pakistan army

isi, terrorists, pakistan isi, isi agent, odia blog, pakistan army, rising odisha

ଆଇଏସଆଇ କେମିତି ଚଳାଏ ଆତଙ୍କ କାରଖାନା ? ଜାଣନ୍ତୁ ଟେରର୍ କମ୍ପାନୀର ଭୟଙ୍କର ସତ

ହରିଆନାରୁ ଗିରଫ ହୋଇଛନ୍ତି ୪ ଆତଙ୍କବାଦୀ । ଏହି ଆତଙ୍କବାଦୀଙ୍କୁ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଭାରତକୁ ପଠାଇଥିଲା । ଉଦ୍ଧେଷ୍ୟ ଥିଲା ଭାରତରେ ଆତଙ୍କ ସୃଷ୍ଟି କରିବା । ଆଇଏସଆଇ ପାଇଁ ଏହା କିଛି ନୂଆ ନୁହେଁ । କାଶ୍ମୀର, ପଂଜାବରେ ଆତଙ୍କବାଦଠାରୁ ମୁମ୍ବାଇରେ ଅଣ୍ଡରୱାର୍ଲଡ୍ ମାଧ୍ୟମରେ ଆତଙ୍କବାଦୀ ବିସ୍ଫୋରଣ କରାଇବାର ପୁରୁଣା ରେକର୍ଡ୍ ଆଇଏସଆଇ ନାମରେ ରହିଛି । ବିଶ୍ୱର ହାତଗଣତି ଦକ୍ଷ କିନ୍ତୁ କୁଖ୍ୟାତ ଗୁଇନ୍ଦା ଏଜେନ୍ସିଙ୍କ ମଧ୍ୟରୁ ଗୋଟିଏ ହେଉଛି …

ଆଇଏସଆଇ କେମିତି ଚଳାଏ ଆତଙ୍କ କାରଖାନା ? ଜାଣନ୍ତୁ ଟେରର୍ କମ୍ପାନୀର ଭୟଙ୍କର ସତ Read More »

taliban, afghanistan war, taliban commando force, badri 313, pakistan trained taliban, pakistan army, battle of badr, prophet mohammad, quran, rising odisha

ବଦ୍ରୀ-୩୧୩ : ତାଲିବାନର କମାଣ୍ଡୋ ଫୋର୍ସ, ଯାହାକୁ ଟ୍ରେନିଂ ଦେଇଛି ପାକିସ୍ତାନ

ତାଲିବାନ ଆତଙ୍କବାଦୀ କହିଲେ ଆଖି ଆଗକୁ ଆସିଯାଏ ସାଲୱାର କମିଜ ପିନ୍ଧିଥିବା , ମୁଣ୍ଡରେ ପଗଡି ଓ ହାତରେ ଏକ-୪୭ ଧରିଥିବା ଏଭଳି ବ୍ୟକ୍ତିର ଚିତ୍ର ଯାହାକୁ ଦେଖିଲେ ଲାଗିବ ସମୟ ୧୪ଶହ ବର୍ଷ ପଛକୁ ଚାଲିଯାଇଛି । ନିକଟରେ କାବୁଲ ତାଲିବାନ ହାତରେ ପଡିବା ପରେ ଏହା କ୍ୟାଡର ବଡ଼ ବଡ଼ ମଲ ଦେଖି ଆବାକାବା ହେଇଯାଉଛନ୍ତି । ସେମାନେ ଆଇସକ୍ରିମ୍ ଖାଉଛନ୍ତି, ପିଲାଙ୍କ ଦୋଳିରେ ଝୁଲୁଛନ୍ତି । ତାଲିବାନ ଆତଙ୍କାଦୀଙ୍କ ଏହି ରୂପ ଦେଖି …

ବଦ୍ରୀ-୩୧୩ : ତାଲିବାନର କମାଣ୍ଡୋ ଫୋର୍ସ, ଯାହାକୁ ଟ୍ରେନିଂ ଦେଇଛି ପାକିସ୍ତାନ Read More »

Pok, Pakistan occupied kashmir, elections in PoK, islamabad elections, kashmir, imran khan, pakistan prime minister, Indian army, rising odisha

କାଶ୍ମୀରଠାରୁ ଆକାରରେ ତିନିଗୁଣ ବଡ଼ ଅଂଚଳ ଉପରେ ଅଛି ପାକିସ୍ତାନର କବଜା, ଯେଉଁଠି ନିକଟରେ ଇସଲାମାବାଦ କରାଇଛି ବେଆଇନ୍ ନିର୍ବାଚନ

ନୂଆଦିଲ୍ଲୀ: ନିକଟରେ ପାକ୍ ଅଧିକୃତ କାଶ୍ମୀରରେ ପାକିସ୍ତାନ ନିର୍ବାଚନ କରାଇଛି । ଏହି ନିର୍ବାଚନରେ ଇମ୍ରାନଙ୍କ ଦଳ ବ୍ୟାପକ ଅନିୟମିତତା କରିଥିବା ବିରୋଧୀଙ୍କ ଅଭିଯୋଗ । ତେବେ ଏହି ଅଂଚଳ ଯାହାକୁ ଭାରତ ପାକ୍ ଅଧିକୃତ ଓ ପାକିସ୍ତାନ ଆଜାଦ୍ କାଶ୍ମୀର ବୋଲି କୁହେ, ତାହା ଆକାରରେ ଭାରତୀୟ କାଶ୍ମୀରଠାରୁ ତିନି ଗୁଣ ବଡ । ସାମ୍ବିଧାନିକ ଭାବେ ପାକ୍ ଅଧିକୃତ କାଶ୍ମୀର ଭାରତୀୟ ଅଂଚଳ । କିନ୍ତୁ ୧୯୪୮ ମସିହାର ଯୁଦ୍ଧ ପରଠାରୁ ଏହା ପାକିସ୍ତାନ …

କାଶ୍ମୀରଠାରୁ ଆକାରରେ ତିନିଗୁଣ ବଡ଼ ଅଂଚଳ ଉପରେ ଅଛି ପାକିସ୍ତାନର କବଜା, ଯେଉଁଠି ନିକଟରେ ଇସଲାମାବାଦ କରାଇଛି ବେଆଇନ୍ ନିର୍ବାଚନ Read More »

pakistan, pakistan army, pakistan general, biggest land grabber, richest pakistan army, rising odisha

ପାକିସ୍ତାନର ସବୁଠୁ ବଡ କର୍ପୋରେଟ୍ ହାଉସ୍ ହେଉଛି ପାକ୍ ସେନା ! ସେନା ପାଖରେ ଅଛି ସବୁଠାରୁ ଅଧିକ ଜମି

ପଶ୍ଚିମ ଏସିଆରେ ଗୋଟିଏ ଦେଶ ଅଛି । ଦେଶର ନାମ ହେଉଛି ଲେବାନନ । ୧୯୮୦ରୁ ଏହି ଦେଶରେ ଗୃହଯୁଦ୍ଧ ଚାଲିଛି । ଯୁଦ୍ଧ ଭିତରେ ଲେବାନନ ଅର୍ଥନୀତି ଭୁସୁଡି ପଡିଛି । ଯାହାର ପ୍ରଭାବ ଲେବାନନ୍ ସେନା ଉପରେ ମଧ୍ୟ ପଡିଛି । ଲେବାନନ ସେନା ଅର୍ଥାଭାବ କାରଣରୁ ଏବେ ଆୟର ନୂଆ ସ୍ରୋତ ଖୋଜୁଛି । ଏହି କ୍ରମରେ ଲେବାନନ ସେନା ଏବେ ନିଜ ହେଲିକପ୍ଟରରେ ବେସାମରିକ ନାଗରିକଙ୍କୁ ଭଡାର ନେଉଛି । ସେନା …

ପାକିସ୍ତାନର ସବୁଠୁ ବଡ କର୍ପୋରେଟ୍ ହାଉସ୍ ହେଉଛି ପାକ୍ ସେନା ! ସେନା ପାଖରେ ଅଛି ସବୁଠାରୁ ଅଧିକ ଜମି Read More »

Scroll to Top
Close Bitnami banner
Bitnami