aap vs congress in gujarat, gujarat congress crisis,arvind kejriwal vs rahul gandhi, OdiaBlog, RisingOdisha

ଗୁଜରାଟରେ ଆପ କେବଳ ୫ ଆସନ ଜିତିନାହିଁ,ଏହା କଂଗ୍ରେସର କବର ତିଆରି କରିଛି

୨୦୨୨ ନଭେମ୍ବର ୨୭ ତାରିଖ । ଏକ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କେଜ୍ରିୱାଲ ନିଜ ଟ୍ରେଡ୍ ମାର୍କ୍ ଷ୍ଟାଇଲରେ ଗୋଟିଏ କାଗଜରେ ଲେଖିକି ଦେଇଦେଲେ ଗୁଜରାଟରେ ଆପ୍ ସରକାର ଗଢିବ । ସେହିଭଳି ଆଉ ଏକ ସ୍ଥାନରେ ସେ କହିଥିଲେ ଯେ, ଆଇବି ରିପୋର୍ଟ ଅନୁସାରେ ଗୁଜରାଟରେ ଆପ୍ ସରକାର ଆସୁଛି । ତେଣୁ ବିଜେପି ଭୟଭୀତ । ଗୁରୁବାର ଦିନ ଫଳାଫଳରୁ କିନ୍ତୁ ସ୍ପଷ୍ଟ ହୋଇଛି ଯେ,ଆପ୍ ସରକାର ଗଢିନି । ଓଲଟା ବିଜେପି ଐତିହାସିକ …

ଗୁଜରାଟରେ ଆପ କେବଳ ୫ ଆସନ ଜିତିନାହିଁ,ଏହା କଂଗ୍ରେସର କବର ତିଆରି କରିଛି Read More »