ଗୋଟିଏ ବର୍ଷରେ କରୋନା ଟିକା କିନ୍ତୁ 40 ବର୍ଷ ପରେ ବି HIV ଟିକା ତିଆରି କରିବାରେ କାହିଁକି ବିଫଳ ବୈଜ୍ଞାନିକ ?
ଏଚ୍ଆଇଭି / ଏଡସ୍ ଟିକା : 40 ବର୍ଷ ପରେ ଆମ ପାଖରେ କାହିଁକି ନାହିଁ ? 2019ର ଶେଷ ବେଳକୁ ଚୀନରେ ଦେଖା ଦେଇଥିଲା କରୋନା । 2020 ମାର୍ଚ୍ଚ ବେଳକୁ ଏହା ବାକି ଦେଶରେ ଆତଙ୍କ ସୃଷ୍ଟି କରିଥିଲା । କରୋନାର କୌଣସି ଚିକିତ୍ସା ନଥିଲା କି ଟିକା । କିନ୍ତୁ ଜାନୁଆରୀ 2021 ବେଳକୁ ଭାରତ ଭଳି ଦେଶରେ ଟିକାକରଣ ଆରମ୍ଭ ହୋଇ ସାରିଥିଲା । ଗୋଟିଏ ବର୍ଷରୁ କମ ସମୟ ମଧ୍ୟରେ …