indian air force

agnipath scheme, agniveer yojana, indian army, indian air force, indian navy, odia blog. agnipath scheme protests, rising odisha

ଜୋସ୍ +ହୋସ୍ = ଅଗ୍ନିବୀର, ମୋବାଇଲ ଓ ବୋମା ଦ୍ୱାରା କ’ଣ ବୁଝାଇଲା ସେନା ?

ଦେଶବ୍ୟାପୀ ଅଗ୍ନିପଥ ଯୋଜନାକୁ ନେଇ ବିଭିନ୍ନ ରାଜ୍ୟରେ ହିଂସତ୍ମକ ପ୍ରଦର୍ଶନ ଜାରି ରହିଛି । ଏହାରି ଭିତରେ ରବିବାର ଦିନ ତିନି ସେନାର ମିଳିତ ସାମ୍ବାଦିକ ସମ୍ମିଳନୀରେ ଆଶାୟୀ ସୈନିକଙ୍କୁ ଅଗ୍ନିପଥ ଯୋଜନା ବାବଦରେ ବୁଝାଇଛନ୍ତି । ଏହା ସହିତ ଚେତାବନୀ ଦେଇଛନ୍ତି ଯେ, ପୋଲିସ ଫାଇଲ୍ କ୍ଲିନ୍ ନଥିଲେ ସେନାରେ ଚାକିରି ମିଳିବ ନାହିଁ । କ’ଣ ପାଇଁ ସେନା ଅଗ୍ନିପଥ ଯୋଜନାକୁ ଗ୍ରହଣ କଲା ତାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଶଦ ଆଲୋଚନା କରିଥିଲେ …

ଜୋସ୍ +ହୋସ୍ = ଅଗ୍ନିବୀର, ମୋବାଇଲ ଓ ବୋମା ଦ୍ୱାରା କ’ଣ ବୁଝାଇଲା ସେନା ? Read More »

indias rafale vs pakistan jf 17, indias fighter jets, pakistan fighter jets, indian air force, pak air force, tejas fighter jets, rising odisha, odia blog

ପାକିସ୍ତାନର ନାହିଁ JF-17 ଉପରେ ଭରସା, ଯୁଦ୍ଧ ହେଲେ ଭାରି ପଡିବ ରାଫେଲ

ବେଜିଂରୁ ଇସଲାମାବାଦ ଫେରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ 50 JF-17 ବ୍ଲକ୍ ଥ୍ରି ଯୁଦ୍ଧ ବିମାନ କିଣିବା ଶେଷ ପର୍ଯ୍ୟାୟରେ । ପାକିସ୍ତାନ ସରକାର JF-17କୁ ବଢ଼େଇ ଚଢ଼େଇ ଉପସ୍ଥାପନ କରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହାକୁ S-400 ସହିତ ତୁଳନା କରାଯାଉଛି । ଅବଶ୍ୟ ବିଶେଷଜ୍ଞଙ୍କ କହିବା ହେଉଛି JF-17 ଓ S-400 ମଧ୍ୟରେ ଆକାଶ ପାତାଳ ତଫାତ୍ ରହିଛି । S-400 ଏୟର ଡିଫେନ୍ସ ସିଷ୍ଟମକୁ ମୁକାବିଲା କରିପାରିବ …

ପାକିସ୍ତାନର ନାହିଁ JF-17 ଉପରେ ଭରସା, ଯୁଦ୍ଧ ହେଲେ ଭାରି ପଡିବ ରାଫେଲ Read More »

India and USA, sign pact, agreement, drone design, DRDO, Indian air force, rising odisha

କ୍ଷପଣାସ୍ତ୍ର ଭଳି ଆକାଶରୁ ଲଂଚ୍ ହେବ ଡ୍ରୋନ୍, ଆମେରିକା ସହିତ ଭାରତ କଲା ଚୁକ୍ତି

ଭାରତୀୟ ବାୟୁସେନା ଏବେ ଆକାଶରୁ କ୍ଷପଣାସ୍ତ୍ର ଭଳି ଡ୍ରୋନକୁ ମଧ୍ୟ ଲଂଚ୍ କରିପାରିବ । ଏହି ଡ୍ରୋନ୍ ମାନବ ବିହୀନ ହେବ । ଯାହାକୁ ବାୟୁସେନା ଆକାଶରୁ ହିଁ ଲଂଚ୍ କରିପାରିବ । ଭାରତୀୟ ବାୟୁସେନା ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏଭଳି ଡ୍ରୋନ୍ ତିଆରି ପାଇଁ ଭାରତ ଓ ଆମେରିକା ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଦୁଇ ଦେଶ ଏଥିପାଇଁ ଦ୍ୱିପାକ୍ଷିକ ବୈଶୟିକ ଜ୍ଞାନ ଓ ବ୍ୟବସାୟିକ ଉଦ୍ୟମ (DDTI) ଅନ୍ତର୍ଗତରେ ୧୧ …

କ୍ଷପଣାସ୍ତ୍ର ଭଳି ଆକାଶରୁ ଲଂଚ୍ ହେବ ଡ୍ରୋନ୍, ଆମେରିକା ସହିତ ଭାରତ କଲା ଚୁକ୍ତି Read More »

indian air force, garuda commando, garuda commando force, garuda astra, rising odisha, bayusena

ବାୟୁସେନାର ଗରୁଡ଼ କମାଣ୍ଡୋ: ଜଳ, ସ୍ଥଳ ଓ ଆକାଶରେ କରିପାରନ୍ତି ଆକ୍ରମଣ

ପଠାଣକୋଟରେ ଆତଙ୍କବାଦୀଙ୍କୁ ସେମାନେ ବୁଝୁଥିବା ଭାଷାରେ ଉତ୍ତର ହେଉ କି କାଶ୍ମୀରରେ କୁପବାଡା । ସବୁ ସ୍ଥାନରେ ବାୟୁସେନାର ଗରୁଡ କମାଣ୍ଡୋ ନିଜ ଶକ୍ତି ଓ ସାମର୍ଥ୍ୟ ଦେଖାଇଛନ୍ତି । ତେଣୁ ସେମାନଙ୍କୁ ଦେଶର ଗୌରବ ବୋଲି ମଧ୍ୟ କୁହାଯାଇଥାଏ । ଆଜି ଗରୁଡ କମାଣ୍ଡୋଙ୍କ କଥା ଉଠିବାର କାରଣ ହେଉଛି ଏବେ ବାୟୁସେନାର ସ୍ପେଶାଲ ଫୋର୍ସେସର ୬୯ ଜଣ ନୂଆ ଗରୁଡ କମାଣ୍ଡୋ ନିଜ ଟ୍ରେନିଂ ସାରିଛନ୍ତି । ଗରୁଡ କମାଣ୍ଡୋଙ୍କୁ ଦୁନିଆର ହାତଗଣତି ସ୍ପେଶାଲ …

ବାୟୁସେନାର ଗରୁଡ଼ କମାଣ୍ଡୋ: ଜଳ, ସ୍ଥଳ ଓ ଆକାଶରେ କରିପାରନ୍ତି ଆକ୍ରମଣ Read More »

drone attack, jammu air base, indian air base, drone bomb attacks, jammu airport drone attack, jammu airport blast, NIA, rising odisha

ଲୋ’ କଷ୍ଟ୍ ଅସ୍ତ୍ର ଭାବେ ଉଭା ହେଉଛି ଡ୍ରୋନ୍ ବୋମା, ଜମ୍ମୁ ଆକ୍ରମଣ ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଜମ୍ମୁ ଘାଟି ଉପରେ ଡ୍ରୋନ୍ ଆକ୍ରମଣରେ ବଡ଼ ଧରଣର କ୍ଷତି ହୋଇନାହିଁ ସତ କିନ୍ତୁ ଏହା ସୁରକ୍ଷା ଏଜେନ୍ସୀଙ୍କ ନିଦ ଉଡାଇ ଦେଇଛି କିମ୍ବା ଡ୍ରୋନକୁ ନେଇ ସେମାନଙ୍କ ନିଦ ଭାଙ୍ଗି ଦେଇଛି । କାରଣ କିଛି ସମୟ ହେଲା କେବଳ ଭାରତ ନୁହେଁ ପୁରା ଦୁନିଆରେ ‘ଡ୍ରୋନ୍ ଆଟାକ’ ଆତଙ୍କବାଦୀଙ୍କ ନୂଆ ହତିଆର ପାଲଟିଛି । ଏଥିରେ ଖର୍ଚ୍ଚ କମ, ସଫଳତା ହାର ଅଧିକ ଥିବାରୁ ଆତଙ୍କବାଦୀ ଡ୍ରୋନକୁ ହତିଆର ଭାବେ …

ଲୋ’ କଷ୍ଟ୍ ଅସ୍ତ୍ର ଭାବେ ଉଭା ହେଉଛି ଡ୍ରୋନ୍ ବୋମା, ଜମ୍ମୁ ଆକ୍ରମଣ ଭାରତ ପାଇଁ ସତର୍କ ଘଣ୍ଟି Read More »

Scroll to Top
Close Bitnami banner
Bitnami