cm naveen patnaik news, odisha government scheme, odisha development project , Odiablog, Risingodisha

ସମବାୟ କ୍ଷେତ୍ର ପାଇଁ ଐତିହାସିକ ଦିନ

୧୫ ଜିଲ୍ଲା ପାଇଁ ୩୮୪ ବ୍ୟାଙ୍କ ସହାୟକ ନିଯୁକ୍ତ () ଓଡ଼ିଶା ସମବାୟ କ୍ଷେତ୍ର ପାଇଁ ଶୁକ୍ରବାର ଥିଲା ଐତିହାସିକ ଦିବସ । ବ୍ୟାଙ୍କିଙ୍ଗ୍, କ୍ରେଡିଟ୍ ଓ ପରିଚାଳନା କ୍ଷେତ୍ରରେ ପାରଦର୍ଶିତା ଆଣିବା ସହିତ ସେବା ପ୍ରଦାନରେ ଦକ୍ଷତା ବୃଦ୍ଧି କରିବ । ୫-ଟି ଉପକ୍ରମରେ ସମବାୟ କ୍ଷେତ୍ରର ରୂପାନ୍ତରଣ ସହ ରାଜ୍ୟର ୨୦୨୩ ପ୍ରାଥମିକ କୃଷି ସମବାୟ ସମିତ (ପାକ୍ସ)କୁ କୋର ବ୍ୟାଙ୍କିଂ ପ୍ରକ୍ରିୟାରେ ସାମିଲ କରାଯାଇଛି । ଏହାକୁ ପରିଚାଳନା କରିବାକୁ ୧୫ ଜିଲ୍ଲାର …

ସମବାୟ କ୍ଷେତ୍ର ପାଇଁ ଐତିହାସିକ ଦିନ Read More »