india vs nda, india vs nda 2024,india vs nda party, odia blog, rising odisha

ବିରୋଧୀଙ୍କ 26 ବନାମ ଏନଡିଏର 38,24 ଲାଗି ମେଣ୍ଟ ଜରୁରୀ କାହିଁଙ୍କି ?

2024 ପାଇଁ ରଣକ୍ଷେତ୍ର ସଜା ଚାଲିଛି । ସମରସଜ୍ଜାର ଗୋଟିଏ ପଟେ ବିରୋଧୀଙ୍କ ଇଣ୍ଡିଆ,ଯେଉଁଥିରେ 26 ଅଂଶୀଦାର ଦଳ ଅଛନ୍ତି । ଅନ୍ୟପଟେ ବିଜେପି ନେତୃତ୍ୱାଧିନ ଏନଡିଏ ନିଜର 38 ଅଂଶୀଦାର ସାଥୀଙ୍କୁ ନେଇ ଛିଡ଼ା ହୋଇଛି । ଭାରତୀୟ ରାଜନୀତିରେ ପୁଣି ଥରେ ଆଉ ଗୋଟିଏ ବିରଳ ରାଜନୈତିକ ଧୃବୀକରଣ ହେଉଛି । ଯେଉଁଦଳ ପରସ୍ପରକୁ ପସନ୍ଦ କରୁନଥିଲେ,କେବେ ମଧ୍ୟ ହାତ ନମିଳାଇବାର ଭୀଷ୍ମ ପ୍ରତିଜ୍ଞା ନେଇଥିଲେ ଏବେ ସେହି ଦଳ ଗୁଡ଼ିକ ବିଜେପି ଓ …

ବିରୋଧୀଙ୍କ 26 ବନାମ ଏନଡିଏର 38,24 ଲାଗି ମେଣ୍ଟ ଜରୁରୀ କାହିଁଙ୍କି ? Read More »