Covid second wave

ଲୋକଙ୍କ ସେବାରେ ୪ ବନ୍ଧୁ

କରୋନା ସଂକ୍ରମିତଙ୍କ ଶେଷ ସାହାରା ସେମାନେ । ନିଷ୍ଠାପର ସେବା କରି ଜୀବନ ବଂଚାଉଥିବା ମଣିଷ ସେମାନେ । ନିଜ ଜୀବନକୁ ବିପଦରେ ପକାଇ ଅନ୍ୟକୁ ଉଦ୍ଧାର କରିବାର ପଣ କରିଛନ୍ତି ଏହି ୪ ଉଦୀୟମାନ ଯୁବକ । ଲୋକଙ୍କ ସେବା କରୁ କରୁ ୪ ଯୁବକଙ୍କୁ ଭଲ ବନ୍ଧୁ କରିଦେଇଛି ମହାମାରୀ କରୋନା । ବୟସ ବେଶୀ ନୁହେଁ, କାହାର ୨୫, ତ କାହାର ୩୦ ବର୍ଷ, ହେଲେ କରୋନା ସହ ଲଢ଼େଇ ଭଳି ଗୁରୁ …

ଲୋକଙ୍କ ସେବାରେ ୪ ବନ୍ଧୁ Read More »

bibhuti sahu, talcher, social worker, anugul, dhenkanal, oxygen cylinder free, food distribution free, covid second wave, rising odisha

ବିିରଳ ବ୍ୟକ୍ତିତ୍ୱ ବିଭୂତି

କରୋନା ସମୟରେ ଗରିବ, ଅସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ତାଳଚେର ଅଂଚଳର ବିଭୂତି ସାହୁ । କେଉଁଠି ଭୋକିଲା ମଣିଷଟିଏ ଖାଇବାକୁ ମୁଠାଏ ପାଉନି, କାହାର ଘର ଉପରରେ ଛାତଟିଏ ନାହିଁ, ରୋଗୀଟିଏ ଔଷଧ ନ ପାଇ ଛଟପଟ ହେଉଛି, ସେଇଠି ସହାୟତା ନେଇ ପହଂଚିଯାଉଛନ୍ତି ବିଭୂତି । ଏଥିପାଇଁ ଟଙ୍କାଟିଏ ବି କାହା ପାଖରୁ ନିଅନ୍ତିନି ବିଭୂତି । ସ୍ୱ-ଅର୍ଜିତ ରୋଜଗାରରୁ ଅସହାୟ ଗରିବ, ଦିବ୍ୟାଙ୍ଗ ଲୋକଙ୍କ ପାଇଁ ସେ ଖର୍ଚ୍ଚ କରନ୍ତି । ପ୍ରଶାସନ …

ବିିରଳ ବ୍ୟକ୍ତିତ୍ୱ ବିଭୂତି Read More »

smrutirekha behera, bhubaneswar BMC, vanivihar, mu safeiwala, bmc driver, rising odisha

ବଦଳିଗଲା ଜୀବନର ମୋଡ଼

ଯେଉଁ ହାତରେ ପିଲାଙ୍କୁ ଖଡ଼ି ଧରାଇ ଅ, ଆ ଲେଖା ଶିଖାଉଥିଲେ, ଆଜି ସେହି ହାତ ପେଟପାଟଣା ପାଇଁ ଗାଡ଼ିର ଷ୍ଟିଅରିଂ ଧରି ରାଜଧାନୀର ଗଳିକନ୍ଧିରେ ବୁଲିଛି । କରୋନା ମହାମାରୀର ମହାଚକ୍ରରେ ବଦଳିଯାଇଛି ଜୀବନର ମୋଡ । ଆଜି ବିଏମ୍‌ସିର ‘ମୁଁ ସଫେଇବାଲା’ ଗାଡ଼ି ଚଳାଇ ନିଜର ପରିବାର ପ୍ରତିପୋଷଣ ଦାୟିତ୍ୱ ମୁଣ୍ଡାଇଛନ୍ତି । କରୋନା ଭଳି ମାରାତ୍ମକ ଭୂତାଣୁ କବଳରୁ ଦୂରେଇ ରଖିବାକୁ ଲୋକଙ୍କୁ କରୁଛନ୍ତିି ସଚେତନ । ସେ ହେଉଛନ୍ତି ସ୍ମୃତିରେଖା ବେହେରା …

ବଦଳିଗଲା ଜୀବନର ମୋଡ଼ Read More »

rajesh kumar agarwal, bimal agarwal, jagatpur cuttack, free oxygen cylinder, oxygen tanker, NGO in Odisha, Shree Bimal Oxygen and Minerals Private Limited, supplying oxygen free of cost, social organisations

ରାଜେଶ ଓ ବିମଳଙ୍କ ବଦାନ୍ୟତା

କରୋନା ମହାମାରୀର ମାୟାଜାଲରେ ଛନ୍ଦି ହୋଇପଡ଼ିଛି ସାରା ବିଶ୍ୱ । ଜୀବନ ମରଣର ଦୋଛକିରେ ମଣିଷ । ବଂଚିବା ପାଇଁ କରିଚାଲିଛି ଅହରହ ସଂଗ୍ରାମ । ସଂଗ୍ରାମର ମହାମୁକାବିଲାରେ ଅକ୍ସିଜେନ ନେଇଛି  ନିର୍ଣ୍ଣାୟକ ଭୂମିକା । ଏପରି ଏକ ଘଡ଼ିସନ୍ଧି ମୂହୂର୍ତରେ ଅକ୍ସିଜେନ ଯୋଗାଇ ଜୀବନ ବିକଳରେ ଛଟପଟ ହେଉଥିବା ରୋଗୀର ଶେଷ ସାହାରା ପାଲଟିଛନ୍ତି ରାଜେଶ ଓ ବିମଳ । ରାଜେଶ ଅଗ୍ରୱାଲ ଓ ବିମଳ ଅଗ୍ରୱାଲ ଦୁଇ ଭାଇ । ମାଗଣାରେ ଅକ୍ସିଜେନ ଯୋଗାଇ …

ରାଜେଶ ଓ ବିମଳଙ୍କ ବଦାନ୍ୟତା Read More »

4 freinds sundargarh, sundargarh 4 friends, last rites, dead bodies funeral, funeral services sundargarh, sidhant kumar panda, sishir kumar behera, manoj kumar tripathy, kamlesh nathani, free oxygen cyliner, over 300 dead bodies last rites

ଶବଙ୍କ ଶେଷ ସାଥୀ ୪ ବନ୍ଧୁ

ମୁତ୍ୟୁ ହିଁ ଏକମାତ୍ର ସତ୍ୟ ।  ଧନୀ ହେଉ କି ଗରିବ, ସମସ୍ତଙ୍କୁ ଦିନେ ଛାଡ଼ିବାକୁ ପଡ଼ିବ ଏ ସୁନ୍ଦର ପୃଥିବୀ । ତେଣୁ ଶବକୁ ଶେଷ ସମ୍ମାନ ଦେବା ଆମ ସମସ୍ତଙ୍କର ନୈତିକ କର୍ତବ୍ୟ । ମାତ୍ର କରୋନାର ଦ୍ୱିତୀୟ ଲହରି ଏତେ ଉତ୍କଟ ଆକାର ଧାରଣ କରିଛି ଯେ ବନ୍ଧୁ ପରିଜନ ତ ଦୂରର କଥା, ନିଜ ପରିବାର ଲୋକ ବି ଆତ୍ମୀୟଙ୍କ ଶବ ପାଖରେ ଛିଡ଼ା ହେବାକୁ ଭୟ କରୁଛନ୍ତି । କେବଳ …

ଶବଙ୍କ ଶେଷ ସାଥୀ ୪ ବନ୍ଧୁ Read More »

mamata sahu

ହାରି ନାହାନ୍ତି ମମତା

ସମଗ୍ର ବିଶ୍ୱର ଆର୍ଥିକ ସ୍ଥିତି ଦୋହଲାଇ ଦେଇଛି କରୋନା ମହାମାରୀ । ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଜୀବନଜୀବିକା । ଉଜୁଡ଼ି ଯାଇଛି ଅନେକ ସଂସାର । ବ୍ୟବସାୟରେ କ୍ଷତି ସହି ଅନେକ ମାନସିକ ଚାପ ମଧ୍ୟରେ ଗତି କରୁଛନ୍ତି । କିନ୍ତୁ ଏଭଳି ଏକ ସଙ୍ଗୀନ ସ୍ଥିତିରେ ଆମ ସମାଜରେ ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ପେଟ ପାଟଣା ପାଇଁ ସଂଘର୍ଷ ଜାରି ରଖିବା ସହିତ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାରର ସୁଯୋଗ …

ହାରି ନାହାନ୍ତି ମମତା Read More »

Scroll to Top
Close Bitnami banner
Bitnami