gandhi family

କଂଗ୍ରେସକୁ ବିଜେପିର ଟାର୍ଗେଟ: ‘ୟୁଜ୍ ଆଣ୍ଡ୍ ଥ୍ରୋ’କୁ ବିଶ୍ୱାସ କରନ୍ତି ଗାନ୍ଧୀ ପରିବାର

  ନୂଆଦିଲ୍ଲୀ: ଆସନ୍ତା ଲୋକ ସଭା ନିର୍ବାଚନକୁ ନେଇ କଂଗ୍ରେସ ଏବଂ ଆମ୍ ଆଦ୍‌ମୀ ପାର୍ଟି (ଏଏପି) ମଧ୍ୟରେ ସପ୍ତାହେ ଧରି ଚାଲିଥିବା ବିବାଦ ଶନିବାର ଶେଷ ହୋଇଛି । ଇଣ୍ଡିଆର ଉଭୟ ଦଳ କଂଗ୍ରେସ ଏବଂ ଏଏପି ଆନୁଷ୍ଠାନିକ ଭାବେ ଦିଲ୍ଲୀ, ଗୁଜରାଟ, ହରିୟାଣା, ଚଣ୍ଡିଗଡ଼ ଏବଂ ଗୋଆ ପାଇଁ ସିଟ୍ ବଣ୍ଟନ ଉପରେ ଚୁକ୍ତିନାମା ଘୋଷଣା କରିଛନ୍ତି । ଗୁଜରାଟର ୨୬ଟି ଲୋକ ସଭା ଆସନ ମଧ୍ୟରୁ ୨୪ଟିରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ …

କଂଗ୍ରେସକୁ ବିଜେପିର ଟାର୍ଗେଟ: ‘ୟୁଜ୍ ଆଣ୍ଡ୍ ଥ୍ରୋ’କୁ ବିଶ୍ୱାସ କରନ୍ତି ଗାନ୍ଧୀ ପରିବାର Read More »

sonia gandhi, congress news, kapil sibal, congress crisis, rising odisha, odia blog

କଂଗ୍ରେସରେ ଗାନ୍ଧି ପରିବାରର ସବୁ କଣ୍ଟା କେମିତି ସଫା କଲେ ସୋନିଆ ?

କିଛି ଦିନ ତଳେ କଂଗ୍ରେସରେ ଝାଞ୍ଜି ବାତ୍ୟା ବହୁଥିଲା । ସେହି ଝାଞ୍ଜିର ନାମ ଥିଲା ଜି-୨୩ । ବିଦ୍ରୋହୀ କଂଗ୍ରେସ ନେତାଙ୍କ ଗୋଷ୍ଠୀ । ଯେଉଁଥିରେ କଂଗ୍ରେସର ଜଣାଶୁଣା ୨୩ ଜଣ ନେତା ଥିଲେ । ସେମାନେ ଗାନ୍ଧୀ ଫ୍ୟାମିଲି ବଦଳରେ ନୂଆ ନେତ୍ରୁତ୍ୱ ଚାହୁଁଥିଲେ । ଏମିତି ଲାଗୁଥିଲା କଂଗ୍ରେସ ଉପରୁ ଗାନ୍ଧି ପରିବାର ନିୟନ୍ତ୍ରଣ ଢିଲା ହେବାରେ ଲାଗିଛି । କିନ୍ତୁ ଯେମିତି କୁହାଯାଏ ଅସନ୍ତୁଷ୍ଠଙ୍କୁ ସନ୍ତୁଷ୍ଠ କରିବା ହେଉଛି ନେତୃତ୍ୱର ଦକ୍ଷତାର …

କଂଗ୍ରେସରେ ଗାନ୍ଧି ପରିବାରର ସବୁ କଣ୍ଟା କେମିତି ସଫା କଲେ ସୋନିଆ ? Read More »

navjot singh sidhu, sidhu, congress highcommand, sidhu political career, sidhu cricket career, sidhu vs azharuddin, sidhu vs amarinder singh, punjab congress chief, sonia gandhi, sidhu resigns, rising odisha

କ୍ରିକେଟ୍ କ୍ୟାପ୍ଟେନଙ୍କ ବିରୋଧରେ ବିଦ୍ରୋହ କରିଥିବା ସିଦ୍ଧୁଙ୍କର ରହିଛି ହାଇକାଣ୍ଡଙ୍କ ବିରୋଧରେ ଯିବାର ଲମ୍ବା ଇତିହାସ

ନବଜ୍ୟୋତ ସିଂ ସିଦ୍ଧୁ । ଏହି ଗୋଟିଏ ନାମ ଗତ ଏକ ମାସ ଧରି ରାଜନୈତିକ ମହଲରେ ଯେତିକି ଚର୍ଚ୍ଚା ସାଉଁଟୁଛି ତାହା ଆଉ କାହା ଭାଗ୍ୟରେ ଯୁଟିନାହିଁ । ଗାନ୍ଧି ଫ୍ୟାମିଲିର ପୁରୁଣା ମିତ୍ର କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କୁ କ୍ଷମତାରୁ ହଟାଇବାରେ ସଫଳ ହୋଇଥିବା ସିଦ୍ଧୁ ମାତ୍ର ଦିନ କେଇଟାରେ କଂଗ୍ରେସକୁ ଏମିତି ହରଡଘଣାରେ ପକାଇଛନ୍ତି ଯେ, ଦଳ ପଡୁଛି ଉଠୁଛି । ରାହୁଲ, ପ୍ରିୟଙ୍କା ପାଇଁ ରାଜନୈତିକ ସଂକଟ ସୃଷ୍ଟି କରିଥିବା ସିଦ୍ଧୁ ଯଦି …

କ୍ରିକେଟ୍ କ୍ୟାପ୍ଟେନଙ୍କ ବିରୋଧରେ ବିଦ୍ରୋହ କରିଥିବା ସିଦ୍ଧୁଙ୍କର ରହିଛି ହାଇକାଣ୍ଡଙ୍କ ବିରୋଧରେ ଯିବାର ଲମ୍ବା ଇତିହାସ Read More »

ambika soni, punjab cm candidate, captain amarinder singh resigns, congress leader, Gandhi family, rising odisha

ଗାନ୍ଧୀ ପରିବାରର ‘ମୁଖା’ ହେବାକୁ ଚାହିଁଲେ ନାହିଁ ଫାର୍ଷ୍ଟ ଫ୍ୟାମିଲିର ପ୍ରଥମ ପସନ୍ଦ ସୋନି

ଜୁନ୍ ୧୨, ୧୯୭୫ ଆହ୍ଲାବାଦ ହାଇକୋର୍ଟର ଐତିହାସିକ ନିଷ୍ପତ୍ତି ପରେ ଇନ୍ଦିରା ଗାନ୍ଧୀଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ରାଜନାରାୟଣଙ୍କ ନିର୍ବାଚନ ଆବେଦନ ଉପରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ରାଇବରେଲିରେ ତାଙ୍କର ବିଜୟକୁ ରଦ୍ଧ କରିଥିଲେ ହାଇକୋର୍ଟ । ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ପଦ ସଂଙ୍କଟରେ ଥିଲା । ଅନ୍ୟପକ୍ଷରେ, ଆର.କେ ଧାୱନ, ବଂଶୀଲାଲ ଏବଂ ସଞ୍ଜୟ ଗାନ୍ଧୀଙ୍କ ତ୍ରିମୂର୍ତ୍ତୀ ଇନ୍ଦିରାଙ୍କ ସମର୍ଥନରେ ଶକ୍ତିପ୍ରଦର୍ଶନ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡିଥିଲେ । ସଞ୍ଜୟ ସେତେବେଳେ …

ଗାନ୍ଧୀ ପରିବାରର ‘ମୁଖା’ ହେବାକୁ ଚାହିଁଲେ ନାହିଁ ଫାର୍ଷ୍ଟ ଫ୍ୟାମିଲିର ପ୍ରଥମ ପସନ୍ଦ ସୋନି Read More »

Scroll to Top
Close Bitnami banner
Bitnami