China

china, chinese billionaires, extortion of money, hurun rich list 2021, tiktok bytedance, jack ma, chinese communist government, rising odisha

ଧନୀଙ୍କଠାରୁ ଜବରଦସ୍ତ ଦାନ ନେଇ ଗରିବଙ୍କୁ ଦେଉଛି ଚୀନ୍

ଚୀନର ସରକାରୀ ମିଡିଆ କିଛି ମାସ ତଳେ ଦେଶରେ ଗରିବଙ୍କ ସଂଖ୍ୟା କମିଛି ବୋଲି ଦାବି କରିଥିଲା । କିନ୍ତୁ ଏବେ ଚୀନରୁ ଯେଉଁ ଖବର ଆସୁଛି ତାହା ଲାଲ ଶାସନର କଳା କାରନାମାକୁ ପଦାରେ ପକାଉଛି । ଚୀନ ସରକାର ଦେଶର ଧନୀ ଶିଳ୍ପପତିଙ୍କ ଉପରେ ଚାପ ପକାଇ ଜୋରଜବରଦସ୍ତ ଚାନ୍ଦା ନେଉଥିବା ଖବର ଆସୁଛି । ଶିଳ୍ପପତିଙ୍କୁ ଧମକ ଦେଇ ଯେଉଁ ଦାନ ଆଦାୟ ହେଉଛି ସେହି ଅର୍ଥକୁ ଗରିବ କଲ୍ୟାଣ ପାଇଁ ଚୀନ …

ଧନୀଙ୍କଠାରୁ ଜବରଦସ୍ତ ଦାନ ନେଇ ଗରିବଙ୍କୁ ଦେଉଛି ଚୀନ୍ Read More »

China, super soldier, genetic engineering, china military scientists, BGI group china, rising odisha

ଜେନେଟିକ୍ ଇଞ୍ଜିନିୟରିଂ ଜରିଆର ଚୀନ୍ ତିଆରି କରୁଛି ସୁପର ସୋଲଜର, ଭାରତ ପାଇଁ କେତେ ବିପଦ ?

୧୯୯୩ ମସିହାରେ ଆସିଥିଲା ହଲିଉଡ୍ ଫିଲ୍ମ ୟୁନିଭର୍ସାଲ ସୋଲଜର । ଏହି ପ୍ରାଂଚାଇଜିରେ ଏପର୍ଯ୍ୟନ୍ତ ଦୁଇରୁ ଅଧିକ ଫିଲ୍ମ ଆସି ସାରିଛି । ଫିଲ୍ମରେ ଭବିଷ୍ୟତର ଏଭଳି କିଛି ସୁପର ସୋଲଜର ବା ସୈନିକଙ୍କ କାହାଣୀ ଥିଲା ଯେଉଁମାନେ ଜେନେଟିକାଲି ମୋଡିଫାଇଡ୍ ଥିଲେ । କାହାଣୀ ଅନୁସାରେ ଭିଏତନାମ ଯୁଦ୍ଧରେ ନିହତ କିଛି ଆମେରିକୀୟ ସୈନିକଙ୍କୁ ଏକ ଗୁପ୍ତ ବୈଜ୍ଞାନିକ ପ୍ରୟୋଗରେ ଆମେରିକା ଜୀବିତ କରାଇଛି । ଆଉ ଏହି ସୈନିକ ସବୁ ଦୃଷ୍ଟିରୁ ଥିଲେ ଅଭେଦ୍ୟ …

ଜେନେଟିକ୍ ଇଞ୍ଜିନିୟରିଂ ଜରିଆର ଚୀନ୍ ତିଆରି କରୁଛି ସୁପର ସୋଲଜର, ଭାରତ ପାଇଁ କେତେ ବିପଦ ? Read More »

china, internet freedom in china, internet banned in china, censorship in china, great firewall of china, rising odisha

ଫ୍ଲଡିଂ କ’ଣ ? ଯାହା ଦ୍ୱାରା ଚୀନ ନିଜ ଲୋକଙ୍କ ସ୍ୱରକୁ ଚାପିଦିଏ ?

ଚୀନରେ ଯଦି କୌଣସି ସଂଗଠନ କିମ୍ବା ବ୍ୟକ୍ତି ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରନ୍ତି, ତେବେ ତୁରନ୍ତ ଗୋଟିଏ ଗୋଷ୍ଠୀ ସକ୍ରୀୟ ହୋଇଯାଇଥାଏ । ଏହି ଗୋଷ୍ଠୀ ଏମିତି ଖବର ପ୍ରଚାରିତ କରିଥାଏ, ଯାହା ସରକାରଙ୍କୁ ସୁହାଏ ।ଏହି ଖବରର ସଂଖ୍ୟା ଓ ସ୍ୱର ଏତେ ଜୋରଦାର ହୋଇଥାଏ ଯେ, ମିଥ୍ୟା ପାଇଁ ସତ ଲୁଚିଯାଏ । ସେନସରସିପ୍ ର ଏହି ପନ୍ଥାକୁ ଫ୍ଲଡିଂ ବୋଲି କୁହାଯାଇଥାଏ । ଇଣ୍ଟରନେଟ୍ ଫ୍ରିଡମ୍ ମାମଲାରେ ଚୀନର …

ଫ୍ଲଡିଂ କ’ଣ ? ଯାହା ଦ୍ୱାରା ଚୀନ ନିଜ ଲୋକଙ୍କ ସ୍ୱରକୁ ଚାପିଦିଏ ? Read More »

china, yulin, dog meat festival, dogs slaughtering, chinese culture, yulin city, rising odisha

ଚୀନର ୧୦ ଦିନିଆ କୁକୁର ମାଂସ ଭୋଜି,କରୋନା ଭଳି ଆଉ ଗୋଟିଏ ମହାମାରୀକୁ ନିମନ୍ତ୍ରଣ ?

ଡଗ୍ ମିଟ୍ ଫେଷ୍ଟିଭାଲ କରୋନା ଭୂତ ଏବେ ମଧ୍ୟ ଦୁନିଆ ପଛରେ ପଡିଛି । ପୁରା ଦୁନିଆ କରୋନା ଆତଙ୍କରେ ଆତଙ୍କିତ ଥିବା ବେଳେ କରୋନାର ପିତୃଦେଶ ଚୀନରେ ଆରମ୍ଭ ହୋଇଯାଇଛି ୧୦ ଦିନିଆ କୁକୁର ମାଂସ ଭୋଜି । ଏହି ୭ ଦିନ ଭିତରେ ଚୀନର ବଜାରରେ କୁକୁର ମାଂସକୁ ନେଇ କିସମ କିସମର ଖାଦ୍ୟ ଉପଲବ୍ଧ ହେବ । ଆଉ ହଜାର ହଜାର କୁକୁର ବଳି ପଡିବେ । ପଶୁ ଅଧିକାର ସଂଗଠନ ତରଫରୁ …

ଚୀନର ୧୦ ଦିନିଆ କୁକୁର ମାଂସ ଭୋଜି,କରୋନା ଭଳି ଆଉ ଗୋଟିଏ ମହାମାରୀକୁ ନିମନ୍ତ୍ରଣ ? Read More »

tank man, microsoft bing, tank man image, bing search engine, microsoft blocked tank man images

ଚୀନକୁ ଡରୁଛି ମାଇକ୍ରୋସଫ୍ଟ,ସର୍ଚ୍ଚ ଇଞ୍ଜିନ ରୁ ଟ୍ୟାଙ୍କ୍ ମ୍ୟାନ୍ ଗାଏବ

ଇଞ୍ଜିନରୁ ଗାଏବ ହୋଇଯାଇଥିଲା ‘ଟ୍ୟାଙ୍କ୍ ମ୍ୟାନ୍’ ଗୁଗୁଲ, ଟ୍ୱିଟର, ଫେସବୁକ୍ । ଏହି ସବୁ କମ୍ପାନୀଙ୍କ ମଧ୍ୟରେ ଦୁଇଟି ସମାନତା ରହିଛି । ପ୍ରଥମତଃ ଏହି କମ୍ପାନୀ ସବୁ ଆମେରିକରୁ ଆସନ୍ତି । ଦ୍ୱିତୀୟତଃ ଏମାନେ ସ୍ୱାଧିନ ଅଭିବ୍ୟକ୍ତି ଉପରେ କାଳେ ଅଧିକ ଗୁରୁତ୍ୱ ଦିଅନ୍ତି  । ଭାରତ ସରକାରଙ୍କ ସହିତ ନୂଆ ଆଇଟି ନିୟମକୁ ନେଇ ଟ୍ୱିଟରର ଏବେ ଯୁଦ୍ଧ ଚାଲିଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏମାନଙ୍କ ମଧ୍ୟରୁ ଅନେକ …

ଚୀନକୁ ଡରୁଛି ମାଇକ୍ରୋସଫ୍ଟ,ସର୍ଚ୍ଚ ଇଞ୍ଜିନ ରୁ ଟ୍ୟାଙ୍କ୍ ମ୍ୟାନ୍ ଗାଏବ Read More »

Scroll to Top
Close Bitnami banner
Bitnami