ନାଇଟ୍ କ୍ଲବରେ ରାହୁଲଙ୍କ ସହ ଥିବା ଝିଅ କିଏ ? ଚୀନ ସହିତ ତାଙ୍କ ଲିଙ୍କ୍ କ’ଣ ?
ରାହୁଲ ଗାନ୍ଧିଙ୍କ ନେପାଳ ଭ୍ରମଣ ଦେଶରେ ରାଜନୈତିକ ବିବାଦ ସୃଷ୍ଟି କରିଛି । ରାହୁଲ ମଝିରେ ମଝିରେ ଦେଶ ବାହାରକୁ ବୁଲିଯିବା କିଛି ନୂଆ କଥା ନୁହେଁ । କିନ୍ତୁ ଏଥର ନେପାଳର ନାଇଟ୍ କ୍ଲବରୁ ଭାଇରାଲ ହୋଇଥିବା ଭିଡିଓ ବିଜେପିକୁ ଗୋଟିଏ ଭାଇରାଲ ଅସ୍ତ୍ର ଦେଇଛି । ନାଇଟ୍ କ୍ଲବ୍ ଭିଡିଓରେ!-->…
Read More...
Read More...