natiq malikzada, afghan journalist, afghanistan, panjshir valley, death valley, rising odisha

ପଂଜଶୀରର ଦ୍ୱାରଦେଶରେ ପହଞ୍ଚିଛି ତାଲିବାନ,‘ମୃତ୍ୟୁ ଉପତ୍ୟକା’ରେ ଯୁଦ୍ଧ ଏବେବି ବାକି

ତାଲିବାନ କହୁଛି ପଂଜଶୀର ଉପରେ ଏହାର କବଜା ହୋଇ ସାରିଛି । ନର୍ଦ୍ଦର୍ଣ୍ଣ ଆଲାଏନ୍ସ ବା ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ କହୁଛି ତାଲିବାନ ମିଛ କହୁଛି । ପଂଜଶୀର ଏବେ ମଧ୍ୟ ସେମାନଙ୍କ କବଜାରେ ଅଛି । ତେବେ ସତ କ’ଣ ତାହାକୁ ନେଇ ଏବେ ମଧ୍ୟ ସସପେନ୍ସ ଜାରି ରହିଛି । ଆଫଗାନୀ ସାମ୍ବାଦିକ ନତିକ ମଲିକଜାଦାଙ୍କ ଅନୁସାରେ ତାଲିବାନର ପଂଜଶୀର ଅଧିକାର ଦାବି ମିଛ । ତାଲିବାନର ଏହା କେବଳ ପ୍ରଚାର । ତାଙ୍କ …

ପଂଜଶୀରର ଦ୍ୱାରଦେଶରେ ପହଞ୍ଚିଛି ତାଲିବାନ,‘ମୃତ୍ୟୁ ଉପତ୍ୟକା’ରେ ଯୁଦ୍ଧ ଏବେବି ବାକି Read More »