Browsing Tag

china president xi jinping

ଚୀନରେ ତିଆନମେନ୍ ସ୍କୋୟାରର ପଦଧ୍ୱନୀ, ଥରିଲେଣି ସି ଜିନପିଙ୍ଗ୍

୧୯୮୯ ମସିହାରେ ଚୀନ ରାଜଧାନୀ ବେଂଜିରେ ଛାତ୍ର ଗଣତାନ୍ତ୍ରିକ ଅଧିକାର ଦାବିରେ ବ୍ୟାପକ ବିକ୍ଷୋଭ କରିଥିଲେ । ସରକାରଙ୍କ ଦମନ ସତ୍ୱେ ଛାତ୍ରଛାତ୍ରୀ ରାସ୍ତା ଉପରେ କମ୍ୟୁନିଷ୍ଟ ସରକାରକୁ ବିରୋଧ କରିଥିଲେ । କମ୍ୟୁନିଷ୍ଟ ସରକାର ସେତେବେଳେ ଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ ଟ୍ୟାଙ୍କ ଚଢାଇ
Read More...

ପୃଥିବୀ ପାଇଁ ଆଉ ଏକ ବିପଦର କାରଣ ହେଲା ଚୀନ୍, ଆକାଶରୁ ଖସୁଚି ଚୀନ୍ ରକେଟ୍

ଚୀନ୍ ମାଲକୁ ଭରସା ନାହିଁ । ଏହା ସମସ୍ତେ କୁହନ୍ତି । ଆଉ ଏହା ସମସ୍ତେ ମଧ୍ୟ ଜାଣନ୍ତି ୨୦୧୯ ପରଠାରୁ ପୃଥିବୀ ଯେଉଁ କରୋନା ନାମକ ବିପଦର ସମ୍ମୁଖୀନ ହେଉଛି ତାହା ସେଇ ଚୀନର ଅବଦାନ । ଚୀନର ବୁହାନ ଲାବରୁ ବାହାରିଥିବା କରୋନା ପୁରା ପୃଥିବୀକୁ ଲକଡାଉନ ଭିତରେ ରହିବାକୁ ବାଧ୍ୟ କରିଥିଲା । ଆଉ
Read More...

ଚୀନ ରାଷ୍ଟ୍ରପତିଙ୍କୁ ଡରି କରୋନା ଭୂତାଣୁର ନୂଆ ଭେରିଆଣ୍ଟର ନାମ ଓମିକ୍ରନ କରିଛି ‘ହୁ’, ଜାଣନ୍ତୁ କାହିଁକି ?

କରୋନା ଭାଇରସର ନୂଆ ଭାରିଆଣ୍ଟର ନାଁ ରଖାଯାଇଛି ଓମିକ୍ରନ୍ । ଏଯାବତ କରୋନା ଭାଇରସର ୧୨ଟି ଭାଇରାଣ୍ଟ ସାମ୍ନାକୁ ଆସିସାରିଛି । ଅର୍ଥାତ ଓମିକ୍ରନ ହେଉଛି ୧୩ତମ ଭାରିଆଣ୍ଟ । କରୋନା ଭାଇରସର ୧୨ଟି ଭାରିଆଣ୍ଟର ନାମକରଣ ଗ୍ରୀକ୍ ଅକ୍ଷରକୁ ନେଇ ରଖାଯାଇଛି । ଯଦି ଆପଣ ଗ୍ରୀକ୍ ଅକ୍ଷରର କ୍ରମକୁ
Read More...
Close Bitnami banner
Bitnami