rahul gandhi news today, indian national congress, rahul gandhi mp news today, odia blog, rising odisha

କଣ କଲେ ରାହୁଲ ଫେରି ପାଇବେ ନିଜ ଲୋକସଭା ସଦସ୍ୟତା

ଗାନ୍ଧି ପରିବାରର ଦ୍ୱିତୀୟ ବ୍ୟକ୍ତି ଭାବେ ରାହୁଲ ନିଜ ଲୋକସଭା ସଦସ୍ୟତା ହରାଇଛନ୍ତି। ତାଙ୍କ ପୂର୍ବରୁ ଜେଜିମା ଇନ୍ଦିରା ମଧ୍ୟ ଦୁଇଥର ନିଜ ଲୋକସଭା ସଦସ୍ୟତା ହରାଇଥିଲେ। ପ୍ରଥମଥର 1975 ମସିହାରେ ପଦ ହରାଇବା ପରେ କ୍ଷମତାରେ ରହିବାକୁ ସେ ଦେଶରେ ଜରୁରୀକାଳନୀ ପରିସ୍ଥିତି ଲାଗୁ କରିଥିଲେ। ଦ୍ୱିତୀୟ ଥର ପଦ ହରାଇବା ପରେ ସେ 1980 ମସିହାର ସାଧାରଣ ନିର୍ବାଚନରେ ଜବରଦସ୍ତ କମବ୍ୟାକ କରିଥିଲେ। ତେବେ ରାହୁଲଙ୍କ ପାଖରେ ନିଜ ପଦ ଫେରି ପାଇବା ପାଇଁ …

କଣ କଲେ ରାହୁଲ ଫେରି ପାଇବେ ନିଜ ଲୋକସଭା ସଦସ୍ୟତା Read More »