manish sisodia delhi news, aap party delhi latest news, manish sisodia recent news, odia blog, rising odisha

ସିସୋଦିଆଙ୍କ ଗିରଫଦାରୀ AAPକୁ ବ୍ୟାକଫୁଟକୁ ଟାଣିବ,କେଜ୍ରିୱାଲଙ୍କ ନ୍ୟାସନାଲ ସ୍ୱପ୍ନକୁ ଝଟକା

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି । ସୋମବାରଠାରୁ ସେ ୫ ଦିନ ପାଇଁ ସିବିଆଇ ହେପାଜତରେ ରହିବ । ସିସୋଦିଆଙ୍କ ଗିରଫଦାରୀ କେବଳ ଖାଲି ଏକ ଗିରଫଦାରୀ ନୁହେଁ । ଏହା ମଧ୍ୟ କେଜ୍ରିୱାଲଙ୍କ ନ୍ୟାସାନାଲ୍ ପ୍ଲେୟାର ହେବା ସ୍ୱପ୍ନକୁ ଝଟକା । ସିସୋଦିଆଙ୍କ ଗିରଫଦାରୀ ଆପ୍,ଦିଲ୍ଲୀ ସରକାର ଓ କେଜ୍ରିୱାଲଙ୍କ ପାଇଁ ବିରାଟ ଧକ୍କା । କାରଣ ସିସୋଦିଆଙ୍କ ବିକଳ୍ପ ନା ସରକାର ନା ଦଳ ନା କେଜ୍ରିୱାଲ କାହା ପାଖରେ …

ସିସୋଦିଆଙ୍କ ଗିରଫଦାରୀ AAPକୁ ବ୍ୟାକଫୁଟକୁ ଟାଣିବ,କେଜ୍ରିୱାଲଙ୍କ ନ୍ୟାସନାଲ ସ୍ୱପ୍ନକୁ ଝଟକା Read More »