smrutirekha behera, bhubaneswar BMC, vanivihar, mu safeiwala, bmc driver, rising odisha

ବଦଳିଗଲା ଜୀବନର ମୋଡ଼

ଯେଉଁ ହାତରେ ପିଲାଙ୍କୁ ଖଡ଼ି ଧରାଇ ଅ, ଆ ଲେଖା ଶିଖାଉଥିଲେ, ଆଜି ସେହି ହାତ ପେଟପାଟଣା ପାଇଁ ଗାଡ଼ିର ଷ୍ଟିଅରିଂ ଧରି ରାଜଧାନୀର ଗଳିକନ୍ଧିରେ ବୁଲିଛି । କରୋନା ମହାମାରୀର ମହାଚକ୍ରରେ ବଦଳିଯାଇଛି ଜୀବନର ମୋଡ । ଆଜି ବିଏମ୍‌ସିର ‘ମୁଁ ସଫେଇବାଲା’ ଗାଡ଼ି ଚଳାଇ ନିଜର ପରିବାର ପ୍ରତିପୋଷଣ ଦାୟିତ୍ୱ ମୁଣ୍ଡାଇଛନ୍ତି । କରୋନା ଭଳି ମାରାତ୍ମକ ଭୂତାଣୁ କବଳରୁ ଦୂରେଇ ରଖିବାକୁ ଲୋକଙ୍କୁ କରୁଛନ୍ତିି ସଚେତନ । ସେ ହେଉଛନ୍ତି ସ୍ମୃତିରେଖା ବେହେରା …

ବଦଳିଗଲା ଜୀବନର ମୋଡ଼ Read More »