interview questions, illegal interview questions, america job interviews, interview guidelines, USA, rising odisha

ଚାକିରି ସାକ୍ଷାତକାରରେ ଏହି ପ୍ରଶ୍ନ ପଚାରିଲେ ହୋଇପାରେ ଜେଲ୍ !

ଚାକିରି ପାଇଁ ସାକ୍ଷାତକାର ଦେବାର ଅଭିଜ୍ଞତା ପ୍ରାୟ ସମସ୍ତଙ୍କର ଉଣାଅଧିକେ ଥିବ । ସାକ୍ଷାତକାର ସମୟରେ ଆପଣ ବି ଏମିତି ଅନେକ ପ୍ରଶ୍ନର ସମ୍ମୁଖୀନ ହୋଇଥିବେ ଯାହାର ଉତ୍ତର ଦେବା ବେଳେ ଆପଣ ଅସହଜ ଅନୁଭବ କରିଥିବେ । କିନ୍ତୁ ଚାକିରି ପାଇଁ ବାଧ୍ୟ ହୋଇ ସେଭଳି ପ୍ରଶ୍ନର ଉତ୍ତର ଦେଇଥିବେ । କିନ୍ତୁ ଜାଣିଛନ୍ତି କି ଚାକିରି ପାଇଁ ସାକ୍ଷାତକାର ବେଳେ ଏମିତି କିଛି ପ୍ରଶ୍ନ ଅଛି ଯାହାକୁ ସାକ୍ଷାତକାରୀ ପଚାରି ପାରିବେ ନାହିଁ । …

ଚାକିରି ସାକ୍ଷାତକାରରେ ଏହି ପ୍ରଶ୍ନ ପଚାରିଲେ ହୋଇପାରେ ଜେଲ୍ ! Read More »