rakesh jhunjhunwala, narendra modi, indian stock market investor, jhunjhunwala, rakesh jhunjhunwala met narendra modi, rising odisha

ଲୋଚାକୋଚା ସାର୍ଟ ପିନ୍ଧି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ, ସ୍ତ୍ରୀଙ୍କ ଗହଣା ବିକ୍ରି କରି ନିବେଶ

ଗତ କିଛି ଦିନ ହେବ ରାକେଶ ଝୁନଝୁନୱାଲା ଚର୍ଚ୍ଚାରେ ଅଛନ୍ତି । କାରଣ ହେଉଛି ଅକ୍ଟୋବର ୫ ତାରିଖର ଏକ ଚିତ୍ର । ଏହି ଚିତ୍ରରେ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ଲୋଚାକୋଚା ସାର୍ଟ୍ ପିନ୍ଧି ଛିଡା ହୋଇଛନ୍ତି । ଦ୍ୱିତୀୟ କାରଣ ହେଉଛି ତାଙ୍କର ନୂଆ ଏୟାର ଲାଇନ୍ସକୁ ଭାରତ ସରକାରଙ୍କ ନୋ ଅବଜେକ୍ସନ ସାର୍ଟିଫିକେଟ୍ ମିଳିଛି । ରାକେଶ ଝୁନଝୁନୱାଲାଙ୍କୁ ଭାରତୀୟ ଷ୍ଟକ ମାର୍କେଟର ବିଗ୍ ବୁଲ୍ ବୋଲି କୁହାଯାଏ । ୧୯୮୫ ମସିହାରେ ସେ …

ଲୋଚାକୋଚା ସାର୍ଟ ପିନ୍ଧି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ, ସ୍ତ୍ରୀଙ୍କ ଗହଣା ବିକ୍ରି କରି ନିବେଶ Read More »