chinese doctors, organ removals, prisoners, odia blog, rising odisha

ଚୀନର ଜହ୍ଲାଦ ଡାକ୍ତର, ଜୀବିତ ବ୍ୟକ୍ତିଙ୍କଠାରୁ କାଢି ନେଉଥିଲେ ଅଙ୍ଗ !

ଡାକ୍ତରଙ୍କ କାମ ହେଉଛି ଜୀବନ ବଂଚାଇବା । କିନ୍ତୁ ଚୀନର ଏଭଳି କିଛି ଡାକ୍ତରଙ୍କ ଉପରେ ନରହତ୍ୟାର ଅଭିଯୋଗ ଲାଗିଛି ଯେଉଁମାନେ ଟଙ୍କା ଲୋଭରେ ଜୀବିତ ଲୋକଙ୍କଠାରୁ କାଢି ନେଉଥିଲେ ଅଙ୍ଗ । ଅଭିଯୋଗ ଅନୁସାରେ ଏହି ଡାକ୍ତର ମାନେ ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିଙ୍କୁ ସଜ୍ଜା ଦିଆଯିବା ପୂର୍ବରୁ ସେମାନଙ୍କ ଶରିରର ଅଙ୍ଗ କାଢି ନେଉଥିଲେ । ଏକ ନୂଆ ଆକାଡେମିକ୍ ପେପରରେ ଏହି ରହସ୍ୟ ଉଦଘାଟନ ହୋଇଛି । ଅର୍ଗାନ ଟ୍ରାନ୍ସପ୍ଲାଣ୍ଟର ଏଥିକ୍ସ ଉପରେ ଥିବା …

ଚୀନର ଜହ୍ଲାଦ ଡାକ୍ତର, ଜୀବିତ ବ୍ୟକ୍ତିଙ୍କଠାରୁ କାଢି ନେଉଥିଲେ ଅଙ୍ଗ ! Read More »