chinese pilot news , china airlines update , china fighter jet, odiablog risingodisha,

ପାଇଲଟ୍ ମିଳୁନାହାନ୍ତି

ପିପୁଲସ୍ ଲିବରେସନ୍ ନେଭିକୁ ଏବେ ତା’ର ଫାଇଟର ଜେଟ୍ ପାଇଁ ପାଇଲଟ୍ ମିଳୁନାହାନ୍ତି ।ଏହି ପ୍ଲେନ୍ ସବୁ ବିମାନବାହକ ପୋତରୁ ଉଡ଼ିବେ । ଚୀନ କେବଳ ବିମାନବାହକ ପୋତ ପାଇଁ ଜେ-୧୫ ଜେଟ ତିଆରି କରିଛି ।ଗତ ଏକ ଦଶକ ମଧ୍ୟରେ ପ୍ରଥମ ଥର ପାଇଁ ଚୀନ୍ ଲଢୁଆ ପାଇଲଟ୍ ଅଭାବର ସମ୍ମୁଖୀନ ହେଉଛି ।ତେଣୁ ପାଇଲଟ୍ ଟ୍ରେନିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଚୀନର ପ୍ରଥମ ବିମାନବାହକ ପୋତ ଥିଲା ଲିୟଓନିଙ୍ଗ୍ । ତେବେ …

ପାଇଲଟ୍ ମିଳୁନାହାନ୍ତି Read More »