corona virus

କରୋନା ସମୟରେ ଥାଳି ବଜାଇବାର କାରଣ କହିଲେ ମୋଦୀ

ନୂଆଦିଲ୍ଲୀ: କରୋନା ସମୟରେ କାହିଁକି ବଜାଇଥିଲେ ଥାଳି । ଥାଳି ବଜାଇବାର କାରଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀର ଭାରତ ମଣ୍ଡପମ ଛାତ୍ରଙ୍କ ସହିତ ‘ପରୀକ୍ଷା ପର ଚର୍ଚ୍ଚା’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ କରୋନା କାଳକୁ ନେଇ ଆଲୋଚନା କରିଥିଲେ । ଏହି ଅବସରରେ ମୋଦୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମୟରେ କିପରି ମାନସିକତା ରଖିବାକୁ ହେବ, ଚାପ ମୁକ୍ତ କିପରି ରହିବାକୁ ହେବ ସେନେଇ ମନ୍ତ୍ର ଦେଇଥିଲେ । …

କରୋନା ସମୟରେ ଥାଳି ବଜାଇବାର କାରଣ କହିଲେ ମୋଦୀ Read More »

ପୁଣି ଚିନ୍ତା ବଢାଇଲାଣି କରୋନା : ଥଣ୍ଡା, ଜ୍ୱର, କାଶ ହେଲେ କରାନ୍ତୁ ଟେଷ୍ଟ

ଭୁବନେଶ୍ୱର : ପୁଣି ଚିନ୍ତା ବଢ଼ାଇଲାଣି କରୋନା । କରୋନାର ସବ୍‌ଭ୍ୟାରିଏଣ୍ଟ ଜେଏନ୍ ୧ କର୍ନାଟକ ଓ କେରଳରେ ଠାବ କରାଯାଇଛି । ଏହାକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସବୁ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛନ୍ତି । ଏଯାବତ କର୍ନାଟକ ଓ କେରଳରେ ୨ ଜଣଙ୍କ ମୃତ୍ୟୁ ଘଟିଲାଣି । ତେଣୁ ଏହାକୁ ଅତି ଗୁରୁତର ସହ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । …

ପୁଣି ଚିନ୍ତା ବଢାଇଲାଣି କରୋନା : ଥଣ୍ଡା, ଜ୍ୱର, କାଶ ହେଲେ କରାନ୍ତୁ ଟେଷ୍ଟ Read More »

୮ ନୂଆ ଭୂତାଣୁ ଆବିଷ୍କାର କରିଥିବା ଦାବି କଲେ ଚୀନ୍ ବୈଜ୍ଞାନିକ

ଚୀନର ବୈଜ୍ଞାନିକଙ୍କ ଏକ ଟିମ୍ ଆଠଟି ନୂଆ ଭୂତାଣୁ ଆବିଷ୍କାର କରିବା ସହ ଏହା ମଣିଷକୁ ସଂକ୍ରମିତ କରିପାରେ ବୋଲି ଚେତାବନୀ ଦେଇଛନ୍ତି । ଟ୍ରପିକାଲ ଦ୍ୱୀପ ହେନାନରେ ଏହି ବିପଜ୍ଜନକ ଭୂତାଣୁ ଦେଖିବାକୁ ମିଳିଛି । ଗବେଷକମାନେ ଏହି ଭୂତାଣୁଗୁଡ଼ିକ ଉପରେ ଅଧ୍ୟୟନ କରୁଛନ୍ତି, ଯାହାଦ୍ୱାରା ବିଶ୍ୱ କରୋନା ଭଳି ଆଉ ଏକ ମହାମାରୀ ପାଇଁ ପ୍ରସ୍ତୁତ ହୋଇପାରିବ । ଚୀନର ଏହି ବୈଜ୍ଞାନିକମାନେ ଦେଶର ହାଇନାନ ଦ୍ୱୀପରୁ ମୂଷା ଏବଂ ବାଦୁଡି ଠାରୁ ୭୦୦ …

୮ ନୂଆ ଭୂତାଣୁ ଆବିଷ୍କାର କରିଥିବା ଦାବି କଲେ ଚୀନ୍ ବୈଜ୍ଞାନିକ Read More »

twindemic, twindemic flu, coronavirus, europe, covid flu, europe covid cases, rising odisha, odia blog

ଟ୍ୱାଇନଡେମିକ୍ କ’ଣ ? ଯାହା ୟୁରୋପରେ ସୃଷ୍ଟି କଲାଣି ଆତଙ୍କ

ଓମିକ୍ରନ ବିରୋଧରେ ଯୁଦ୍ଧ ଲଢୁଥିବା ୟୁରୋପରେ ଫ୍ଲୁ ମାମଲା ବଢିବାରେ ଲାଗିଛି । ଫ୍ଲୁ ଓ କରୋନା ଭାଇରସ ମହାମାରୀ ଏକା ସାଙ୍ଗରେ ବଢିବାକୁ ଟ୍ୱାଇନଡେମିକ୍ ନାମ ଦିଆଯାଇଛି । ଏହି ସ୍ଥିତି ୟୁରୋପ ପାଇଁ କେତେ ବିପଜ୍ଜନକ ତାହା ଗତବର୍ଷର ମାମଲାରୁ ବୁଝା ଯାଇପାରେ । ଗତ ବର୍ଷ ଯେତିକି ପରିମାଣରେ ଫ୍ଲୁ ମାମଲା ଆଶଙ୍କା କରାଯାଉଥିଲା ତା’ଠାରୁ ଢେର ଅଧିକ ମାମଲା ୟୁରୋପରେ ଦେଖିବାକୁ ମିଳିଥିଲା । ଏବେ ୟୁରୋପର ଅନେକ ଦେଶରେ ଦୁଇ …

ଟ୍ୱାଇନଡେମିକ୍ କ’ଣ ? ଯାହା ୟୁରୋପରେ ସୃଷ୍ଟି କଲାଣି ଆତଙ୍କ Read More »

north korea, kim jong un, food resources, eat less food, 2025, typhoon, corona virus, rising odisha

ଏହି ଦେଶର ଶାସକ ୨୦୨୫ ପର୍ଯ୍ୟନ୍ତ ନିଜ ଦେଶର ନାଗରିକଙ୍କୁ କମ ଖାଇବାକୁ କହିଲେ…

ଉତ୍ତର କୋରିଆ ,ଏମିତି ଗୋଟିଏ ଦେଶ ଯେଉଁଠି କିଛି ମଧ୍ୟ ଘଟିପାରେ । ଯେଉଁଠି ଗୋଟିଏ ପରିବାର ଅଧିନରେ ଗୋଟିଏ ଦେଶ ଗଲା ୭୦ ବର୍ଷ ଧରି ଅଛି । ଗୋଟିଏ ପରିବାର ହାତରେ କୋଟି କୋଟି ଲୋକଙ୍କ ଭାଗ୍ୟ । କିମ୍ ପରିବାର ନିଜେ ତ’ ଅଏସ ଆରାମ ଭିତରେ ରୁହେ କିନ୍ତୁ ଏହି ଦେଶର ନାଗରିକ ଦୁଇ ଓଳି ପେଟପୁରା ଖାଦ୍ୟ ପାଆନ୍ତି ନାହିଁ । କମ୍ୟୁନିଷ୍ଟ ଶାସନର ଲୌହ ପରଦା ଭିତରେ ରହିଥିବା …

ଏହି ଦେଶର ଶାସକ ୨୦୨୫ ପର୍ଯ୍ୟନ୍ତ ନିଜ ଦେଶର ନାଗରିକଙ୍କୁ କମ ଖାଇବାକୁ କହିଲେ… Read More »

assam mizoram border dispute, border dispute, barak valley, assam police, mizoram, MZP, Mizo Zirlai Pawl, rising odisha

ଆସାମ ଓ ମିଜୋରାମ ମଧ୍ୟରେ ସୀମାବିବାଦର ଅସଲ କାରଣ କ’ଣ ?

ସୋମବାର ଦିନ ଆସାମ ପୋଲିସର ୫ ଜଣ ଯବାନ ପ୍ରାଣ ହରାଇଛନ୍ତି । ଗତ କେଇ ଦଶକ ଧରି ଆସାମ ଓ ମିଜୋରାମ ମଧ୍ୟରେ ଚାଲିଥିବା ସୀମା ବିବାଦ କାରଣରୁ ଏହି ଯବାନଙ୍କୁ ନିଜ ଜୀବନ ହରାଇବାକୁ ପଡିଲା । ଗତ ବର୍ଷ ଅକ୍ଟୋବରରେ ମଧ୍ୟ ଦୁଇ ରାଜ୍ୟଙ୍କ ମଧ୍ୟରେ ସୀମାକୁ ନେଇ ବିବାଦ ହୋଇଥିଲା । ଗତ ବର୍ଷ ଦୁଇଥର ହୋଇଥିବା ବିବାଦ କାରଣରୁ ଦୁଇ ରାଜ୍ୟର ଜନତା ପରସ୍ପରର ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ …

ଆସାମ ଓ ମିଜୋରାମ ମଧ୍ୟରେ ସୀମାବିବାଦର ଅସଲ କାରଣ କ’ଣ ? Read More »

vaccine trial, vaccine trial on animals, covid 19 vaccine, vaccine development

ଭ୍ୟାକ୍ସିନ୍ ଟ୍ରାଏଲରେ କେଉଁ ସବୁ ଜୀବଜନ୍ତୁଙ୍କ ଉପରେ ହୋଇଥାଏ ପରୀକ୍ଷଣ ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପ୍ରତିବର୍ଷ 25 ଲକ୍ଷ ଲୋକଙ୍କ ଜୀବନ ଅଲଗା ଅଲଗା ଟିକା କାରଣରୁ ବଂଚିଥାଏ । ଶହ ଶହ ବର୍ଷ ଧରି ମାନବ ସ୍ୱାସ୍ଥ୍ୟ ଓ ରୋଗ ସମ୍ୱନ୍ଧରେ ସୂଚନା ସଂଗ୍ରହ ପାଇଁ ପଶୁଙ୍କ ବ୍ୟବହାର ହୋଇ ଆସୁଛି ।  ଇତିହାସ ଅନୁସାରେ ଖ୍ରୀଷ୍ଟ ଜନ୍ମର 350 ବର୍ଷ ତଳେ ପ୍ରଥମ ଥର ପାଇଁ ମଣିଷ କୌଣସି ପଶୁ ଉପରେ ପ୍ରୟୋଗ କରିଥିଲା । ପ୍ରଥମ ଥର ପାଇଁ କୌଣସି ରୋଗର କାରଣ …

ଭ୍ୟାକ୍ସିନ୍ ଟ୍ରାଏଲରେ କେଉଁ ସବୁ ଜୀବଜନ୍ତୁଙ୍କ ଉପରେ ହୋଇଥାଏ ପରୀକ୍ଷଣ ? Read More »

Scroll to Top
Close Bitnami banner
Bitnami