navjot singh sidhu

navjot singh sidhu, punjab cm face, congress punjab, rahul gandhi, punjab cm, charanjit singh channi, rising odisha, odia blog

ପଂଜାବରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସିଦ୍ଧୁଙ୍କ ବଦଳରେ ଚନ୍ନିଙ୍କୁ କାହିଁକି ବାଛିଲା କଂଗ୍ରେସ ?

ପଂଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛି । ନବଜ୍ୟୋତ ସିଦ୍ଧୁଙ୍କ ବଦଳରେ କଂଗ୍ରେସ ହାଇକମାଣ୍ଡ୍ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କୁ ବିଶ୍ୱାସ କରିଛନ୍ତି । ଏବେ ଦଳ ଚନ୍ନିଙ୍କୁ କ୍ୟାପ୍ଟେନ୍ କରି ନିର୍ବାଚନ ଲଢିବ । ଏମିତିରେ ପ୍ରଶ୍ନ ଉଠିପାରେ ଚନ୍ନିଙ୍କ ଉପରେ ବାଜି ଲଗାଇବାକୁ କଂଗ୍ରେସ ହାଇକମାଣ୍ଡ୍ କାହିଁକି ମନସ୍ଥିର କଲେ , ଆସନ୍ତୁ ଜାଣିବା.. ରାହୁଲ ଗାନ୍ଧୀ ରବିବାର ଦିନ ଲୁଧିଆନାରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ …

ପଂଜାବରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସିଦ୍ଧୁଙ୍କ ବଦଳରେ ଚନ୍ନିଙ୍କୁ କାହିଁକି ବାଛିଲା କଂଗ୍ରେସ ? Read More »

punjab elections 2022, punjab congress crisis, navjot sidhu, captain amarinder singh, rising odisha, odia blog

ସିଦ୍ଧୁଙ୍କୁ ମନ୍ତ୍ରୀ କରିବା ପାଇଁ ସୁପାରିସ କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ପୂର୍ବତନ ସଭାପତି କ୍ୟାପ୍ଟେନ୍ ଅମରିନ୍ଦର ସିଂହ ନବଜ୍ୟୋତ ସିଂହ ସିଦ୍ଧୁଙ୍କ ବିରୋଧରେ ବଡ଼ ଧରଣର ଅଭିଯୋଗ ଆଣିଛନ୍ତି । ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କ୍ୟାପ୍ଟେନ୍ ଦାବି କରିଛନ୍ତି ଯେ, ପଂଜାବ ନିର୍ବାଚନ ପରେ ପରେ ତାଙ୍କ ପାଖକୁ ପାକିସ୍ତାନରୁ ସନ୍ଦେଶ ଆସିଥିଲା । ଯେଉଁ ସନ୍ଦେଶରେ ସିଦ୍ଧୁଙ୍କୁ ମନ୍ତ୍ରୀ କରିବାକୁ କୁହାଯାଇଥିଲା । ଅମରିନ୍ଦର ସିଂହ କହିଛନ୍ତି ଯେ, ତାଙ୍କୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ …

ସିଦ୍ଧୁଙ୍କୁ ମନ୍ତ୍ରୀ କରିବା ପାଇଁ ସୁପାରିସ କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ Read More »

navjot singh sidhu, sidhu, congress highcommand, sidhu political career, sidhu cricket career, sidhu vs azharuddin, sidhu vs amarinder singh, punjab congress chief, sonia gandhi, sidhu resigns, rising odisha

କ୍ରିକେଟ୍ କ୍ୟାପ୍ଟେନଙ୍କ ବିରୋଧରେ ବିଦ୍ରୋହ କରିଥିବା ସିଦ୍ଧୁଙ୍କର ରହିଛି ହାଇକାଣ୍ଡଙ୍କ ବିରୋଧରେ ଯିବାର ଲମ୍ବା ଇତିହାସ

ନବଜ୍ୟୋତ ସିଂ ସିଦ୍ଧୁ । ଏହି ଗୋଟିଏ ନାମ ଗତ ଏକ ମାସ ଧରି ରାଜନୈତିକ ମହଲରେ ଯେତିକି ଚର୍ଚ୍ଚା ସାଉଁଟୁଛି ତାହା ଆଉ କାହା ଭାଗ୍ୟରେ ଯୁଟିନାହିଁ । ଗାନ୍ଧି ଫ୍ୟାମିଲିର ପୁରୁଣା ମିତ୍ର କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କୁ କ୍ଷମତାରୁ ହଟାଇବାରେ ସଫଳ ହୋଇଥିବା ସିଦ୍ଧୁ ମାତ୍ର ଦିନ କେଇଟାରେ କଂଗ୍ରେସକୁ ଏମିତି ହରଡଘଣାରେ ପକାଇଛନ୍ତି ଯେ, ଦଳ ପଡୁଛି ଉଠୁଛି । ରାହୁଲ, ପ୍ରିୟଙ୍କା ପାଇଁ ରାଜନୈତିକ ସଂକଟ ସୃଷ୍ଟି କରିଥିବା ସିଦ୍ଧୁ ଯଦି …

କ୍ରିକେଟ୍ କ୍ୟାପ୍ଟେନଙ୍କ ବିରୋଧରେ ବିଦ୍ରୋହ କରିଥିବା ସିଦ୍ଧୁଙ୍କର ରହିଛି ହାଇକାଣ୍ଡଙ୍କ ବିରୋଧରେ ଯିବାର ଲମ୍ବା ଇତିହାସ Read More »

Scroll to Top
Close Bitnami banner
Bitnami