indian it professionals in myanmar , myanmar cyber attack, indian it professionals , odiablog, Rising odisha

ମିଆଁମାରରେ ସାଇବର ମାଫିଆ ପାଖରେ ବନ୍ଧା ପଡ଼ିଛନ୍ତି ୧୧ ହଜାର ଆଇଟି ପ୍ରଫେସନାଲ

ମିଆମାରରେ ଏକ ହଜାରରୁ ଅଧିକ ଭାରତୀୟ IT ପ୍ରଫେସନାଲ ବନ୍ଧକ ପଡିଛନ୍ତି । ମିଆଁମାର ଓ ଚୀନର ମାଫିଆ ଏହି ଭାରତୀୟ ଆଇଟି ପ୍ରଫେସନାଲ ମାନଙ୍କୁ ମୋଟା ଅଙ୍କର ଦରମା ଲୋଭ ଦେଖାଇ ଫସେଇଥିଲା । ଏବେ ସେଠାରେ ଏମାନଙ୍କୁ ସାଇବର କ୍ରାଇମ ଲାଗି ବ୍ୟବହାର କରାଯାଉଛି । ଦିନକୁ ୧୮ ଘଣ୍ଟାରୁ ଅଧିକ ଖଟାଯାଉଛି । ଜେଲରେ କଏଦୀ ଭଳି ରହୁଥିବା ଏହି ଭାରତୀୟ ଆଇଟି ପ୍ରଫେସନାଲଙ୍କୁ ସାଇବର କ୍ରାଇମ୍ ପାଇଁ ବ୍ୟବହାର କରାଯାଉଛି । …

ମିଆଁମାରରେ ସାଇବର ମାଫିଆ ପାଖରେ ବନ୍ଧା ପଡ଼ିଛନ୍ତି ୧୧ ହଜାର ଆଇଟି ପ୍ରଫେସନାଲ Read More »