baba kalicharan, chattisgarh dharma sansad, congress and bjp link, mahatma gandhi, nathuram godse, kalicharan maharaj controversy, chattisgarh raipur, rising odisha

ଛତିସଗଡ଼ ଧର୍ମ ସଂସଦର ଆୟୋଜକ କିଏ ? ବିଜେପି ନା କଂଗ୍ରେସ ?

ଛତିଶଗଡ଼ର ରାୟପୁରରେ ଆୟୋଜିତ ଧର୍ମ ସଂସଦରେ ମହାରାଷ୍ଟ୍ରର ସାଧୁ କାଳିଚରଣ ମହାରାଜଙ୍କ ମହାତ୍ମା ଗାନ୍ଧିଙ୍କୁ ନେଇ ଦିଆଯାଇଥିବା ବକ୍ତବ୍ୟକୁ ନେଇ ଦେଶ ବ୍ୟାପି ତିବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । କାଲିଚଣଙ୍କ ନାଥୁରାମ ଗଡ଼ସେଙ୍କ ମହିମାଗାନ ଓ ଗାନ୍ଧିଙ୍କ ପ୍ରତି ଅସଭ୍ୟ ଶବ୍ଦ ପ୍ରୟୋଗକୁ ନେଇ ଥାନାରେ ମାମଲା ମଧ୍ୟ ରୁଜ୍ଜ ହୋଇଛି । ତେବେ ଏହା ଭିତରେ କାଳିଚରଣ କିନ୍ତୁ ନିଜ ବୟାନରୁ ହଟିବାକୁ ପ୍ରସ୍ତୁତ ନାହାନ୍ତି । ସେ କହି ସାରିଛନ୍ତି ଯେ, ଯାହା …

ଛତିସଗଡ଼ ଧର୍ମ ସଂସଦର ଆୟୋଜକ କିଏ ? ବିଜେପି ନା କଂଗ୍ରେସ ? Read More »