japan

China, Japan, chinese army, china navy, one child policy in china, chinese army low confidence, Indian army, rising odisha

ଯୁଦ୍ଧ ହେଲେ ଚୀନ୍ ନୌସେନା ବନ୍ଦର ଛାଡିବ ନାହିଁ, କାହିଁକି ଏମିତି ଦାବି କଲା ଜାପାନ ?

ଚୀନ୍ ନିଜ ଅସ୍ତ୍ରଭଣ୍ଡାରରେ ଆଧୁନିକ ଓ ବିପଜ୍ଜନକ ଅସ୍ତ୍ର ମହଜୁଦ କରିବାରେ ଲାଗିଛି । ଅଧିକରୁ ଅଧିକ ଜାହାଜ ତିଆରି କରୁଛି । ପରମାଣୁ ବୁଡାଜାହଜକୁ ମୁତ୍ତୟନ କରୁଛି । ଡ୍ରାଗନ ସେନା ପାଖରେ ସବୁ ଅଛି କିନ୍ତୁ ଖାଲି ନାହିଁ ଆତ୍ମବିଶ୍ୱାସ । ଏମିତି ଦାବି କରିଛି ଜାପାନ । ଜାପାନର ଦାବି ଯେ, ଚୀନ ବଡ଼ ବଡ଼ ଯୁଦ୍ଧ ଜାହାଜ ତିଆରି କରୁଛି, ମିଶାଇଲ ଲଂଚ୍ କରୁଛି ସତ କିନ୍ତୁ ପ୍ରକୃତ ଯୁଦ୍ଧ ବେଳେ …

ଯୁଦ୍ଧ ହେଲେ ଚୀନ୍ ନୌସେନା ବନ୍ଦର ଛାଡିବ ନାହିଁ, କାହିଁକି ଏମିତି ଦାବି କଲା ଜାପାନ ? Read More »

japan, hiroshima, nagasaki, fatman, little boy, USA, america, atomic bomb, nuclear bombs, 76 years ago, second world war, truman, rising odisha

ପରମାଣୁ ବୋମା ପକାଇବା ପାଇଁ ଆମେରିକା କ’ଣ ପାଇଁ ହିରୋସିମା ଓ ନାଗାସାକୀକୁ ବାଛିଥିଲା ?

ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାନକ ଅନ୍ତର କାହାଣୀ କୁହେ ଜାପାନର ହିରୋସିମା ଓ ନାଗାସାକୀ ଉପରେ ଆମେରିକାର ପରମାଣୁ ବୋମାମାଡ । ଅଗଷ୍ଟ ୬ର ହିରୋସିମା ଉପରେ ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା । ଏହାର ତିନି ଦିନ ପରେ ଅର୍ଥାତ ଅଗଷ୍ଟ ୯ ତାରିଖରେ ନାଗାସାକୀ ଉପରେ ଦ୍ୱିତୀୟ ପରମାଣୁ ବୋମା ପଡିଥିଲା । ଯେଉଁଥିରେ ଲକ୍ଷାଧିକ ପ୍ରାଣ ହରାଇଥିଲେ । ଏହାଭିତରେ ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ପରମାଣୁ ଆକ୍ରମଣର ଭୟାବହତାକୁ ବିଶ୍ୱ ଭୁଲି …

ପରମାଣୁ ବୋମା ପକାଇବା ପାଇଁ ଆମେରିକା କ’ଣ ପାଇଁ ହିରୋସିମା ଓ ନାଗାସାକୀକୁ ବାଛିଥିଲା ? Read More »

olympic medal, gold medal, gold weighs, tokyo olympics, japan, India gold medalists, gold medals, silver medals, bronze medals. rising odisha

ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକରେ କେତେ ସୁନା ଥାଏ ? ଜାଣନ୍ତୁ ଉତ୍ତର

ଟୋକିଓ ଅଲମ୍ପିକ୍ସର ଆରମ୍ଭ ହୋଇ ସାରିଛି । ଅନେକ ଖେଳରେ ଭାରତୀୟ ଖେଳାଳୀ ଅଂଶ ଗ୍ରହଣ କରୁଛନ୍ତି । ଏପର୍ଯ୍ୟନ୍ତ ଭାରତ ଭାଗରେ ଗୋଟିଏ ରୌପ୍ୟ ପଦକ ଆସିଛି । ଅଲମ୍ପିକ୍ ଖେଳ ବେଳେ ଆମ ନଜର ସାଧାରଣତଃ ପଦକ ତାଲିକା ଉପରେ ଥାଏ । ଆମେରିକା, ଚୀନ୍ ଓ ଋଷ ଭଳି ଦେଶ ପଦକ ତାଲିକା ଉପରେ କବଜା ଜମେଇ ରଖୁଥିବା ବେଳେ ଭାରତ ଭଳି ଦେଶଙ୍କ ପାଇଁ ପଦକ ମରୁଡି ପଡିଥାଏ । ସବୁ …

ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକରେ କେତେ ସୁନା ଥାଏ ? ଜାଣନ୍ତୁ ଉତ୍ତର Read More »

population control bill, one child policy, Uttar pradesh population control, yogi adityanath, two child policy in India, population control bill in India, total fertility rate, rising odisha

‘ଏକ ଶିଶୁ‘ ନୀତି ଆପଣାଇଲେ ଭାରତ ପାଇଁ କ’ଣ ରହିବ ସାଇଡ୍ ଇଫେକ୍ଟ ?

ଉତ୍ତର ପ୍ରଦେଶ ରାଜ୍ୟ ଆଇନ ଆୟୋଗ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ଚିଠା ଉପରେ ଲୋକଙ୍କ ମତାମତ ମାଗିଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ନୂଆ ଜନସଂଖ୍ୟା ନୀତିର ଘୋଷଣା ହୋଇଛି । ଏହି ନୀତି ଅନୁସାରେ ଦୁଇରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରି ସହିତ ସ୍ଥାନୀୟ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲାଗୁ ପାଇଁ କୁହାଯାଇଛି । ଏହା ସହିତ ଏଥିରେ ଗୋଟିଏ ପରିବାର ଗୋଟିଏ ଶିଶୁ ଉପରେ ଜୋର ଦିଆଯାଇଛି । ତେବେ ଏହି …

‘ଏକ ଶିଶୁ‘ ନୀତି ଆପଣାଇଲେ ଭାରତ ପାଇଁ କ’ଣ ରହିବ ସାଇଡ୍ ଇଫେକ୍ଟ ? Read More »

iceland, four day work week, iceland government, 4-day work week trial, rising odisha

ଆଇସଲ୍ୟାଣ୍ଡରେ ସପ୍ତାହକୁ ୪ ଦିନ କାମ ପ୍ରୟୋଗକୁ କାହିଁକି ମିଳିଲା ବଡ଼ ସଫଳତା ? ଜାଣନ୍ତୁ

କରୋନା ଅଫିସ କାର୍ଯ୍ୟଶୈଳିକୁ ସଂପୂର୍ଣ୍ଣ ବଦଳାଇ ଦେଇଛି । କରୋନା କାରଣରୁ ଅନେକ ଦେଶର କମ୍ପାନୀ ନିଜ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମର ବିକଳ୍ପ ଦେଇଥିଲେ । ୱାର୍କ୍ ଫ୍ରମ୍ ହୋମର ସଫଳତାକୁ ନେଇ ବିବାଦ ଥାଇ ପାରେ କିନ୍ତୁ ଏହା ସତ ଯେ, କାମ କରିବାର ତରିକାକୁ କିନ୍ତୁ ଏହା ବଦଳାଇ ଦେଇଛି । ଏବେ କିନ୍ତୁ ଲାଗୁଛି ଏଥିରେ ମଧ୍ୟ ପରିବର୍ତ୍ତନ ଆସିପାରେ । କିଛି ବଡ଼ କମ୍ପାନୀ ନିଜ କର୍ମଚାରୀଙ୍କୁ ସପ୍ତାହରେ ୪ …

ଆଇସଲ୍ୟାଣ୍ଡରେ ସପ୍ତାହକୁ ୪ ଦିନ କାମ ପ୍ରୟୋଗକୁ କାହିଁକି ମିଳିଲା ବଡ଼ ସଫଳତା ? ଜାଣନ୍ତୁ Read More »

Scroll to Top
Close Bitnami banner
Bitnami