coal crisis, power cut, modi govt, achhe din, odia blog, rising odisha

ଆଛେ ଦିନ୍ ନୁହେଁ ଆଗକୁ ଆସୁଛି ‘ଅନ୍ଧାରି ଦିନ’ !

ଚଳିତ ବର୍ଷ ଭାରତରେ ପୁଣିଥରେ ବିଦ୍ୟୁତ ସଂକଟ ସୃଷ୍ଟି ହେବାର ଆଶଙ୍କା ରହିଛି । ଗ୍ରୀଷ୍ମଋତୁର ଆରମ୍ଭରୁ ହିଁ କୋଇଲାର ଅଭାବ ଅନୁଭୂତ ହେଲାଣି । ଗତ ୯ ବର୍ଷ ଭିତରେ କୋଇଲା ଅଭାବ ନ୍ୟୁନତମ ସ୍ତରରେ ପଂହଚିଛି । ଅନ୍ୟପକ୍ଷରେ ବିଦ୍ୟୁତ ଚାହିଦା ଚଳିତ ବର୍ଷ ଗତ ୨୮ ବର୍ଷ ଭିତରେ ସର୍ବାଧିକ ହେବାର ସମ୍ଭାବନା ରହିଛି । ବିଦ୍ୟୁତ କାଟ ଯୋଗୁ ଏସୀୟାର ତୃତୀୟ ବୃହତ ଅର୍ଥନୀତି ଭାରତରେ ଶିଳ୍ପ ଗତିବିଧି ବାଧିତ ହେବାର …

ଆଛେ ଦିନ୍ ନୁହେଁ ଆଗକୁ ଆସୁଛି ‘ଅନ୍ଧାରି ଦିନ’ ! Read More »