china covid 19 today's news

covid latest news, latest update in china covid, china covid 2022 latest news, Odiablog, Risingodisha

୯୦ ଦିନରେ ୯୦ କୋଟି ସଂକ୍ରମଣ ମାମଲା,ଚୀନରେ ଆସୁଛି କରୋନା ସୁନାମୀ !

ସାରା ବିଶ୍ୱ ପାଇଁ ଖୋଳିଥିବା ଗାତରେ ନିଜେ ପଡ଼ିଯାଇଛି ଚୀନ । ବିଶ୍ୱ ସହ ଜୈବିକ ଯୁଦ୍ଧ ମାନସିକ ନେଇ ଭୂତାଣୁ ଆବିଷ୍କାର କରିଥିବା ଚୀନରେ ଆଜି ଭୟଙ୍କର ସ୍ଥିତି । ସାରା ବିଶ୍ୱରେ କରୋନାର ପ୍ରକୋପ କମ୍ ଥିବା ବେଳେ ଚୀନରେ ଉଗ୍ରରୂପ ନେଉଛି ନୂଆ ଭାରିଆଣ୍ଟ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ଏମିତିକି ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ମେଡିକାଲରେ ରୋଗୀଙ୍କୁ ଭର୍ତ୍ତି …

୯୦ ଦିନରେ ୯୦ କୋଟି ସଂକ୍ରମଣ ମାମଲା,ଚୀନରେ ଆସୁଛି କରୋନା ସୁନାମୀ ! Read More »

china president xi jinping, xi jinping china latest news, xi jinping status, Odiablog, Risingodisha

କରୋନା ଓ କମଳା ପାଇଁ ମାରପିଟ ନେଇଯିବ କି ସିନ୍ ଜିଙ୍ଗ ପିଙ୍ଗଙ୍କ ଗାଦି ?

ଚୀନର ଜିରୋ କରୋନା ନୀତି ଫେଲ ମାରିଛି । କଠୋର କଟକଣା ଲାଗୁ କରିବା ପରେ ତାକୁ ପ୍ରତ୍ୟାହାର କରିନେବା ଚୀନକୁ ମହଙ୍ଗା ପଡ଼ିବା ଭଳି ଲାଗିଲାଣି । ଚୀନ୍ ସରକାର ଯେତେ ଲୁଚାଇଲେ ମଧ୍ୟ କରୋନା ସତ ଧିରେ ଧିରେ ପଦାକୁ ଆସିବାକୁ ଲାଗିଲାଣି । କୁହାଯାଉଛି ଯେ, ଚୀନରେ ଦୈନିକ ୧୦ ଲକ୍ଷ କରୋନା ସଂକ୍ରମଣ ମାମଲା ଆସୁଛି । ଆଉ ଏହି ଧାରା ଯଦି ଜାରି ରହେ ତେବେ ଅତିକମରେ ୨୭ ଲକ୍ଷ …

କରୋନା ଓ କମଳା ପାଇଁ ମାରପିଟ ନେଇଯିବ କି ସିନ୍ ଜିଙ୍ଗ ପିଙ୍ଗଙ୍କ ଗାଦି ? Read More »

china covid 2022 latest news, xi jinping latest news china, covid china recent news, OdiaBlog, RisingOdisha

କରୋନାକୁ ରୋକିବାରେ ବିଫଳ ଚୀନ୍,ରୋଗୀଙ୍କୁ ଟ୍ରାକ୍ କରିପାରୁନି ପ୍ରଶାସନ

କରୋନା ପ୍ରଭାବରୁ ବିଭିନ୍ନ ଦେଶ ଧିରେ ଧିରେ ମୁକ୍ତି ପାଉଥିବା ବେଳେ ଏହାର ଅନ୍ତୁଡିଶାଳ ଚୀନ ପୁଣିଥରେ କରୋନା କବଳରେ ପଡ଼ିଛି । ସ୍ଥିତି ଏତେ ସାଂଘାତିକ ଯେ, କମ୍ୟୁନିଷ୍ଟ୍ ସରକାର ଦେଶରେ ଲକଡାଉନ୍ ଲାଗୁ କରିଥିଲେ । କିନ୍ତୁ ବ୍ୟାପକ ଜନ ଅସନ୍ତୋଷ ପରେ ଲକଡାଉନ୍ ହଟାଇବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ଏବେ ଲକଡାଉନ୍ ହଟାଇବା ଜିନ୍ ପିଙ୍ଗ ସରକାର ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଲକଡାଉନ୍ ହଟାଯିବା ପରେ ଦେଶରେ କରୋନା …

କରୋନାକୁ ରୋକିବାରେ ବିଫଳ ଚୀନ୍,ରୋଗୀଙ୍କୁ ଟ୍ରାକ୍ କରିପାରୁନି ପ୍ରଶାସନ Read More »

corona 4th wave, india, covid in india, rising odisha, odia blog

ଚତୁର୍ଥ ହେଉ କି ପଂଚମ, କରୋନାର ଯେତେ ପ୍ରବାହ ଆସିଲେ ବି ଭାରତ ଉପରେ ପଡିବନି ପ୍ରଭାବ

ପୁଣି କାୟା ମେଲାଉଛି କରୋନା । ଦକ୍ଷିଣ-ପୂର୍ବ ଏସିଆ ସମେତ କିଛି ୟୁରୋପୀୟ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରଶ୍ନ ଉଠୁଛି କଣ ଭାରତ ବି କରୋନାର ନୂଆ ପ୍ରବାହକୁ ସାମ୍ନା କରିବ ? କାରଣ ଏବେ ଦେଶରେ ଦୈନିକ ସଂକ୍ରମଣ ମାମଲା ୨ ହଜାର ଭିତରେ ରହିଛି । କରୋନାର ତୃତୀୟ ପ୍ରବାହ ପିକରେ ଥିବାବେଳେ ଦେଶରେ ତିନି ସପ୍ତାହରେ ୫୦ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା । ଏବେ …

ଚତୁର୍ଥ ହେଉ କି ପଂଚମ, କରୋନାର ଯେତେ ପ୍ରବାହ ଆସିଲେ ବି ଭାରତ ଉପରେ ପଡିବନି ପ୍ରଭାବ Read More »

Scroll to Top
Close Bitnami banner
Bitnami