haqqani network

isi, terrorists, pakistan isi, isi agent, odia blog, pakistan army, rising odisha

ଆଇଏସଆଇ କେମିତି ଚଳାଏ ଆତଙ୍କ କାରଖାନା ? ଜାଣନ୍ତୁ ଟେରର୍ କମ୍ପାନୀର ଭୟଙ୍କର ସତ

ହରିଆନାରୁ ଗିରଫ ହୋଇଛନ୍ତି ୪ ଆତଙ୍କବାଦୀ । ଏହି ଆତଙ୍କବାଦୀଙ୍କୁ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଭାରତକୁ ପଠାଇଥିଲା । ଉଦ୍ଧେଷ୍ୟ ଥିଲା ଭାରତରେ ଆତଙ୍କ ସୃଷ୍ଟି କରିବା । ଆଇଏସଆଇ ପାଇଁ ଏହା କିଛି ନୂଆ ନୁହେଁ । କାଶ୍ମୀର, ପଂଜାବରେ ଆତଙ୍କବାଦଠାରୁ ମୁମ୍ବାଇରେ ଅଣ୍ଡରୱାର୍ଲଡ୍ ମାଧ୍ୟମରେ ଆତଙ୍କବାଦୀ ବିସ୍ଫୋରଣ କରାଇବାର ପୁରୁଣା ରେକର୍ଡ୍ ଆଇଏସଆଇ ନାମରେ ରହିଛି । ବିଶ୍ୱର ହାତଗଣତି ଦକ୍ଷ କିନ୍ତୁ କୁଖ୍ୟାତ ଗୁଇନ୍ଦା ଏଜେନ୍ସିଙ୍କ ମଧ୍ୟରୁ ଗୋଟିଏ ହେଉଛି …

ଆଇଏସଆଇ କେମିତି ଚଳାଏ ଆତଙ୍କ କାରଖାନା ? ଜାଣନ୍ତୁ ଟେରର୍ କମ୍ପାନୀର ଭୟଙ୍କର ସତ Read More »

haqqani network, anas haqqani, somnath temple, anas haqqani tweet, mahmud ghazni, ghazni, gujarat somnath temple, rising odisha

ସୋମନାଥ ମନ୍ଦିର ଧ୍ୱଂସକାରୀ ମହମ୍ମଦ ଗଜନୀର କବରରେ ପହଂଚି ତାଲିବାନ ନେତା ହକ୍କାନୀ ଏମିତି ଭାରତକୁ ଦେଲା ଧମକ

ଦଶମ ଶତାବ୍ଦୀରେ ଗଜନୀର ମହମ୍ମଦ ଭାରତ ଉପରେ ୧୭ ଥର ଆକ୍ରମଣ କରିଥିଲା । ସେ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରି ଧନସମ୍ପତ୍ତି ଲୁଣ୍ଠନ କରିବା ପରେ ମୁର୍ତ୍ତିକୁ ଧ୍ୱଂସ କରିଥିଲା । ଏବେ ସେହି ମହମ୍ମଦର ଗୁଣଗାନ କରିବା ଆରମ୍ଭ କରିଛି ତାଲିବାନ । ତାଲିବାନ ଭିତରେ ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଉଥିବା ହକ୍କାନୀ ନେଟୱର୍କର ଅନସ ହକ୍କାନୀ ମଙ୍ଗଳବାର ଦିନ ଗଜନୀ ସ୍ଥିତ ମହମ୍ମଦ କବରକୁ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି …

ସୋମନାଥ ମନ୍ଦିର ଧ୍ୱଂସକାରୀ ମହମ୍ମଦ ଗଜନୀର କବରରେ ପହଂଚି ତାଲିବାନ ନେତା ହକ୍କାନୀ ଏମିତି ଭାରତକୁ ଦେଲା ଧମକ Read More »

CRS : ପାକିସ୍ତାନରେ ୧୨ ସକ୍ରୀୟ ଆତଙ୍କବାଦୀ ସଂଗଠନ, ୫ଙ୍କ ନିଶାନାରେ ଭାରତ

କ୍ୱାଡ୍ ଶିଖର ସମ୍ମିଳନୀ ପୂର୍ବରୁ ଆମେରିକା କଂଗ୍ରସର ଏକ ରିପୋର୍ଟ (ସିଆରଏସ)ରେ ସେଠାରେ ସକ୍ରୀୟ ଥିବା ଆତଙ୍କବାଦୀ ସଂଗଠନଙ୍କୁ ୫ ଭାଗରେ ବିଭକ୍ତ କରିଛି । ଗୋଟିଏ ଶ୍ରେଣୀର ଆତଙ୍କବାଦୀ ସଂଗଠନଙ୍କ ମଧ୍ୟରେ ସମଗ୍ର ବିଶ୍ୱକୁ ଟାର୍ଗେଟ କରୁଥିବା ସଂଗଠନ ରହିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ଭାରତକୁ ଲକ୍ଷ୍ୟ କରି ଗଠିତ ସଂଗଠନ । ତୃତୀୟରେ ଆଫଗାନିସ୍ତାନ କେନ୍ଦ୍ରିତ ଆତଙ୍କବାଦୀ ସଂଗଠନ । ଚତୁର୍ଥ ଶ୍ରେଣୀରେ ଥିବା ଆତଙ୍କବାଦୀ ସଂଗଠନ କେବଳ ପାକିସ୍ତାନ ଭିତରେ ସକ୍ରୀୟ ଅଛନ୍ତି …

CRS : ପାକିସ୍ତାନରେ ୧୨ ସକ୍ରୀୟ ଆତଙ୍କବାଦୀ ସଂଗଠନ, ୫ଙ୍କ ନିଶାନାରେ ଭାରତ Read More »

taliban afghanistan, haqqani network, taliban deputy pm, mullah baradar, taliban home minister, mullah baradar dead, rising odisha

ତାଲିବାନ ‘ଗୃହମନ୍ତ୍ରୀ’ର ମୁଥ ମାଡରେ ‘ଉପ-ପ୍ରଧାନମନ୍ତ୍ରୀ’ ଆହତ

ତାଲିବାନ କବଜାରେ ଆଫଗାନିସ୍ତାନର ସ୍ଥିତି ସେଇ ବସ ଭଳି ହୋଇଛି ଯାହାର ଅଧା ଯାତ୍ରୀ ଗାଡି ଡ୍ରାଇଭର ହେବାକୁ ଚାହାନ୍ତି ଓ ବାକି ଅଧା କଣ୍ଡକ୍ଟର । କିଏ ଡ୍ରାଇଭର ହେବ ଓ କିଏ କଣ୍ଡକ୍ଟର ହୋଇ ପଇସା ଆଦାୟ କରିବ ତାକୁ ନେଇ ଯଦି ବସ ଭିତରେ ଝଗଡା ହୁଏ ତେବେ ବସର ଭାଗ୍ୟ କ’ଣ ହେବ ତାହା ସମସ୍ତେ ଜାଣନ୍ତି । ଆଫଗାନିସ୍ତାନରେ ଏବେ ସେଇ ଖେଳ ଚାଲିଛି । କାହା ହାତରେ ରହିବ …

ତାଲିବାନ ‘ଗୃହମନ୍ତ୍ରୀ’ର ମୁଥ ମାଡରେ ‘ଉପ-ପ୍ରଧାନମନ୍ତ୍ରୀ’ ଆହତ Read More »

haqqani network, haqqani, al qaeda, sirajuddin haqqani, jalaluddin haqqani, India, rising odisha

ହକ୍କାନୀ ନେଟୱର୍କକୁ କାହିଁକି ଡରୁଛି ଭାରତ ?

ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ପୁରା ଦୁନିଆ ସହିତ ଭାରତର ଚିନ୍ତା ମଧ୍ୟ ବଢିଯାଇଛି । ଏହାର କାରଣ ହେଉଛି ତାଲିବାନ ସହିତ ଦୁଇଟି ବିପଜ୍ଜନକ ସଂଗଠନର ସମ୍ପର୍କ । ଏହି ଦୁଇ ସଂଗଠନର ନାମ ହେଉଛି ହକ୍କାନୀ ନେଟୱର୍କ ଓ ଅଲକାଏଦା । ତାଲିବାନର ଅଧିକାଂଶ ସୈନିକ ହକ୍କାନୀ ନେଟୱର୍କ ସହିତ ସମ୍ପର୍କ ରଖନ୍ତି । ଅନ୍ୟପକ୍ଷରେ ତାଲିବାନ ଓ ଅଲକାଏଦା ସମ୍ପର୍କ ବେସ ପୁରୁଣା । ୨୦୦୧ରେ ଅଲକାଏଦାକୁ ଖୋଜି ଖୋଜି ଆମେରିକା …

ହକ୍କାନୀ ନେଟୱର୍କକୁ କାହିଁକି ଡରୁଛି ଭାରତ ? Read More »

Scroll to Top
Close Bitnami banner
Bitnami