ସିମ୍ କାର୍ଡର ପୋଲିସ ଯାଂଚ୍ ଜରୁରୀ,ନହେଲେ 10 ଲକ୍ଷ ଟଙ୍କା ଜରିମାନା
ପାସପୋର୍ଟ ବନାଇବା ପୂର୍ବରୁ ପୋଲିସ ଭେରିଫିକେସନ୍ ହୋଇଥାଏ । ସ୍ଥାନୀୟ ପୋଲିସ ପାସପୋର୍ଟ୍ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ବାବଦରେ ତଥ୍ୟ ସଂଗ୍ରହ କରି ବୈଦେଶିକ ମନ୍ତ୍ରଣାଳୟକୁ ଜଣାଇଥାଏ । ପୋଲିସ ଭେରିଫିକେସନ୍ ପଛର ଉଦ୍ଦେଷ୍ୟ ହେଉଛି ଯେ,ଯେମିତି କୌଣସି ଅପରାଧୀ ପାସପୋର୍ଟ୍ ନେଇ ବିଦେଶକୁ ପଳାୟନ ନକରନ୍ତି । ବର୍ତ୍ତମାନ ସିମ୍ କାର୍ଡକୁ ନେଇ ହେଉଥିବା ଠକେଇ ରୋକିବା ପାଇଁ ପୋଲିସ ଭେରିଫିକେସନକୁ ଅନିବାର୍ଯ୍ୟ ହେବ । ତେବେ ଏଥିପାଇଁ ଆପଣଙ୍କୁ ଥାନାକୁ ଦୌଡ଼ିବାକୁ ପଡ଼ିବ …
ସିମ୍ କାର୍ଡର ପୋଲିସ ଯାଂଚ୍ ଜରୁରୀ,ନହେଲେ 10 ଲକ୍ଷ ଟଙ୍କା ଜରିମାନା Read More »