tawang clash news, tawang clash news 2022, tawang clash india china,OdiaBlog, RisingOdisha

ଆଗରୁ ଖବର ଥିଲା,ନିର୍ଦ୍ଧୁମ ଛେଚା ଖାଇ ଦୌଡ଼ିଲେ ଚୀନ୍ ସୈନିକ

ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ପିଏଲଏ ବା ପିପୁଲ’ସ ଲିବରେସନ୍ ଆର୍ମି ଅନୁପ୍ରବେଶ କରି ଜୋରଦାର ଝଟକା ପାଇଛି । ଡିସେମ୍ବର ୯ ତାରିଖ ଦିନ ପିଏଲଏର ସୈନିକ ତୱାଙ୍ଗ ଘାଟି ମଧ୍ୟକୁ ଅନୁପ୍ରବେଶ କରି ଭାରତୀୟ ସୈନିକଙ୍କ ସହିତ ଝଗଡ଼ା କରିଥିଲେ । କିନ୍ତୁ ସେମାନଙ୍କ ପାଇଁ ବାଜି ଓଲଟା ପଡ଼ିଥିଲା । ଗଲୱାନ ଘାଟି ଷଡ଼ଯନ୍ତ୍ର ବିଶୟରେ ଅନଭିଜ୍ଞ ଥିବା ଭାରତୀୟ ସେନା ୨୦୨୦ରେ ୨୦ ଜଣ ସୈନିକଙ୍କ ହରାଇଥିଲା । କିନ୍ତୁ ଏଥର ଭାରତୀୟ …

ଆଗରୁ ଖବର ଥିଲା,ନିର୍ଦ୍ଧୁମ ଛେଚା ଖାଇ ଦୌଡ଼ିଲେ ଚୀନ୍ ସୈନିକ Read More »