପାୟ ଆପଣଙ୍କୁ ଅର୍ଥ ଚିନ୍ତାରୁ ଦେବ ମୁକ୍ତି, ରହିବନି ଅଭାବ

Above Post Content

କରୋନା କାଳର ଦ୍ୱିତୀୟ ଅଂକ ମାନେ ୨୦୨୧ ସରିବାକୁ ଆଉ ଅଳ୍ପ ଦିନ ରହିଲାଏହି ଦୁଇ ବର୍ଷ ମଧ୍ୟରେ ସମସ୍ତେ ଦେଖିଛନ୍ତି ଆର୍ଥିକ ଅଭାବ । ଚାକିରି ଯିବାର ଦୁଃଖ, ମାନସିକ ଦୁଃଶ୍ଚିନ୍ତା ଭିତରେ ଅନେକ ୨୦୨୧କୁ ଦେବାକୁ ଯାଉଛନ୍ତି ବିଦାୟ । ଜୀବନର ପଇସା ବଡ଼ ନୁହେଁ ବୋଲି ଆପଣ ବହୁତ ଥର ଶୁଣିଥିବେ । କିନ୍ତୁ ପଇସା ବଡ଼ ନହେଲେ ବି ବଡ଼ବଡ଼ ସମସ୍ୟା ଦୁର କରିବାରେ ସହାୟକ ହୋଇଥାଏ । ଟଙ୍କା ରୋଜଗାର କରିବା ପାଇଁ ସମସ୍ତେ କଷ୍ଟ କରିଥାନ୍ତି । କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳିଥାଏଯେ, କଠୋର ପରିଶ୍ରମରେ ଟଙ୍କା ରୋଜଗାର କରିବା ପରେ ମଧ୍ୟ ଟଙ୍କା ପାଖେ ରହିନଥାଏ । ଏମିତିରେ କ’ଣ କଲେ ପାଖରେ ସବୁବେଳେ ଟଙ୍କା ରହିବ ? ଏହାର ଉତ୍ତର ଅଛି ଜ୍ୟୋତିଶ ଶାସ୍ତ୍ରରରେଜ୍ୟୋତିଶ ଶାସ୍ତ୍ର ଅନୁସାରେ ଯଦି ଆପଣ ୬ଟି ଉପାୟ ଅବଲମ୍ବନ କରିବେ ତେବେ କେବେ ମଧ୍ୟ ପାଖରେ ଟଙ୍କାର ଅଭାବ ରହିବ ନାହିଁ । ଆସନ୍ତୁ ଜାଣିବା କ’ଣ ସେହି ଉପାୟ ସବୁ…

ପ୍ରଥମ ଉପାୟ :

After 2nd paragraph post ads

ପର୍ସରେ ଲକ୍ଷ୍ମୀଙ୍କ ଫଟୋ ରଖନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ ମା’ ଲକ୍ଷ୍ମୀ ଚିତ୍ରରେ ଯେମିତି ଉପବେସନ ମୁଦ୍ରାରେ ଥିବେ

ଦ୍ୱିତୀୟ ଉପାୟ.:

ଓସ୍ତ ପତ୍ରରେ ସ୍ୱାସ୍ତିକ ଚିହ୍ନ ଅଙ୍କନ କରି ତାକୁ ଟ୍ରେଜେରି କିମ୍ବା ପର୍ସରେ ରଖନ୍ତୁ । ଏହାଦ୍ୱାରା ଆର୍ଥିକ ଲାଭ ମିଳିବ ।

ତୃତୀୟ ଉପାୟ :

Middle post content

ଲାଲ ରଙ୍ଗର କାଗଜରେ ନିଜ ଇଛା ଲେଖି ତାକୁ ଠାକୁର ଘରେ ରଖନ୍ତୁ ଓ ପ୍ରତିଦିନ ପୂଜା କରନ୍ତୁ । ଦେଖିବେ ମନସ୍କାମନା ପୂର୍ଣ୍ଣ ହେବ

ଚତୁର୍ଥ ଉପାୟ :

ନିଜ ପର୍ସରେ କିଛି ଚାଉଳ ଦାନା ରଖନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ ଯେମିତି ଚାଉଳ ଗୋଟା ହୋଇଥିବ । ଏଭଳି କରିବା ଦ୍ୱାରା ବିନା କାରଣରୁ ହେଉଥିବା ଖର୍ଚ୍ଚ କମିବ ।

ପଂଚମ ଉପାୟ :

ମାତା-ପିତା କିମ୍ବା ଘରର ବରିଷ୍ଠଙ୍କଠାରୁ ଯଦି କିଛି ଟଙ୍କା ମିଳିଥାଏ ତେବେ ତାକୁ ଖର୍ଚ୍ଚ ନକରି ଟ୍ରେଜେରିରେ ରଖନ୍ତୁ । ସମ୍ଭବ ହେଲେ ସେଥିରେ ହଳଦି ଟିକା କିମ୍ବା କେସର ଟିକା ଲଗାନ୍ତୁ । ଏହାଦ୍ୱାରା ଧନବୃଦ୍ଧି ହୋଇଥାଏ । କାରଣ ମାତା-ପିତାଙ୍କ ଆର୍ଶିବାଦ ଆପଣଙ୍କ ସହିତ ସବୁବେଳେ ଥାଏ ।

ଷଷ୍ଠ ଉପାୟ :

ନୂଆ ବର୍ଷର ପ୍ରଥମ ଦିନରେ ଗଣେଷ ମନ୍ଦିରକୁ ଦର୍ଶନରେ ଯାଆନ୍ତୁ । ଗଣେଶ ମନ୍ଦିରରେ ଲଡ଼ୁଭୋଗ କରି ପ୍ରସାଦକୁ ଗରିବଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ଧନ ବୃଦ୍ଧି ସହିତ ବ୍ୟବସାୟରେ ଉନ୍ନତି ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami