Browsing Tag

NGO

ରାଜେଶ ଓ ବିମଳଙ୍କ ବଦାନ୍ୟତା

କରୋନା ମହାମାରୀର ମାୟାଜାଲରେ ଛନ୍ଦି ହୋଇପଡ଼ିଛି ସାରା ବିଶ୍ୱ । ଜୀବନ ମରଣର ଦୋଛକିରେ ମଣିଷ । ବଂଚିବା ପାଇଁ କରିଚାଲିଛି ଅହରହ ସଂଗ୍ରାମ । ସଂଗ୍ରାମର ମହାମୁକାବିଲାରେ ଅକ୍ସିଜେନ ନେଇଛି  ନିର୍ଣ୍ଣାୟକ ଭୂମିକା । ଏପରି ଏକ ଘଡ଼ିସନ୍ଧି ମୂହୂର୍ତରେ ଅକ୍ସିଜେନ ଯୋଗାଇ ଜୀବନ ବିକଳରେ ଛଟପଟ
Read More...

କରୋନା ପାଇଁ ଜଳ ନଷ୍ଟ,ଜାଣନ୍ତୁ ହାତ ଧୋଇବାରୁ ନଷ୍ଟ ହେଉଥିବା ପାଣିର କେମିତି କରିବେ ସଂରକ୍ଷଣ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ମହାମାରୀ ଆରମ୍ଭ କାଳରୁ ହାତ ଧୋଇବାକୁ ସତର୍କ କରାଇ ଆସୁଛି । ସାବୁନରେ ହାତ ଧୋଇଲେ କରୋନା ସଂକ୍ରମଣର ଆଶଙ୍କା କମିଯାଏ । ତେବେ ବାରମ୍ବାର ସାବୁନରେ ହାତ ଧୋଇବା ଦ୍ୱାରା ପାଣି ମଧ୍ୟ ନଷ୍ଟ ହୋଇଥାଏ । ଭାରତର ଅନେକ ସହର ଓ ଗାଁରେ ପାଣି ସମସ୍ୟା ବିକଟାଳ ।
Read More...
Close Bitnami banner
Bitnami