Covaxin

WHO, World health organisation, Covaxin, coronavirus vaccine, who approval, EUA, bharat biotech, rising odisha

କୋଭାକ୍ସିନକୁ କାହିଁକି ମିଳୁନି WHO ସ୍ୱିକୃତୀ ? ଜାଣନ୍ତୁ ପରଦା ପଛର କାରଣ କ’ଣ

ଭାରତରେ ନିର୍ମିତ ସ୍ୱଦେଶୀ କୋଭିଡ୍ ଟିକା କୋଭାକ୍ସିନକୁ ଏପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଜରୁରୀ କାଳିନ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ମିଳିନାହିଁ । ଏମିତିର କୋଭାକ୍ସିନ୍ ନେଇଥିବା ଭାରତୀୟ ଯଦି ବିଦେଶ ଯିବାକୁ ଚାହିଁବେ ତେବେ ସେମାନଙ୍କୁ ଅଧିକ ଦିନ ଅପେକ୍ଷା କରିବାକୁ ପଡିବ କାରଣ ଏମର୍ଜେନସି ଅଥରାଇଜେସନ୍ (EUA) ପ୍ରଦାନ ପ୍ରକ୍ରିୟାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ଅନେକ ଦେଶରେ କୋଭିଡ୍ ଟିକା ଆପ୍ରୋଭାଲକୁ …

କୋଭାକ୍ସିନକୁ କାହିଁକି ମିଳୁନି WHO ସ୍ୱିକୃତୀ ? ଜାଣନ୍ତୁ ପରଦା ପଛର କାରଣ କ’ଣ Read More »

vaccination centre, fake vaccine centre, duplicate vaccination centre, vaccine certificate, tika centre, fraud tike centre, rising odisha, cowin portal

କରୋନା କାଳରେ ନକଲି ଟିକା କେନ୍ଦ୍ରକୁ କେମିତି ଚିହ୍ନିବେ?

କରୋନା କାଳରେ ଗୋଟିଏ ପଟେ ଭୂତାଣୁ ଡରାଉଛି । ଅନ୍ୟପଟେ କିଛି ଖଳ ପ୍ରକୃତିର ଲୋକଙ୍କ ଠକେଇ ଅନେକଙ୍କ ଜୀବନକୁ ବିପନ୍ନ କରି ଦେଇଛି । ମୁମ୍ବାଇଠାରୁ କୋଲକତା । ସବୁଠି ଏହିଭଳି ଠକ ଏବେ ସକ୍ରୀୟ । ଟିକା କେନ୍ଦ୍ରରେ ନାହିଁନଥିବା ଗହଳିର ଫାଇଦା ଉଠାଇ କିଛି ଠକ ଦେଶର ବିଭିନ୍ନ ସ୍ଥାନରେ ନକଲି ଟିକାକେନ୍ଦ୍ର ଖୋଲି ଲୋକଙ୍କୁ ଠକିବା ସହିତ ସେମାନଙ୍କ ଜୀବନକୁ ବିଦରେ ପକାଉଛନ୍ତି । କୋଲକାତରେ ନିକଟରେ ଟିଏମସିର ଜଣେ ସାଂସଦ …

କରୋନା କାଳରେ ନକଲି ଟିକା କେନ୍ଦ୍ରକୁ କେମିତି ଚିହ୍ନିବେ? Read More »

centres vaccination, centres new vaccination policy, slow vaccination pace in India, shortage of vaccines, vaccine production, covishield, covaxin

ଟିକାକରଣକୁ ନେଇ କେନ୍ଦ୍ରର ଦାବି ଓ ବାସ୍ତବତା ଭିତରେ ଆକାଶ ପାତାଳ ଫରକ

ଧିମା ଟିକାକରଣ କେନ୍ଦ୍ର ସରକାର ପାଇଁ ଚିନ୍ତାର ବିଷୟ ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଏବେ ଧିମା ପଡିଥିବା ଭଳି ଲାଗୁଛି । ମେ ମାସର ଦୈନିକ 4 ଲକ୍ଷ ସଂକ୍ରମଣ ମାମଲା ତୁଳନାରେ ଜୁନର ଦୈନିକ ଏକ ଲକ୍ଷ ମାମଲା ନିଶ୍ଚୟ ଆଶ୍ୱସ୍ତିକର । ଏହାଭିତରେ କେନ୍ଦ୍ର ସରକାର ଟିକାକରଣକୁ ନେଇ ରୋଡ୍ ମ୍ୟାପ୍ ମଧ୍ୟ ଜାରି କରିସାରିଲେଣି । କେନ୍ଦ୍ରର ଦାବି ଯେ, ଡିସେମ୍ବର ସୁଧା ଦେଶର ସବୁ ନାଗରିକଙ୍କୁ ଟିକା ଦିଆଯିବ । …

ଟିକାକରଣକୁ ନେଇ କେନ୍ଦ୍ରର ଦାବି ଓ ବାସ୍ତବତା ଭିତରେ ଆକାଶ ପାତାଳ ଫରକ Read More »

Scroll to Top
Close Bitnami banner
Bitnami