pfi latest news, oma abdul salam pfi, popular front of india, odia blog, rising odisha

PFI : ଅଲଗା ରାଜ୍ୟ,ଅଲଗା ଏଜେଣ୍ଡା

ଭାରତ ସରକାର ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଯାହା ମଙ୍ଗଳବାର ଦିନ ହୋଇଥିବା ଦ୍ୱିତୀୟ ରାଉଣ୍ଡ୍ ଚଢାଉରୁ ଜଣା ପଡ଼ୁଛି । ପ୍ରଥମ ଚଢାଉ ରାତି ଅଧିଆ ହୋଇଥିଲା । ପିଏଫଆଇ କର୍ମୀ ଶୋଇଥିବା ବେଳେ ଏହାର ନେତା ସବୁ ହାଜତରେ ପସି ସାରିଥିଲେ । ପିଏଫଆଇର କ୍ୟାଡର ରାସ୍ତା ଉପରକୁ ଓହ୍ଲାଇବା ବେଳକୁ ଆଉ କିଛି ନଥିଲା । ମଙ୍ଗଳବାର ହୋଇଥିବା ଦ୍ୱିତୀୟ ରାଉଣ୍ଡ ଚଢାଉରୁ ଏନଆଇଏକୁ …

PFI : ଅଲଗା ରାଜ୍ୟ,ଅଲଗା ଏଜେଣ୍ଡା Read More »