garuda purana, cds bipin rawat house, cds bhawan delhi, delhi kamraj road, bipin rawat martyred, helicopter crash, iaf chopper crash, rising odisha

ମାସକ ଭିତରେ ଘର ଛାଡି ପାରନ୍ତି ସିଡିଏସ ବିପିନ ରାୱତଙ୍କ ପରିବାର, ଘରେ ଚାଲିଛି ଗରୁଡ଼ ପୁରାଣ ପାଠ

ଦିଲ୍ଲୀର କାମରାଜ୍ ରୋଡ୍ ସ୍ଥିତ ସିଡିଏସ ଭବନରେ ଗତ ୫ ଦିନ ଧରି ଗରୁଡ଼ ପୁରାଣ ପାଠ ଚାଲିଛି । ହେଲିକପ୍ଟର କ୍ରାଶରେ ସହିଦ ସିଡିଏସ ରାୱତ ଓ ତାଙ୍କ ପତ୍ନୀଙ୍କ ଆତ୍ମାର ଶାନ୍ତି ପାଇଁ ଗରୁଡ଼ ପୁରାଣ ପାଠ ଚାଲିଛି । ସିଡିଏସ ଭବନରେ ଏବେ ରାୱତଙ୍କ ବଡ଼ ଝିଅ,ଜ୍ୱାଇ ଓ ଶଳାଙ୍କ ପରିବାର ରହୁଛନ୍ତି । ମାସକ ମଧ୍ୟରେ ଛାଡିବାକୁ ପଡିପାରେ ଘର ଜେନରାଲ ରାୱତଙ୍କ ଶଳା ୟଶବର୍ଦ୍ଧନ ସିଂହଙ୍କ ଅନୁସାରେ ରାୱତ ପରିବାରକୁ …

ମାସକ ଭିତରେ ଘର ଛାଡି ପାରନ୍ତି ସିଡିଏସ ବିପିନ ରାୱତଙ୍କ ପରିବାର, ଘରେ ଚାଲିଛି ଗରୁଡ଼ ପୁରାଣ ପାଠ Read More »