captain amarinder singh

navjot singh sidhu, punjab cm face, congress punjab, rahul gandhi, punjab cm, charanjit singh channi, rising odisha, odia blog

ପଂଜାବରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସିଦ୍ଧୁଙ୍କ ବଦଳରେ ଚନ୍ନିଙ୍କୁ କାହିଁକି ବାଛିଲା କଂଗ୍ରେସ ?

ପଂଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛି । ନବଜ୍ୟୋତ ସିଦ୍ଧୁଙ୍କ ବଦଳରେ କଂଗ୍ରେସ ହାଇକମାଣ୍ଡ୍ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କୁ ବିଶ୍ୱାସ କରିଛନ୍ତି । ଏବେ ଦଳ ଚନ୍ନିଙ୍କୁ କ୍ୟାପ୍ଟେନ୍ କରି ନିର୍ବାଚନ ଲଢିବ । ଏମିତିରେ ପ୍ରଶ୍ନ ଉଠିପାରେ ଚନ୍ନିଙ୍କ ଉପରେ ବାଜି ଲଗାଇବାକୁ କଂଗ୍ରେସ ହାଇକମାଣ୍ଡ୍ କାହିଁକି ମନସ୍ଥିର କଲେ , ଆସନ୍ତୁ ଜାଣିବା.. ରାହୁଲ ଗାନ୍ଧୀ ରବିବାର ଦିନ ଲୁଧିଆନାରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ …

ପଂଜାବରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସିଦ୍ଧୁଙ୍କ ବଦଳରେ ଚନ୍ନିଙ୍କୁ କାହିଁକି ବାଛିଲା କଂଗ୍ରେସ ? Read More »

rahul gandhi, congress crisis, congress party crisis, rpn singh, jeeten prasada, jyotiraditya scindhia, up elections 2022, rising odisha, odia blog

RPN ସିଂ, ଜିତେନା ପ୍ରସାଦ ଓ ସିନ୍ଧିଆ, ଭାଙ୍ଗିବାରେ ଲାଗିଛି ରାହୁଲଙ୍କ କୋର୍ ଟିମ୍

କଂଗ୍ରେସର ଅସ୍ଥିତ୍ୱ ପାଇଁ ଏହା ହେଉଛି ସବୁଠାରୁ ଆହ୍ୱାନମୁଳକ ସମୟ । ଦଳରୁ ନେତାଙ୍କ ପଳାୟନ ଥମିବାର ନାଁ ନେଉନାହିଁ । ଦଳଛାଡି ନେତା ଏମିତି ପଳାୟନ କରୁଛନ୍ତି ଯେମିତି ଡୁବୁଥିବା ଜାହାଜରୁ ମୁଷା ପଳାୟନ କରନ୍ତି । ଛୋଟମୋଟ ନେତା ଦଳ ଛାଡିବା ଅଲଗା କଥା କିନ୍ତୁ କଂଗ୍ରେସ ପାଇଁ ସମସ୍ୟା ହେଉଛି ଏହାର ବଡ଼ବଡ଼ ନେତା ଦଳ ଛାଡୁଛନ୍ତି । ପୁଣି ଏମିତି ନେତା ଦଳ ଛାଡୁଛନ୍ତି ଯେଉଁମାନେ କଂଗ୍ରେସର ପିଏମ୍ ଇନ୍ ୱେଟିଂ …

RPN ସିଂ, ଜିତେନା ପ୍ରସାଦ ଓ ସିନ୍ଧିଆ, ଭାଙ୍ଗିବାରେ ଲାଗିଛି ରାହୁଲଙ୍କ କୋର୍ ଟିମ୍ Read More »

assembly elections 2022, election commission of india, elections, corona guidelines, odia blog, rising odisha

୨୪ ଆଗରୁ ସେମିଫାଇନାଲ : ବାଜିରେ ବିଜେପି ପାଇଁ ଉତ୍ତର ପ୍ରଦେଶ, ପଂଜାବରେ କଂଗ୍ରେସର ପ୍ରତିଷ୍ଠା

୫ ରାଜ୍ୟ ପାଇଁ ବାଜିଲା ବିଧାନସଭା ନିର୍ବାଚନ ବିଗୁଲ । ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କଲେ ତାରିଖ । ୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆା, ଉତ୍ତରାଖଣ୍ଡ ଓ ମଣିପୁରରେ ଭୋଟର କରିବେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ । ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ମଣିପୁରରେ ୨ଟି ପର୍ଯ୍ୟାୟରେ ହେବ ମତଦାନ । ଗୋଆ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ୍ । ମାର୍ଚ୍ଚ …

୨୪ ଆଗରୁ ସେମିଫାଇନାଲ : ବାଜିରେ ବିଜେପି ପାଇଁ ଉତ୍ତର ପ୍ରଦେଶ, ପଂଜାବରେ କଂଗ୍ରେସର ପ୍ରତିଷ୍ଠା Read More »

navjot singh sidhu, sidhu, congress highcommand, sidhu political career, sidhu cricket career, sidhu vs azharuddin, sidhu vs amarinder singh, punjab congress chief, sonia gandhi, sidhu resigns, rising odisha

କ୍ରିକେଟ୍ କ୍ୟାପ୍ଟେନଙ୍କ ବିରୋଧରେ ବିଦ୍ରୋହ କରିଥିବା ସିଦ୍ଧୁଙ୍କର ରହିଛି ହାଇକାଣ୍ଡଙ୍କ ବିରୋଧରେ ଯିବାର ଲମ୍ବା ଇତିହାସ

ନବଜ୍ୟୋତ ସିଂ ସିଦ୍ଧୁ । ଏହି ଗୋଟିଏ ନାମ ଗତ ଏକ ମାସ ଧରି ରାଜନୈତିକ ମହଲରେ ଯେତିକି ଚର୍ଚ୍ଚା ସାଉଁଟୁଛି ତାହା ଆଉ କାହା ଭାଗ୍ୟରେ ଯୁଟିନାହିଁ । ଗାନ୍ଧି ଫ୍ୟାମିଲିର ପୁରୁଣା ମିତ୍ର କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କୁ କ୍ଷମତାରୁ ହଟାଇବାରେ ସଫଳ ହୋଇଥିବା ସିଦ୍ଧୁ ମାତ୍ର ଦିନ କେଇଟାରେ କଂଗ୍ରେସକୁ ଏମିତି ହରଡଘଣାରେ ପକାଇଛନ୍ତି ଯେ, ଦଳ ପଡୁଛି ଉଠୁଛି । ରାହୁଲ, ପ୍ରିୟଙ୍କା ପାଇଁ ରାଜନୈତିକ ସଂକଟ ସୃଷ୍ଟି କରିଥିବା ସିଦ୍ଧୁ ଯଦି …

କ୍ରିକେଟ୍ କ୍ୟାପ୍ଟେନଙ୍କ ବିରୋଧରେ ବିଦ୍ରୋହ କରିଥିବା ସିଦ୍ଧୁଙ୍କର ରହିଛି ହାଇକାଣ୍ଡଙ୍କ ବିରୋଧରେ ଯିବାର ଲମ୍ବା ଇତିହାସ Read More »

indian politics, new normal, cm change in india, chief minister change, captain amarinder singh, punjab cm, rising odisha

୬ ମାସରେ ବଦଳିଗଲେ ୬ ମୁଖ୍ୟମନ୍ତ୍ରୀ, ଏହା କ’ଣ ଭାରତୀୟ ରାଜନୀତିରେ ନ୍ୟୁ ନର୍ମାଲ ?

ଦେଶରେ ମାର୍ଚ୍ଚ ମାସରୁ ସେପ୍ଟେମ୍ବର ମଧ୍ୟରେ ୬ ରାଜ୍ୟର ୬ ମୁଖ୍ୟମନ୍ତ୍ରୀ ନିଜ ପଦ ହରାଇଛନ୍ତି । ଲାଗୁଛି ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବା ରାଜନୈତିକ ଦଳଙ୍କ ମଧ୍ୟରେ ଟ୍ରେଣ୍ଡ୍ ପାଲଟି ଗଲାଣି । ଉଲ୍ଲେଖନୀୟ ଘଟଣା ହେଉଛି ଯେ, ଏହି ୬ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୫ ଜଣଙ୍କୁ ସେମାନଙ୍କ କାର୍ଯ୍ୟକାଳ ପୁରା ହେବା ପୂର୍ବରୁ ହିଁ ବିଦା କରାଯାଇଛି । ମାର୍ଚ୍ଚରୁ ଏପର୍ଯ୍ୟନ୍ତ ଉତ୍ତରାଖଣ୍ଡ, ଆସାମ, କର୍ଣ୍ଣାଟକ, ଗୁଜରାଟ ଓ ପଂଜାବରେ ମୁଖ୍ୟମନ୍ତ୍ରୀ ବଦଳିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବା …

୬ ମାସରେ ବଦଳିଗଲେ ୬ ମୁଖ୍ୟମନ୍ତ୍ରୀ, ଏହା କ’ଣ ଭାରତୀୟ ରାଜନୀତିରେ ନ୍ୟୁ ନର୍ମାଲ ? Read More »

Scroll to Top
Close Bitnami banner
Bitnami