why pakistan does not recognize israel, why pakistan is not accepting israel, israel pakistan relations, odia blog, rising odisha

କଣ ପାଇଁ ପାକିସ୍ତାନକୁ ମାନ୍ୟତା ଦେଉ ନାହିଁ ଇସ୍ରାଏଲ ?

ଗୋଟିଏ ଦେଶ ଆଉ ଗୋଟିଏ ରାଷ୍ଟ୍ରକୁ ସ୍ୱିକୃତୀ ପ୍ରଦାନ କରିବାର ଅର୍ଥ ହେଉଛି ଉଭୟଙ୍କ ମଧ୍ୟରେ ବ୍ୟବସାୟୀକ,ବାଣିଜ୍ୟକ ଓ କୂଟନୈତିକ ସମ୍ପର୍କ ସ୍ଥାପନ ହେବା। ଯେତେବେଳେ ଗୋଟିଏ ଦେଶ ଆଉ ଗୋଟିଏ ଦେଶକୁ ସ୍ୱିକୃତୀ ଦିଏନାହିଁ ସେତେବେଳେ ଉଭୟ ରାଷ୍ଟ୍ର ମଧ୍ୟରେ କୌଣସି ପ୍ରକାରର ସମ୍ପର୍କ ପ୍ରତିଷ୍ଠା ହୋଇ ପାରେନା। ଉଭୟ ଦେଶ ନିଜ ନାଗରିକଙ୍କୁ ପ୍ରଦାନ କରୁଥିବା ପାସପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ଥାଏ ଯେ, ଏହି ପାସପୋର୍ଟ ନେଇ ଜଣେ ସଂପୃକ୍ତ ରାଷ୍ଟ୍ରକୁ ଯାତ୍ରା କରି …

କଣ ପାଇଁ ପାକିସ୍ତାନକୁ ମାନ୍ୟତା ଦେଉ ନାହିଁ ଇସ୍ରାଏଲ ? Read More »