ସର୍ବିଆରେ ଦାଉଦ କାହାକୁ ଭେଟିଥିଲା,ଲରେନ୍ସ –ଦାଉଦ୍ କନେକ୍ସନ୍ କଣ
ଦାଉଦ୍ ଇବ୍ରାହିମ୍ । ଗତ 30 ବର୍ଷ ଧରି ଭାରତୀୟ ସୁରକ୍ଷା ଏଜେନ୍ସିଙ୍କୁ ଏହି ପଳାତକ ମାଫିଆ ଚକମା ଦେଇ ଆସୁଛି। ଦାଉଦ୍ ଏମିତି ଜଣେ ଡ୍ରଗ୍ ମାଫିଆ ଯିଏ ଅଣ୍ଡରୱାର୍ଲଡ୍ ଓ ଗ୍ଲୋବାଲ ଜିହାଦୀଙ୍କୁ ଏକାଠି କରିପାରିଥିଲା। ତାଲିବାନ୍ ଓ ଆଇଏସଆଇ ସହିତ ଭଲ ସମ୍ପର୍କ ରଖୁଥିବା ଏହି ଆତଙ୍କବାଦୀ ଭାରତରେ ଅନେକ ଆକ୍ରମଣ ପାଇଁ ଦାୟୀ। 1993 ବମ୍ବେ ସିରିଜ୍ ବ୍ଲାଷ୍ଟ୍ ର ମୁଖ୍ୟ କାର୍ପଟଦାର ପାକିସ୍ତାନର କରାଚିରେ ନାମ ବଦଳାଇ ରହୁଛି। ଏବେ …
ସର୍ବିଆରେ ଦାଉଦ କାହାକୁ ଭେଟିଥିଲା,ଲରେନ୍ସ –ଦାଉଦ୍ କନେକ୍ସନ୍ କଣ Read More »